ବିଶ୍ୱାସ ନହେଉଥିଲେ ବି ସତ: ମହିଳାଙ୍କ ପେଟରୁ ବାହାରିଲା ୫୭ କେଜିର ଟ୍ୟୁମର । ସଫଳ ହେଲା ବିରଳ ଅସ୍ତ୍ରୋପଚାର ।
ମହିଳାଙ୍କ ପେଟରୁ ବାହାରିଲା ୫୭ କେଜିର ଟ୍ୟୁମର । ୧୦ ବର୍ଷ ଧରି ଯନ୍ତ୍ରଣାରେ ଛଟପଟ ହେଉଥିବା ମହିଳାଙ୍କୁ ଏବେ କଷ୍ଟରୁ ମୁକ୍ତି ମିଳିଛି । ଆଉ ଏହି ସଫଳ ବିରଳ ଅସ୍ତ୍ରୋପଚାର କରାଯାଇଛି ଖୋର୍ଦ୍ଧା କୁହୁଡି ସାଇ ସେବା ସଦନରେ ।
!-->!-->!-->…