THE BYAPINI
Browsing Category

ଅନ୍ୟାନ୍ୟ

ନୂଆବର୍ଷରେ କମିଲା ଗ୍ୟାସ୍ ଦର

ନୂଆବର୍ଷରେ କମିଲା ଗ୍ୟାସ୍ ଦର । କମର୍ସିଆଲ ଗ୍ୟାସ୍ ୧୦୨ ଟଙ୍କା ୫୦ ପଇସା ହ୍ରାସ ପାଇଛି । ଆଜିଠାରୁ ଏହି ନୂଆ ଦର ଲାଗୁ ହେବ । ଓଡ଼ିଶାରେ ୧୯ କିଲୋ କମର୍ସିଆଲ ଗ୍ୟାସ୍ ଦର ୧୮ ଶହ ୧୫ ଟଙ୍କା ହୋଇଛି । ଦିଲ୍ଲୀରେ ଗ୍ୟାସ୍ ଦର

୧୫ରୁ ୧୮ ବର୍ଷର କେତେ ପିଲାଙ୍କୁ ଦିଆଯିବ ଟିକା ?

୧୫ରୁ ୧୮ ବର୍ଷର କେତେ ପିଲାଙ୍କୁ ଦିଆଯିବ ଟିକା ? ତାଲିକା ଦେଲେ କେନ୍ଦ୍ର ସରକାର ।ଆସନ୍ତା ୩ ତାରିଖରୁ ୧୫ରୁ ୧୮ ବର୍ଷ ପିଲାଙ୍କର ଆରମ୍ଭ ହେବ ଟିକାକରଣ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ୧୫ରୁ ୧୮ ବର୍ଷର ୨୩ ଲକ୍ଷ ୬୫

ଓମିକ୍ରନ: ୧୧ ହଜାର ୫୦୦ ବିମାନ ବାତିଲ୍

ବିଶ୍ୱରେ ‘ଓମିକ୍ରନ’ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । ଓମିକ୍ରନ ଯୋଗୁଁ ଅନେକ ଦେଶରେ ଅର୍ଥ ବ୍ୟବସ୍ଥା ପ୍ରଭାବିତ ହେଉଛି । ବିମାନ ଯାତ୍ରା ଉପରେ ମଧ୍ୟ ଏହାର ପ୍ରଭାବ ପଡିଛି । ଗତ ଶୁକ୍ରବାରରୁ ସାରା

ଇଣ୍ଡୋନେସିଆରେ ଭୂକମ୍ପର ଝଟକା, ସୁନାମୀ ଆଲର୍ଟ ଜାରି

ଇଣ୍ଡୋନେସିଆ : ଭୂମିକମ୍ପରେ ଥରିଲା ଉତ୍ତର ଇଣ୍ଡୋନେସିଆ । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୭.୭ ଥିବା ଜଣାପଡିଛି । ଏହା ପରେ ଫ୍ଲୋର୍ସ ଆଇଲ୍ୟାଣ୍ଡରେ ସୁନାମି ଆଲର୍ଟ ଜାରି କରିଛି ପ୍ରଶାସନ । ମାଉମେରେ ସହରର ଉତ୍ତର

ବଢିଲା ଚିନ୍ତା, ବ୍ରିଟେନରେ ପ୍ରଥମ ଓମିକ୍ରନ ମୃତ୍ୟୁ

ବ୍ରିଟେନରେ ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ପ୍ରଥମ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ । ଓମିକ୍ରନ ଭାଇରସରେ ଅଧିକ ସଂକ୍ରମିତ ହୋଇଥିଲେ ବି ମୃତ୍ୟୁକୁ ନେଇ ବିଶ୍ୱ

ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି କରୋନା ପଜିଟିଭ୍

ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି କରୋନା ପଜିଟିଭ୍ । ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସା କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି । କରୋନା ପଜିଟିଭ୍ ଚିହ୍ନଟ ହେବା ପରେ କେପଟାଉନରେ ସଙ୍ଗରୋଧରେ ରହିଛନ୍ତି ଦକ୍ଷିଣ

ଅନଲାଇନରେ ଶିଶୁଙ୍କୁ ଯୌନ ଶୋଷଣ ଅଭିଯୋଗ : ୧୦ ଗିରଫ

ଅନଲାଇନରେ ଶିଶୁଙ୍କୁ ଯୌନ ନିର୍ୟାତନା ଓ ଶୋଷଣ ଅଭିଯୋଗ । ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ୧୦ଜଣ ଗିରଫ ହୋଇସାରିଲେଣି । କିଛି ବିଦେଶୀ ବି ଏଥିରେ ସାମିଲ ଥିବା ଅନୁମାନ କରାଯାଉଛି । ଏହି ମାମଲାରେ ଓଡିଶା ସମେତ ଦେଶର ୧୪ଟି ରାଜ୍ୟ

ବାହା ହେଲେ ମଲାଲା

ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ନୋବେଲ ଶାନ୍ତି ପୁରସ୍କାର ବିଜୟନୀ ମଲାଲା ୟୁସୁଫଜାୟୀ । ମଲାଲା ଟ୍ୱିଟରରେ ଲେଖିଛନ୍ତି . ଆସିର ଓ ସେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ସ୍ୱାମୀ ଆସିରଙ୍କ ସହିତ ସେ ନିଜର ବିବାହ ଫଟୋକୁ

କୋଟିଆ ପ୍ରମୁଖ ପ୍ରସଙ୍ଗ ନୁହେଁ

ଆସନ୍ତା ୯ ତାରିଖରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମମନ୍ତ୍ରୀ ଓଡ଼ିଶା ଆସୁଥିବା ବେଳେ କୋଟିଆ ପ୍ରସଙ୍ଗ ଏଜେଣ୍ଡାରେ ନଥିବା ସୂଚନା ମିଳିଛି । ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟରୁ ଏହି ସୂଚନା ମିଳିଛି । ଅର୍ଥାତ ଆନ୍ଧ୍ର

ଆଜିର ମ୍ୟାଚ୍ ନିର୍ଦ୍ଧାରଣ କରିବ ଟିମ୍ ଇଣ୍ଡିଆର ଭାଗ୍ୟ

ଟି-୨୦ ବିଶ୍ୱକପରେ ଆଜି ଗୁରୁତ୍ୱପୁର୍ଣ୍ଣ ମୁକାବିଲା । ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ଟକ୍କର। ଭାରତ ପାଇଁ ଏହି ମ୍ୟାଚର ଫଳାଫଳ ବେଶ ନିର୍ଭର କରେ । ତେବେ ନ୍ୟୁଜିଲ୍ୟାଣ୍ଡ ଏହି ମ୍ୟାଚରେ ଜିତିଲେ ଟି-୨୦ ବିଶ୍ୱକପର