କ’ଣ ଶସ୍ତା ଓ କ’ଣ ମହଙ୍ଗା
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧-୨୨ ଆର୍ଥକ ବର୍ଷ ପାଇଁ ସାଧାରଣ ବଜେଟ୍ ଉପସ୍ଥାପନା କରିଛନ୍ତି । ଏଥିରେ ଅନେକ ସାମଗ୍ରୀ ଉପରୁ ଟିକସ୍ କମିଛି । ଆଉ କିଛି ଉପରେ ଉତ୍ପାଦ ଶୁଳ୍କ ଓ ଅନ୍ୟ ଟିକସ୍ ଲାଗିଛି । । ଅନେକ ସାମଗ୍ରୀ ଉପରେ କୃଷି ସେସ୍ ଲାଗୁ କରାଯାଇଛି, ଯାହାକି ଫେବୃଆରୀ ୨ ତାରିଖରୁ ଲାଗୁ ହେବ । ଆସନ୍ତୁ ନଜର ପକାଇବା କେଉଁ ଜିନିଷ ଶସ୍ତା ଓ କଣ ହେଲା ମହଙ୍ଗା ।
ଶସ୍ତା
ସୁନା
ରୁପା
ନାଇଲନ୍ କପଡା
ଷ୍ଟିଲ ସାମଗ୍ରୀ
ତମ୍ବା ସାମଗ୍ରୀ
ପଲିଥିନ୍ ଏବଂ ପାଲାଡିୟମ୍
ଅନ୍ତର୍ଜାତୀୟ ବଜାରରୁ ଆମଦାନି ହେଉଥିବା ମେଡିକାଲ୍ ଉପକରଣ
ମହଙ୍ଗା
ରେଫ୍ରିଜରେଟର ଏବଂ ଏୟାର କଣ୍ଡିସନରରେ ବ୍ୟବହୃତ ହେଉଥିବା କମ୍ପ୍ରେସର
ମୋବାଇଲ
ମୋବାଇଲ ଫୋନ୍ ଚାର୍ଜର, ପାର୍ଟସ୍
ସୋଲାର ଇନଭର୍ଟର ଏବଂ ସୋଲାର ଲାଇଟ
ଗାଡି ପାର୍ଟସ୍
ବିଦେଶରୁ ଆସୁଥିବା ପୋଷାକ
କଟନ୍
ଚମଡ଼ା ସାମଗ୍ରୀ
କଟା ଏବଂ ପଲିସ୍ ହୋଇଥିବା ସିନ୍ଥେଟିକ୍ ପଥର
ଲିଥିୟମ୍ ବ୍ୟାଟେରିର ଇନପୁଟ୍ ଏବଂ କଞ୍ଚାମାଲ