THE BYAPINI

ଆଇଟି ରେଡ୍ : 2.5 କୋଟି ଟଙ୍କା ଓ ୩ କେଜି ସୁନା ଅଳଙ୍କାର ଜବତ

ସୁନ୍ଦରଗଡ : ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କ ଘରେ ଆଇଟି ରେଡ୍ ଜାରି ରହିଛି। ତିନି ଦିନ ହେଲା ବ୍ୟବସାୟୀଙ୍କ ବିଭିନ୍ନ ଠିକଣାରେ ଚଢଉ ଚାଲିଛି। ରାଜ୍ୟ ଭିତରେ ଏବଂ ବାହାରେ ଏକକାଳୀନ ୩୦ଟି ସ୍ଥାନରେ ରେଡ୍ କରାଯାଉଛି। ରାଉରକେଲାରେ

ବଜ୍ରକାପ୍ତା ସହ ୨ ଗିରଫ

ନୂଆପଡା: ଡିଲ୍ ବେଳେ ମାଡି ବସିଲା ବନ ବିଭାଗ । ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଅନ୍ୟ ଦୁଇ ଜଣ ଫେରାର ହୋଇଯାଇଛନ୍ତି । ଏ ନେଇ ଇଉୠ ଶାଳିହା ଖାନ୍ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ,

ଦ୍ୱିତୀୟ ବିବାହ କଲେ ଶୋଏବ ମଲିକ

ନୂଆଦିଲ୍ଲୀ: ଭାରତର ଲୋକପ୍ରିୟ ଟେନିସ ଖେଳାଳୀ ସାନିଆ ମିର୍ଜାଙ୍କ ଠାରୁ ଅଲଗା ହେବା ପରେ ପାକିସ୍ତାନର ପୂର୍ବତନ କ୍ରିକେଟର ଶୋଏବ ମଲିକ ପୁଣି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଶନିବାର ସକାଳେ ସେ ତାଙ୍କ ବିବାହର ଫଟୋ ସୋସିଆଲ

ଓଏଏସ ଓ ଓଆରଏସସ୍ତରରେ ଅଦଳବଦଳ

ଭୁବନେଶ୍ବର : ରାଜ୍ୟ ସରକାର ଓଏଏସ ଓ ଓଆରଏସ ଅଫିସର ସ୍ତରରେ ଅଦଳବଦଳ ବଦଳି କରିଛନ୍ତି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଦ୍ୱାରା ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ବିଏମସି ଅତିରିକ୍ତ କମିସନର ଥିବା ତଥା ବରିଷ୍ଠ ଓଏଏସ୍‌

ପୂର୍ବତନ ସଂସଦଙ୍କ ପରଲୋକ

ଭୁବନେଶ୍ବର: ପୂର୍ବତନ ପୁଲିସ ଅଧିକାରୀ ଅନାଦି ସାହୁଙ୍କ ପରଲୋକ। କଟକର ସିଡିଏ-୬ ସ୍ଥିତ ବାସଭବନରେ ୮୪ ବର୍ଷ ବୟସରେ ଅନାଦି ସାହୁଙ୍କ ପରଲୋକ ଘଟିଛି। ବ୍ରହ୍ମପୁରରୁ ବିଜେପିର ସାଂସଦ ମଧ୍ୟ ଥିଲେ ଅନାଦି ସାହୁ। ସାହିତ୍ୟ କ୍ଷେତ୍ରରେ

ପୂର୍ବତନ ବିଧାୟକ ଜୟ ନାରାୟଣ ମହାନ୍ତିଙ୍କ ପରଲୋକ

ଜଳେଶ୍ୱର: ପରଲୋକରେ ଜୟ ନାରାୟଣ ମହାନ୍ତି । ଜୟ ନାରାୟଣ ମହାନ୍ତି ହେଉଛନ୍ତି ଜଳେଶ୍ୱରର ପୂର୍ବତନ ବିଧାୟକ। ଜଳେଶ୍ବରରୁ କ୍ରମାଗତ ୨ ଥର କଂଗ୍ରେସ ବିଧାୟକ ଥିଲେ ଜୟନାରାୟଣ । ସେ ୧୯୯୫ ଓ ୨୦୦୦ ମସିହାରେ ଜଳେଶ୍ୱର ବିଧାନସଭାରୁ

କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି

କଟକ: କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ ନିଯୁକ୍ତି ଉପରେ ଅଙ୍କୁଶ ଲଗାଇଲେ ହାଇକୋର୍ଟ। ଚୟନ ପ୍ରକ୍ରିୟା ଜାରି ରହିଲେ ବି ନିଯୁକ୍ତି ଉପରେ ରୋକ ଲାଗିବ। ଆସନ୍ତା ୨୪ ତାରିଖ ଯାଏ ହୋଇପାରିବନି ନିଯୁକ୍ତି। ୨୧

ଚିଲିକାରେ ଡଲଫିନ୍ ଗଣନା ଆରମ୍ଭ

ବ୍ରହ୍ମଗିରି : ଶନିବାର ଚିଲିକାରେ ଡଲଫିନ୍ ଗଣନା । ସକାଳ ୬ଟାରୁ ଆରମ୍ଭ ହୋଇଛି ଗଣନା କାର୍ୟ୍ୟ ।। ଚିଲିକାରେ ଦେଖା ଦେଉଥିବା ଇରାୱ।, ଡି ଡଲଫିନ୍ ଏବଂ ଚିଲିକା-ସମୁଦ୍ର ମୁହାଣରେ ଦେଖା ଦେଉଥିବା ବଟଲ୍-ନୋଚ୍ ଡଲଫିନ୍‌ର ଗଣନା

ମହାପ୍ରଭୁଙ୍କ ଦର୍ଶନ କଲେ ପାଣ୍ଡିଆନ

ପୁରୀ :  ପୁରୀରେ ଭି. କେ. ପାଣ୍ଡିଆନ୍। ଶନିବାର ଭୋରୁ ଭୋର ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କରିଥିଲେ। ଏଥିସହ ମା ବିମଳା, ଲକ୍ଷ୍ମୀ ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କ ଦର୍ଶନ ମଧ୍ୟ

ଚନ୍ଦ୍ରଭାଗାରେ ବୁଡି ପକାଇଲେ ହଜାର ହଜାର ଶ୍ରଦ୍ଧାଳୁ

କୋଣାର୍କ : ଶନିବାର ପବିତ୍ର ଶାମ୍ବ ଦଶମୀ । ଏହି ଅବସରରେ ଅର୍କକ୍ଷେତ୍ରରେ କୋଣାର୍କ ଚନ୍ଦ୍ରଭାଗା ବେଳାମାର୍ଗ ଚଳଚଞ୍ଚଳ। ସୂର୍ୟ୍ୟ ଉପାସକମାନେ ଭୋରୁ ଭୋରୁ ଚନ୍ଦ୍ରଭାଗା ଠାରେ ପ୍ରଭୁ ସୂର୍ୟ୍ୟ ନାରାୟଣଙ୍କୁ ଦୀର ଦାନ ଦେବା ସହ ସହ