THE BYAPINI

ସୁଧୁରୁଛି ସହଦେବଙ୍କ ସ୍ୱାସ୍ଥ୍ୟବସ୍ଥା

Get real time updates directly on you device, subscribe now.

ଧିରେ ଧିରେ ଠିକ୍ ହେଉଛନ୍ତି ‘ବଚପନ୍ କା ପ୍ୟାର୍’ ଗାୟକ ସହଦେବ୍ । ସହଦେବଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି । ପ୍ରାୟ ୫ଘଣ୍ଟା ବେହୋସ ରହିବା ପରେ ତାଙ୍କର ହୋସ ଫେରିଛି । ଡାକ୍ତରଙ୍କ କହିବା ଅନୁସାରେ ସହଦେବ୍ ବର୍ତ୍ତମାନ ସେ ୧୨ ଘଣ୍ଟା ଅବଜରବେଶନରେ ରହିବେ । ୧୨ଘଣ୍ଟା ପରେ ସହଦେବଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଅଧିକ କୁହାଯାଇପାରିବ ବୋଲି ସୂଚନା ଦେଇଛନ୍ତି ଚିକିତ୍ସା କରୁଥିବା ଡାକ୍ତର ।ତେବେ ପୂର୍ବ ଅପେକ୍ଷା ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି ।

ଗତକାଲି ସୁକମାଠାରେ ସହଦେବଙ୍କ ଦୁର୍ଘଟଣା ହୋଇଥିଲା । ଏହାପରେ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ସୁକମା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସଂକଟାପର୍ଣ୍ଣ ହେବାରୁ ତାଙ୍କୁ ଜଗଦଲପୁର ମହାରାଣୀ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା

Get real time updates directly on you device, subscribe now.

Leave A Reply

Your email address will not be published.