THE BYAPINI
Browsing Category

ଅନ୍ୟାନ୍ୟ

ଶାହାବାଜ୍ ପାକିସ୍ତାନର ନୂଆ ପିଏମ୍

ପାକିସ୍ତାନର ବିରୋଧୀ ଦଳ ନେତା ଶାହବାଜ୍‌ ସରିଫ୍‌ ଦେଶର ନୂଆ ପ୍ରଧାନମନ୍ତ୍ରୀ ନିଯୁକ୍ତ ହୋଇଛନ୍ତି। ପାକିସ୍ତାନର ୩ ଥରର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍‌ ସରିଫଙ୍କ ବଡ଼ ଭାଇ ତଥା ୭୦ ବର୍ଷୀୟ ଶାହବାଜ୍‌ ସରିଫ୍‌ ନୂଆ ରାଷ୍ଟ୍ର

ଯୁଦ୍ଧ ଭିତରେ ଅଚାନକ ୟୁକ୍ରେନରେ ପହଞ୍ଚିଲେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ

ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ପ୍ରାୟ ଦେଢ଼ ମାସ ହେବ ଲାଗି ରହିଛି ଘମାଘୋଟ ଯୁଦ୍ଧ। ଏହାରି ଭିତରେ ଅଚାନକରେ ୟୁକ୍ରେନ୍‌ର ରାଜଧାନୀ କିଭ୍‌ ଗସ୍ତରେ ଯାଇଛନ୍ତି ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍। ସେ ୟୁକ୍ରେନ୍‌ ରାଷ୍ଟ୍ରପତି

କ୍ଷମତାରୁ ବିଦା ହେଲେ ଇମ୍ରାନ ଖାନ

ସରିଲା ପାକିସ୍ତାନ ସସପେନ୍ସ । ବିଦା ହେଲେ ଇମ୍ରାନ ଖାନ । ଅନାସ୍ଥା ଭୋଟରେ ବିଜୟୀ ହେଲେ ବିରୋଧୀ । ପରାଜୟ ହେଲା ଇମ୍ରାନଙ୍କ ସରକାର । ଗତକାଲି ବିଳମ୍ବିତ ରାତିରେ ପାକିସ୍ତାନ ସଂସଦରେ ଆସ୍ଥା ଭୋଟରେ ଇମ୍ରାନ ଖାନ ପରାଜିତ ହୋଇଛି ।

ଚୀନରେ କରୋନା ସ୍ଥିତି ଅଣାୟତ୍ତ

ଚୀନ ସାଙ୍ଘାଇରେ ପରିସ୍ଥିତି ଯେପରି ଅଣାୟତ୍ତ ହୋଇପଡିଛି । ଏଠାରେ ପ୍ରତିଦିନ କରୋନାର ୨୦ ହଜାର ପଜିଟିଭ ମାମଲା ସାମ୍ନାକୁ ଆସୁଛି । କିଛି ବଡ ସହରରେ ଲକଡାଉନ୍ ଜାରି କରିବା ସତ୍ତେ୍ୱ କରୋନାର ପୁଣିଥରେ ରେକର୍ଡ ସ୍ତର ଛୁଇଁଛି ।

ଅଧିନାୟକ ପଦ ଛାଡିଲେ ମହେନ୍ଦ୍ର ସିଂ ଧୋନୀ

ଇଣ୍ଡିଆନ୍ ପ୍ରିମିଅର ଲିଗ୍ (ଆଇପିଏଲ)ରେ ବଡ ଧରଣର ଅଦଳବଦଳି ହୋଇଛି । ଚେନ୍ନାଇ ସୁପର କିଙ୍ଗର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ମହେନ୍ଦ୍ର ସିଂ ଧୋନୀ । ଧୋନିଙ୍କ ସ୍ଥାନରେ ଅଲରାଉଣ୍ଡର ରବୀନ୍ଦ୍ର ଜାଡ଼େଜାଙ୍କୁ ଅଧିନାୟକ ଦାୟିତ୍ୱ

ଚୀନରେ ଯାତ୍ରୀବାହୀ ବିମାନ ଦୁର୍ଘଟଣା

ଚୀନରେ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ । ପାହାଡରେ ଧକ୍କା ଖାଇ ଖସିପଡିଲା ବୋଇଙ୍ଗ ୭୩୭ । ବୋଇଙ୍ଗ ୭୩୭ ଇଷ୍ଟର୍ଣ୍ଣ ବୋଇଙ୍ଗ ଏୟାରକ୍ରାଫ୍ଟ ଦୁର୍ଘଟଣା ଗ୍ରସ୍ତ ହୋଇ ଏକ ପାହାଡ ଉପରେ ଖସିପଡିଛି । ଏଥିରେ ୧୩୩ ଜଣ ଯାତ୍ରୀ ଥିଲେ

ଶକ୍ତିଶାଳି ଭୂ-କମ୍ପରେ ଥରିଲା ଜାପାନ

ଜାପାନରେ ଭୀଷଣ ଭୂମିକମ୍ପ । ପୂର୍ବ ଜାପାନରେ ବୁଧବାର ରାତିରେ ବଡ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୩ ବୋଲି ଜଣାପଡିଛି । ଜାପାନର ଉତ୍ତରପୂର୍ବ ଅଞ୍ଚଳକୁ ସୁନାମି ପାଇଁ ହାଇଆଲର୍ଟ କରାଯାଛି।

ପୁଟିନଙ୍କୁ ଜେଲେନସ୍କିଙ୍କ ଜବାବ..ପଛକୁ ହଟିବନି ୟୁକ୍ରେନ

ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ୧୧ ଦିନରେ ପହଞ୍ଚିଛି । ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ୟୁକ୍ରେନକୁ ଧମକ ଦେଇଛନ୍ତି । ପୁଟିନ କହିଛନ୍ତି, ୟୁକ୍ରେନ ଦେଶର ମାନ୍ୟତା ହରାଇବ । ୟୁକ୍ରେନ ଅସ୍ତିତ୍ୱ

ସାମୟିକ ଭାବେ ୟୁକ୍ରେନରେ ଯୁଦ୍ଧ ବନ୍ଦ କଲା ରୁଷ

ରୁଷ ପକ୍ଷରୁ ୟୁକ୍ରେନରେ ସାମୟିକ ଭାବେ ଯୁଦ୍ଧ ବିରତି ଲାଗୁ କରାଯାଇଛି। ଯୁଦ୍ଧ ଯୋଗୁ ଅନେକ ସାଧାରଣ ଲୋକ ବିଭିନ୍ନ ସହରରେ ଫସି ରହିଛନ୍ତି। ଘନଘନ ବୋମା ବର୍ଷଣ ଯୋଗୁ ସେମାନେ ସୁରକ୍ଷିତ ସ୍ଥାନକୁ ଯାଇ ପାରୁ ନାହାନ୍ତି। ଏହାକୁ

ଜେଲେନସ୍କିଙ୍କ ଠିକଣା କହିଲେ ପୂର୍ବତନ ୟୁକ୍ରେନ ପ୍ରଧାନମନ୍ତ୍ରୀ..କହିଲେ, ତାଙ୍କର କିଛି କ୍ଷତି ହେବନାହିଁ

ୟୁକ୍ରେନ ଓ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ୧୦ମ ଦିନରେ ପହଞ୍ଚିଥିଲେ ମଧ୍ୟ ଥମିବାର ନାଁ ଧରୁନି। ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ପୋଲାଣ୍ଡ ଚାଲି ଯାଇଥିବା ରୁଷ ବାରମ୍ବାର ଦାବି କରୁଛି।ହେଲେ ଏହାକୁ ୟୁକ୍ରେନ