Browsing Category
ଅନ୍ୟାନ୍ୟ
ବଡ଼ ଧରଣର ଭୂମିକମ୍ପ ଝଟକା : ୨୦ ମୃତ
ପାକିସ୍ତାନରେ ଆଜି ବଡ ଧରଣର ଭୂମିକମ୍ପ ହୋଇଛି । ମିକମ୍ପରେ ୨୦ ଜଣ ପ୍ରାଣ ହରାଇଥିବାବେଳେ ଭଗ୍ନାବଶେଷ ତଳେ ୨୦୦ରୁ ଅଧିକ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ଭୂମିକମ୍ପର କେନ୍ଦ୍ରସ୍ଥଳ ଦକ୍ଷିଣ ପାକିସ୍ତାନର ହାଇନୋଇ!-->…
ହକିକୁ ଅଲବିଦା କହିଲେ ବୀରେନ୍ଦ୍ର ଲାକ୍ରା
ଅନ୍ତର୍ଜାତୀୟ ହକିରୁ ଅବସର ନେଲେ ଓଡ଼ିଆ ପୁଅ ତଥା ଅଲିମ୍ପିକ୍ସ ମେଡାଲ ବିଜେତା ବୀରେନ୍ଦ୍ର ଲାକ୍ରା । ବୀରେନ୍ଦ୍ରଙ୍କ ସନ୍ନ୍ୟାସ ନେଇ ହକି ଇଣ୍ଡିଆ ଟ୍ୱିଟ୍ କରି ସୂଚନା ଦେଇଛି। ଟିମ୍ ଇଣ୍ଡିଆ ପାଇଁ ୨୦୧ଟି ମ୍ୟାଚ୍ ଖେଳିଥିବା!-->…
ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି..କାଲି ବାଇଡେନଙ୍କ ସହ ସାକ୍ଷାତ
ତିନିଦିନିଆ ଆମେରିକା ଗସ୍ତରେ ଯାଇ ୱାଶିଂଟନରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଆମେରିକାର ଉପରାଷ୍ଟ୍ରପତି କମଳା ହ୍ୟାରିସଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ପରେ ୫ଟି ବଡ଼ ବଡ଼ କମ୍ପାନୀର!-->…
ଆତଙ୍କବାଦୀ ତାଲିକାରେ ତାଲିବାନର ମନ୍ତ୍ରୀ
ଶେଷରେ ଆଫଗାନିସ୍ତାନରେ ସରକାର ଗଠନ କରିଛି ତାଲିବାନ । ତାଲିବାନର ଅନ୍ୟତମ ପ୍ରତିଷ୍ଠାତା ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦ ପ୍ରଧାନମନ୍ତ୍ରୀ ହେବେ । ତାଲିବାନ ସହ ପ୍ରତିଷ୍ଠାତା ଅବଦୁଲ ଘନି ବରାଦର ନୂଆ ସରକାରରେ ଉପପ୍ରଧାନମନ୍ତ୍ରୀ!-->…
ପଞ୍ଜଶୀର ନେଇ ଛକାପଞ୍ଝା
ପଞ୍ଜଶୀର ଘାଟି କବଜା କରିଥିବା ନେଇ ଦାବି କରିଛି ତାଲିବାନ । କିନ୍ତୁ ତାଲିବାନର ଏପରି ଦାବିକୁ ଖାରଜ କରିଛନ୍ତି ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ଅମରୁଲା ସାଲେହ । ଏବେ ବି ଯୁଦ୍ଧ ଚାଲିଥିବା କହିଛନ୍ତି ଅମରୁଲ୍ଲା ସାଲେହ । ଜଣେ!-->…
ପଦକ ନିଶ୍ଚିତ କଲେ ଓଡ଼ିଆ ପୁଅ
ପଦକ ନିଶ୍ଚିତ କଲେ ଓଡ଼ିଆ ପୁଅ ପ୍ରମୋଦ୍ ଭଗତ୍ । ଟୋକିଓ ପାରାଲିମ୍ପିକ୍ସରେ ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଫାଇନାଲରେ ପ୍ରବେଶ କରି ଇତିହାସ ସୃଷ୍ଟି କରିଛନ୍ତି ।ଜାପାନର ଫୁଜିହାରାଙ୍କୁ ହରାଇ ସିଙ୍ଗଲସ ଏସଏଲ-୩ ଫାଇନାଲରେ!-->…
ପଦକ ଆଣିଲେ ପ୍ରବୀଣ
ପାରା ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ । ହାଇଜମ୍ପରେ ଭାରତର ପ୍ରବୀଣ କୁମାର ଜିତିଲେ ରୌପ୍ୟ ପଦକ । ଟି୬୪ ବର୍ଗରେ ୨.୭ ମିଟର ସହ ରୌପ୍ୟ ପଦକ ଜିତିଛନ୍ତି ପ୍ରବୀଣ କୁମାର । ଏହା ସହ ନୂଆ ଏସିଆନ୍ ରେକର୍ଡ କରିଛନ୍ତି ପ୍ରବୀଣ ।ପଦକ!-->…
‘ମିଶନ ସଫଳ ହୋଇଛି’
ଆଫଗାନିସ୍ତାନରୁ ଫେରିଛି ଆମେରିକା ସେନା । ସୈନ୍ୟ ଫେରିବା ପରେ ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି, ଯିଏ ଆମେରିକାକୁ କ୍ଷତି ପହଞ୍ଚାଇବାକୁ ଚାହିଁବ ତା’କୁ ତା’ର ମୂଲ୍ୟ ଦେବାକୁ ପଡ଼ିବ ।ଆଫାଗାନିସ୍ତାନରୁ ଉଦ୍ଧାର ପ୍ରକ୍ରିୟା!-->…
ଭାରତକୁ ଆଉ ଏକ ପଦକ
ଟୋକିଓ ପାରାଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ । ଶୁଟିଂରେ ବ୍ରୋଞ୍ଜ ପଦକ ଦେଇଛନ୍ତି ସିଂହରାଜ ଅଧାନା। ସିଂହରାଜ ପୁରୁଷ ୧୦ ମିଟର୍ ଏୟାର ପିସ୍ତଲ ଏସଏଫ୍-୧ ଇଭେଣ୍ଟରେ ଏହି ସଫଳତା ହାସଲ କରିଛନ୍ତି। ଫାଇନାଲରେ ସିଂହରାଜ ୨୧୬.୮!-->…
ଗୁଳି ଫୁଟାଇ ସେଲିବ୍ରେସନ
ଆଫଗାନିସ୍ତାନରୁ ଆମେରିକାର ସୈନ୍ୟ ପ୍ରତ୍ୟାହାର ପରେ ଗୁଳି ଫୁଟାଇ ପତିଆରା ଜାହିର କଲେ ତାଲିବାନୀ । ଆଫଗାନିସ୍ତାନର ଛକ ଛକରେ ବନ୍ଧୁକ ଧରି ତାଲିବାନୀ ଆକାଶକୁ ଚାହିଁ ଫୁଠାଇଲେ ଗୁଳି। ବିଭିନ୍ନ ସ୍ଥାନରେ ଉତ୍ସବ ପାଳିଛନ୍ତି!-->…