THE BYAPINI
Browsing Category

ଅନ୍ୟାନ୍ୟ

ଆଜି ଆଲୋକର ପର୍ବ ଦୀପାବଳି

ଆଜି ଆଲୋକର ପର୍ବ ଦୀପାବଳି । ସବୁଜ ବାଣ ଫୁଟାଇବାକୁ ଅନୁମତି ମିଳିଥିଲେ ବି ବଜାରରେ ବାଣର ଅଭାବ ଦେଖାଦେଇଛି । ରାଜ୍ୟର ପ୍ରାୟ ଅଧିକାଂଶ ବଡ ବାଣ ବଜାର ବନ୍ଦ ରହିଛି ।ଦୀପର ଦର ବି ଅଧିକ ରହିଛି । ଦୀପ ୫ଟଙ୍କାରୁ ଶହେ ଟଙ୍କା

ଦ୍ରାବିଡ଼ ହେଲେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍‌

ପୂର୍ବତନ ଭାରତୀୟ କ୍ରିକେଟର ରାହୁଲ ଦ୍ରାବିଡ ହେଲେ ଟିମ୍‌ ଇଣ୍ଡିଆର ନୂଆ କୋଚ୍‌ । ଏନେଇ ବିସିସିଆଇ ପକ୍ଷରୁ ଟ୍ୱିଟ୍‌ ଯୋଗେ ସୂଚନା ଦିଆଯାଇଛି । ଦି ୱାଲଙ୍କୁ ଦଳର ମୁଖ୍ୟ କୋଚ୍ ଭାବେ ନିଯୁକ୍ତି ଦେଲା ବିସିସିଆଇ । ବୁଧବାର

ଆଜି ଭାରତ-ଆଫଗାନିସ୍ତାନ ଟକ୍କର

ଟି-୨୦ ବିଶ୍ୱକପରେ ଆଜି ଭାରତ-ଆଫଗାନିସ୍ତାନ ଟକ୍କର । କିସ୍ତାନ ଓ ନ୍ୟୁଜିଲାଣ୍ଡଠାରୁ ଶୋଚନୀୟ ପରାସ୍ତ ହେବା ପରେ ଆଜି ଆଫଗାନିସ୍ତାନକୁ ଭେଟିବ ଦଳ ।ଟ୍ବେଣ୍ଟି-୨୦ ବିଶ୍ବକପ୍ ପୂର୍ବରୁ ପ୍ରମୁଖ ଦାବିଦାର ଥିବା ଭାରତ ଏପର୍ୟ୍ୟନ୍ତ

ଆଜି ଭାରତ-ନ୍ୟୁଜିଲାଣ୍ଡ ଫାଇଟ୍

ଆଜି ଭାରତ-ନ୍ୟୁଜିଲାଣ୍ଡ ଫାଇଟ୍ । ଆଜି ଟି-୨୦ ବିଶ୍ୱକପରେ ଭାରତ-ନ୍ୟୁଜିଲାଣ୍ଡ ମୁହାଁମୁହିଁ ହେବେ । ଏହି ମ୍ୟାଚରେ କଡା ଟକ୍କର ଦେଖିବାକୁ ମିଳିବ । କାରଣ ଉଭୟ ଦଳ ନିଜର ପ୍ରଥମ ମ୍ୟାଚ ପାକିସ୍ତାନଠୁ ପରାସ୍ତ ହୋଇଛନ୍ତି । ତେଣୁ

ସାଉଥ୍ ଅଭିନେତା ପୁନିତ୍ ରାଜକୁମାରଙ୍କ ଦେହାନ୍ତ

ସାଉଥ୍ ଅଭିନେତା ପୁନିତ ରାଜକୁମାରଙ୍କ ଦେହାନ୍ତ । ପୁନିତଙ୍କୁ ହୃଦଘାତ ହେବାପରେ ବେଙ୍ଗାଲୋରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ୪୬ ବର୍ଷ ବୟସରେ ଏହି

ଫେସବୁକ ଏବେ ‘ମେଟା’

ଫେସବୁକ୍ କଂପାନୀର ନାଁ ବଦଳିଲା । ଏଣିକି ଫେସବୁକ୍ କଂପାନୀର ନାଁ ରହିବ ମେଟା । ଫେସବୁକ୍ ମୁଖ୍ୟ ମାର୍କ ଜୁକରବର୍ଗ ଘୋଷଣା କରିଛନ୍ତି ।ସାରା ବିଶ୍ୱର ଲୋକମାନଙ୍କୁ ଏକତ୍ର କରିବା ପାଇଁ ପ୍ରୟାସ ଜାରି ରହିବ ବୋଲି ମାର୍କ ଜୁକରବର୍ଗ

ଭାରତ-ପାକିସ୍ତାନ ମୁକାବିଲା

ସୁପର ସଣ୍ଡେ’ରେ ସୁପର ଫାଇଟ । ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଆଜି ଟି-୨୦ ବିଶ୍ୱକପରେ ଅଭିଯାନ ଆରମ୍ଭ କରିବ ଭାରତ । ଏହି ମ୍ୟାଚରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦି ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ । ତେଣୁ ଆଜିର

ଆଜିଠୁ ଟି-୨୦ ବିଶ୍ୱକପ୍

ଆଜିଠୁ ଆରମ୍ଭ ହେଉଛି ଫଟାଫଟ କ୍ରିକେଟର ମହାକୁମ୍ଭ ଟି-୨୦ ବିଶ୍ୱକପ୍ ।କୋଭିଡ ଯୋଗୁଁ ଭାରତରୁ ସ୍ଥାନାନ୍ତରିତ ହୋଇ ୟୁଏଇରେ ସଂପୂର୍ଣ୍ଣ ଟୁର୍ଣ୍ଣାମେଂଟ ଆୟୋଜନ କରାଯାଇଛି । ଯୋଗ୍ୟତା ପର୍ୟ୍ରାୟର ସମସ୍ତ ମ୍ୟାଚ୍ ଓମାନରେ ଖେଳାଯିବ ।

ରାୟପୁର ଷ୍ଟେସନରେ ବିସ୍ଫୋରଣ

ଛତିଶଗଡ ରାୟପୁର ଷ୍ଟେସନରେ ବିସ୍ଫୋରଣ । ରାୟପୁର ରେଲୱେ ଷ୍ଟେସନରେ ବିସ୍ଫୋରଣ ଘଟି୪ ସିଆରପିଏପ୍ ଯବାନ ଆହତ ହୋଇଛନ୍ତି । ୨ ନମ୍ବର ପ୍ଲାଟଫର୍ମରେ ଛିଡା ହୋଇଥିବା ଟ୍ରେନରେ ଗ୍ରେନେଡ୍ ବିସ୍ଫୋରଣ ହୋଇଛି । ଗୋଟି ବଗିରୁ ଅନ୍ୟ ଏକ

ଭାରତ ଓ ଚୀନ୍ ସେନା ମୁହାଁମୁହିଁ

ଭାରତ ଓ ଚୀନ୍ ସେନା ମୁହାଁମୁହିଁ । ଅରୁଣାଚଳ ପ୍ରଦେଶରେ ଭାରତ ଓ ଚୀନ୍ ସେନା ମୁହାଁମୁହିଁ । ଗତ ସପ୍ତାହରେ ପାଟ୍ରୋଲିଂ ବେଳେ କିଛି ଘଣ୍ଟା ଧରି ଭାରତ-ଚୀନ୍ ସେନା ମୁହାଁମୁହିଁ ହୋଇଥିଲେ। ଏଲଏସି କୁ ମାଡ଼ି ଆସିଥିବା ୨୦୦ ଚୀନ୍