Browsing Category
ଅନ୍ୟାନ୍ୟ
ସେନ ୱାର୍ଣ୍ଣଙ୍କ ପରଲୋକ
ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟର ସେନ ୱାର୍ଣ୍ଣଙ୍କ ପରଲୋକ । ୫୨ ବର୍ଷ ବୟସରେ ଆଖି ବୁଜିଲେ କିମ୍ବଦନ୍ତୀ କ୍ରିକେଟର । ଥାଇଲାଣ୍ଡରେ ହୃଦଘାତରେ ପରଲୋକ ହୋଇଥିବା ସୂଚନା । ୱାର୍ଣ୍ଣଙ୍କ ଦେହାନ୍ତ ଖବର ପାଇଁ କ୍ରିକେଟ୍ ଜଗତ ସ୍ତବ୍ଧ!-->…
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ,୩୦ ମୃତ
ପାକିସ୍ତାନର ପେଶାୱାରରେ ଘଟିଛି ଆତ୍ମଘାତୀ ବିସ୍ଫୋରଣ । ନମାଜ ପଢିବା ବେଳେ ବିସ୍ଫୋରଣ ହେବାରୁ ଘଟଣାସ୍ଥଳରେ ୩୦ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଗୁରୁତର ଭାବେ ଆହତ ହୋଇଛନ୍ତି । ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା!-->…
ନ୍ୟୁକ୍ଲିୟର ପାୱାର ପ୍ଲାଂଟକୁ ଦଖଲ କଲା ରୁଷସେନା
ୟୁରୋପର ସବୁଠୁ ବଡ଼ ନ୍ୟୁକ୍ଲିୟର ପାୱାର ପ୍ଲାଂଟକୁ ଦଖଲ କଲା ରୁଷସେନା । ୟୁକ୍ରେନର ଜେବୋରିଜିଆ ପ୍ରାନ୍ତର ଏନରହୋଦର ସହରରେ ବଡ ଆକ୍ରମଣ କରିଛି ଋଷ । ୟୁକ୍ରେନର ଅଧିକାରୀ ଦାବି କରିଛନ୍ତି. ଋଷ ଏଠାରେ ଥିବା ୟୁରୋପର ସବୁଠାରୁ ବଡ!-->…
ୟୁକ୍ରେନରେ ଭାରତୀୟ ଛାତ୍ରଙ୍କ ଦେହରେ ବାଜିଲା ଗୁଳି
ୟୁକ୍ରେନରେ ଚାଲିଛି ଘମାଘଟ ଲଢେଇ । ଘମାଘୋଟ ଯୁଦ୍ଧ ଭିତରେ ଅଧିକାଂଶ ଲୋକ ରାଜଧାନୀ କିବ ଛାଡୁଥିବା ବେଳେ ଜଣେ ଭାରତୀୟ ଛାତ୍ର ଗୁଳିମାଡର ଶିକାର ହୋଇଛନ୍ତି । ଆହତ ଭାରତୀୟ ଛାତ୍ରଙ୍କୁ ଚିକିତ୍ସା ପାଇଁ ପୁଣିଥରେ କିବରେ ଥିବା!-->…
ୟୁକ୍ରେନର ସବୁଠୁ ବଡ଼ ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟରେ ଋଷର ଆକ୍ରମଣ
ୟୁକ୍ରେନର ସବୁଠୁ ବଡ଼ ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟରେ ଋଷର ଆକ୍ରମଣ । ୟୁକ୍ରେନର ଜେବୋରିଜିଆ ପ୍ରାନ୍ତର ଏନରହୋଦର ସହରରେ ବଡ ଆକ୍ରମଣ କରିଛି ଋଷ । ୟୁକ୍ରେନର ଅଧିକାରୀ ଦାବି କରିଛନ୍ତି. ଋଷ ଏଠାରେ ଥିବା ୟୁରୋପର ସବୁଠାରୁ ବଡ!-->…
ଋଷ ଦେଲା ଧମକ, ଯଦି ତୃତୀୟ ବିଶ୍ୱଯୁଦ୍ଧ ହୁଏ ପଡ଼ିବ ପରମାଣୁ ବୋମା
୭ ଦିନ ହେଲା ୟୁକ୍ରେନ୍-ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧ ସାରା ବିଶ୍ୱକୁ ଅସ୍ତବ୍ୟସ୍ତ କରି ଦେଇଛି । ଅଧିକାଂଶ ଦେଶ ୟୁକ୍ରେନ୍ ଉପରେ ଋଷର ଏଭଳି ସାମରିକ କାର୍ୟ୍ୟାନୁଷ୍ଠାନକୁ ବିରୋଧ କରୁଛନ୍ତି । ତଥାପି ପଛକୁ ହଟୁନି ଋଷ । ୟୁକ୍ରେନ୍!-->…
ଖାରକିଭରେ ଭୟଙ୍କର ଆକ୍ରମଣ କରୁଛି ଋଷ
ଋଷ-ୟୁକ୍ରେନ ମଧ୍ୟରେ ୭ ଦିନ ଧରି ଲଗାତାର ଭୀଷଣ ଯୁଦ୍ଧ ଲାଗିରହିଛି । ଆଜି ଋଷ ଆକ୍ରମଣକୁ ଆହୁରି ତୀବ୍ର କରିଛି । ୟୁକ୍ରେନ ସୈନ୍ୟ ଋଷର ଅନେକ ଯୁଦ୍ଧ ବିମାନ, ଏୟାର ଡିଫେନ୍ସ ସିଷ୍ଟମ ଓ ଟ୍ୟାଙ୍କକୁ ଉଡ଼ାଇ ଦେଇଛନ୍ତି । ଗତ ୪୮!-->…
ଋଷକୁ ଚେତାଇଲେ ବାଇଡେନ, ଆକ୍ରମଣ ପାଇଁ ଦେବାକୁ ପଡ଼ିବ ବହୁମୂଲ୍ୟ
ଆମେରିକା ଟାର୍ଗେଟରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଆମେରିକାବାସୀଙ୍କୁ ସମ୍ବୋଧିତ କରି ପୁଟିନଙ୍କ ବିରୋଧରେ ଜୋରଦାର ବର୍ଷିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍ । ୟୁକ୍ରେନ ଉପରେ ଆକ୍ରମଣର ଏକପାଖିଆ ନିଷ୍ପତି କରି ଋଷିଆର!-->…
ୟୁକ୍ରେନରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ
ୟୁକ୍ରେନ୍ ଉପରେ ଋଷର ଆକ୍ରମଣ ବେଳେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଏନେଇ ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସୂଚନା ଅନୁସାରେ, ଖାର୍କିଭରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି ।!-->…
ମିଲିଟାରୀ ବେସ୍ ଉପରେ ଋଷର ଆକ୍ରମଣ, ୭୦ରୁ ଅଧିକ ୟୁକ୍ରେନ ସୈନିକ ମୃତ
ଋଷ – ୟୁକ୍ରେନ ମଧ୍ୟରେ ଯୁଦ୍ଧ ତୀବ୍ର ହେବାରେ ଲାଗିଛି । ଆଜି ୟୁକ୍ରେନର ଓଖତିର୍କାରେ ରହିଥିବା ସବୁଠୁ ବଡ ମିଲିଟାରି ବେସ୍ ଉପରେ ଆକ୍ରମଣ କରିଛି ଋଷ ସେନା । ଫଳରେ ୭୦ରୁ ଅଧିକ ୟୁକ୍ରେନ ସେନା ପ୍ରାଣ ହରାଇଛନ୍ତି ।ୟୁକ୍ରେନ!-->…