THE BYAPINI

ଏଣିକି ଶ୍ରୀମନ୍ଦିରରେ ମିଳିବ ଅବଢା, ମହାପ୍ରସାଦ ଉପରୁ ହଟିଲା କଟକଣା । ଡିସେମ୍ବର ଶେଷରେ ଖୋଲିପାରେ ଶ୍ରୀମନ୍ଦିର ।

ଭକ୍ତଙ୍କ ପାଇଁ ଖୁସି ଖବର । ଏଣିକି ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ । ଶ୍ରୀମନ୍ଦିରରେ ସେବାୟତଙ୍କ ମଧ୍ୟରେ କରୋନା ସ୍ଥିତି ଧିରେ ଧିରେ ସ୍ୱାଭାବିକ ହେଉଥିବାରୁ ମହାପ୍ରସାଦ ଉପରୁ କଟକଣା ହଟାଯାଇଛି । ଶ୍ରୀମନ୍ଦିରରେ ମହାପ୍ରସାଦ

କିଏ ମାରିବ ବାଜି ? କାହାକୁ ବାଛିବେ ଜନତା ?ଦିନ କେଇଟା ପରେ ବାଲେଶ୍ୱର, ତିର୍ତ୍ତୋଲ ଉପନିର୍ବାଚନ। ଗାଁ ଗାଁରେ…

ଦିନ କେଇଟା ପରେ ଉପନିର୍ବାଚନ । ଏଥପାଇଁ ଉଠୁଛି ପଡୁଛି ବାଲେଶ୍ୱର ଓ ତିର୍ତ୍ତୋଲ । କିଏ ହାତେଇବ ଗାଦି ଏନେଇ ଲାଗିପଡିଛନ୍ତି ୩ ରାଜନୈତିକ ଦଳ । ଗାଁରେ ଗାଁରେ ବୁଲି ଭୋଟରଙ୍କୁ ମନେଇବାକୁ ଚାଲିଛି ପ୍ରାଣମୂର୍ଚ୍ଚା ଉଦ୍ୟମ ।

ଆସନ୍ତା ୨୪ ଘଂଟା ମଧ୍ୟରେ ପ୍ରବଳ ବର୍ଷିବ । ୨୨ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା । ୫…

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ଅଧିକ ଘନୀଭୂତ ହେଉଛି । ଆସନ୍ତା ୨୪ ଘଂଟା ମଧ୍ୟରେ ଏହା ଲଘୁଚାପର ରୂପ ନେବ । ଲଘୁଚାପ ପ୍ରଭାବରେ ଆଜି ଠାରୁ ୪ ଦିନ ଅର୍ଥାତ୍ ୨୨ ତାରିଖ ଯାଏଁ ବର୍ଷିବ ।

ବୈଜୟନ୍ତଙ୍କ ବିରୋଧରେ ତେଜିଲା ବିରୋଧ । ଓଡିଶାକୁ ପାକିସ୍ତାନ ସହ ତୁଳନା କରି ଟୁଇଟ ପରେ ବିିଭିନ୍ନ ସ୍ଥାନରେ ପ୍ରତିବାଦ…

ଓଡିଶାକୁ ପାକିସ୍ତାନ ସହ ତୁଳନା ନେଇ ବୈଜୟନ୍ତ ପଣ୍ଡାଙ୍କ ମନ୍ତବ୍ୟ ପରେ ଏବେ ଜୋର ଧରିଛି ପ୍ରତିବାଦ । ରାଜ୍ୟର ବିଭିନ୍ନ ସ୍ଥାନରେ ଏହାକୁ ନେଇ ବୈଜୟନ୍ତଙ୍କ କୁଶପୁତ୍ତଳିକା ଦାହ କରାଯିବା ସହ ତାଙ୍କ ବିରୋଧରେ ନାରାବାଜି ଦିଆଯାଇଛି

ଅକ୍ଟୋବରରେ କମୁଛି କରୋନା ସଂକ୍ରମଣ, ରାଜ୍ୟରେ ୨ ହଜାର ତଳକୁ ଖସିଲା ଆକ୍ରାନ୍ତଙ୍କ ସଂଖ୍ୟା । ଧୀରେ ଧୀରେ କମୁଛି ପ୍ରକୋପ…

ରାଜ୍ୟରେ ଲଗାତାର କିଛିଦିନ ହେବ କରୋନା ସଂକ୍ରମଣ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଂଟାରେ ରାଜ୍ୟରେ ୧୯ଶହ ୮୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧୧ଶହ ୫୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ତାନୀୟ

ଘରୋଇ ସ୍କୁଲ ଫି’ ବୃଦ୍ଧି ମାମଲା : ବେସରକାରୀ ସ୍କୁଲ ଫି ଛାଡ କରିବା ପ୍ରସଙ୍ଗରେ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ…

କରୋନା ପାଇଁ ଘରୋଇ ବିଦ୍ୟାଳୟ ଗୁଡିକ ଫି ଛାଡ଼ କରିବା ମାମଲାର ହାଇକୋର୍ଟରେ ଶୁଣାଣି ହୋଇଛି  । କେତେ ପ୍ରତିଶତ ଫି’ କମାଯାଇପାରିବ ସେନେଇ ସ୍ପଷ୍ଟ ମତ ରଖିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି

କୋଭିଡ଼ ଗାଇଡ଼ଲାଇନ ଭିତରେ ହେବ ଦୁର୍ଗାପୂଜା । କେବଳ କଟକରେ ୪ ଫୁଟରୁ ଅଧିକ ଉଚ୍ଚର ୯ଟି ମୂର୍ତ୍ତି ନିର୍ମାଣକୁ ମିଳିଲା…

ହାଇକୋର୍ଟରେ କଟକ ଦୁର୍ଗାପୂଜା ମାମଲାର ଅନ୍ତ । କୋଭିଡ଼ ଗାଇଡ଼ଲାଇନ ଭିତରେ ହୋଇପାରିବ ଦୁର୍ଗାପୂଜା । କୋଭିଡ ମହାମାରୀ ବେଳେ ଦୁର୍ଗାପୂଜାକୁ ନେଇ କିଛିଦିନ ହେବ ପୂଜା କମିଟି ଓ ପ୍ରଶାସନ ମଧ୍ୟରେ ଚାଲିଥିଲା ବିବାଦ । ଅନ୍ୟପଟେ ପୂଜା

ପୁରୀ ସ୍ୱର୍ଗଦ୍ୱାରରୁ ହଟିଲା କଟକଣା । ଏଣିକି ବାହାର ଜିଲ୍ଲାର ଶବ ହୋଇପାରିବ ସତ୍କାର । କରୋନାରେ ମୃତ ବ୍ୟକ୍ତିଙ୍କ…

ପୁରୀ ସ୍ବର୍ଗଦ୍ବାରରୁ ହଟିଲା କଟକଣା । ଏବେ ସ୍ବର୍ଗଦ୍ବାରରେ ଅନ୍ୟ ଜିଲ୍ଲାର ଶବ ସତ୍କାର କରାଯାଇପାରିବ । ଅନ୍ତିମ ସଂସ୍କାର ବେଳେ ୨୦ ଜଣରୁ ଅଧିକ ରହି ପାରିବେନି । ହେଲେ କରୋନାରେ ମୃତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ପାଇଁ କଟକଣା

ବଢୁଛି ଓଟିଭିର ଅଡୁଆ । ସ୍ୱାଧୀକାର ଭଙ୍ଗ ପ୍ରସ୍ତାବ ପାଇଁ ଚିଠି ଲେଖିଲେ ଚନ୍ଦ୍ରାଣୀ ମୁର୍ମୁ ।

ଓଟିଭି ବିରୋଧରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଓ କାର୍ଯ୍ୟାନୁଷ୍ଠାନ ପାଇଁ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଏକ ଚିଠି ଲେଖିଛନ୍ତି । ଏଥିରେ ସେ ଓଟିଭି ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସ

‘ଟ୍ୱିଟ୍‌’ କରି ବିବାଦରେ ବୈଜୟନ୍ତ । ଓଡ଼ିଶା ସ୍ଥିତି ସହ ପାକିସ୍ତାନକୁ ତୁଳନା ପରେ ବଢିଲା ଅଡୁଆ।

‘ମହାରାଷ୍ଟ୍ର ଓ ଓଡ଼ିଶା ପୁଲିସ୍ ସାମ୍ବାଦିକଙ୍କୁ ଉଠାଇନେବା, ଦୁର୍ବ୍ୟବହାର କରିବା ଓ ହେପାଜତକୁ ନେଇ ଜେରା କରିବା ଲଜ୍ଜାଜନକ। ତାହା ପୁଣି, ଆଇନକୁ ଅନୁସରଣ ନ କରି ପୁଲିସ କରୁଛି, ଠିକ୍ ପାକିସ୍ତାନ ଭଳି। ଏହା ହେଉଛି