Browsing Category
ଅନ୍ୟାନ୍ୟ
ସତ ହେଲା ଆମେରିକାର ଆକଳନ
ସତ ହେଲା ଆମେରିକାର ଆକଳନ । କାବୁଲ ବିମାନବନ୍ଦର ନିକଟରେ ପୁଣି ଆତଙ୍କବାଦୀମାନେ ବିସ୍ଫୋରଣ କରିଛନ୍ତି । ଏହି ବିସ୍ଫୋରଣରେ କେତେ କ୍ଷୟକ୍ଷତି ହୋଇଛି ଏହାର ସ୍ପଷ୍ଟ ଚିତ୍ର ଆସିପାରି ନାହିଁ । ପୂର୍ବରୁ ୨୬ ତାରିଖରେ କାବୁଲ!-->…
ପୁଣି ହୋଇପାରେ ଆତଙ୍କୀ ଆକ୍ରମଣ
ପୁଣି ଥରେ କାବୁଲ ବିମାନ ବନ୍ଦର ଉପରେ ହୋଇପାରେ ଆତଙ୍କୀ ଆକ୍ରମଣ । ଆଉ ୨୪ରୁ ୩୬ ଘଣ୍ଟା ମଧ୍ୟରେ ଆତଙ୍କୀ ଆଶଙ୍କା କରିଛି ଆମେରିକା । ଏ ନେଇ ଖୋଦ୍ ରାଷ୍ଟ୍ରପତି ଜୋ ବାଇଡେନ୍ ସତର୍କ କରାଇଛନ୍ତି ।କାବୁଲ ବିମାନବନ୍ଦରରେ ଆଗାମୀ!-->…
ଆମେରିକା ନେଲା ପ୍ରତିଶୋଧ
ଆମେରିକା ନେଲା କାବୁଲ୍ ବିସ୍ଫୋରଣର ପ୍ରତିଶୋଧ ।ମାତ୍ର ୪୮ ଘଣ୍ଟା ମଧ୍ୟରେ ଆତଙ୍କବାଦୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି ବିଶ୍ୱର ଏହି ଶକ୍ତିଶାଳୀ ରାଷ୍ଟ୍ର ।ଆଇଏସ୍’ ସଙ୍ଗଠନର ଜଣେ ‘ଯୋଜନାକାରୀ’ଙ୍କୁ ଟାର୍ଗେଟ୍!-->…
ଗୁରୁ ଦିବସ ପୂର୍ବରୁ ସବୁ ଶିକ୍ଷକଙ୍କୁ ଟିକା
ଗୁରୁ ଦିବସ ପୂର୍ବରୁ ସବୁ ଶିକ୍ଷକଙ୍କୁ ଦିଆଯିବ କରୋନା ଟିକା ।ଆସନ୍ତା ସେପ୍ଟେମ୍ବର ୫ ଗୁରୁ ଦିବସ ପୂର୍ବରୁ ସବୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ପ୍ରଦାନ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ!-->…
ତାଲିବାନକୁ ଝଟକା ଦେଇପାରେ ଆମେରିକା
ତାଲିବାନକୁ ଝଟକା ଦେଇପାରେ ଆମେରିକା । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି , ୩୧ ଅଗଷ୍ଟ ସୁଦ୍ଧା ନିଜ ସବୁ ସୈନିକଙ୍କୁ ଆଫଗାନିସ୍ତାନରୁ ଫେରାଇ ଆଣିବ ଆମେରିକା । ହେଲେ ଆବଶ୍ୟକ ପଡିଲେ ୩୧ ଅଗଷ୍ଟ ପରେ ମଧ୍ୟ ନିଜ!-->…
ବିଶ୍ୱ ଦେଖିବ ହାଇଭୋଲଟେଜ ମ୍ୟାଚ୍
ଟି-୨୦ ବିଶ୍ୱକପ୍ ପାଇଁ ମ୍ୟାଚ୍ ସୂଚୀ ଘୋଷଣା କରିଛି ଅର୍ନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ । ହାରି ମଧ୍ୟରେ କ୍ରିକେଟ ପ୍ରେମୀଙ୍କ ପାଇଁ ଆସିଛି ବଡ଼ ଖବର। ଗୋଟିଏ ଗ୍ରୁପରେ ଅଛନ୍ତି ଚିର ପ୍ରତିଦ୍ବନ୍ଦୀ ଭାରତ ଓ ପାକିସ୍ତାନ। ଅକ୍ଟୋବର!-->…
ବୁମେରାଂ ହେବନି ତ ଶ୍ରେୟ ରାଜନୀତି!
ଭାରତୀୟ ହକିକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଗୋଟିଏ ପଟେ ଭାରତୀୟ ପୁରୁଷ ହକି ଦଳ ଦୀର୍ଘ ୪୧ ବର୍ଷ ପରେ ଅଲମ୍ପିକ୍ସ ପୋଡିୟମ ଫିନିସ କରିବା ଓ ଅନ୍ୟପଟେ ମହିଳା ହକି ଦଳ ମଧ୍ୟ ପଦକ ଜିତିନଥିଲେ ମଧ୍ୟ ଦମଦାର ପ୍ରଦର୍ଶନ କରି!-->…
ଚହଳ ପକାଇଲେ, ପ୍ରଂଶସା ସାଉଁଟିଲେ । କ୍ଷମା ମାଗିବା ବେଳକୁ କୁଆଡେ ଗଲେ?
ସମ୍ବିତ ପାତ୍ର । ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର । ରଥଯାତ୍ରା ପୂର୍ବରୁ ସାଆନ୍ତେଙ୍କ ପାଇଁ ଗୀତ ଗାଇଲେ, ଜଗନ୍ନାଥଙ୍କ ପ୍ରତି ତାଙ୍କର ଥିବା ଭକ୍ତିକୁ ଗୀତ ମାଧ୍ୟମରେ ପୂରା ଦୁନିଆକୁ ଦେଖାଇଲେ । ପ୍ରତି ଫୋନରେ ଘୂରି ବୁଲିଲା!-->…
ଓଡ଼ିଶାର କରୋନା ସ୍ଥିତି ସମୀକ୍ଷା କରିବେ ମୋଦି
ଆଜି ଉତର-ପୂର୍ବାଚଂଳ ରାଜ୍ୟର ୮ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆସନ୍ତା ୧୬ରେ ମୋଦି ଓଡିଶାର କୋଭିଡ ସ୍ଥିତି ନେଇ ସମୀକ୍ଷା କରିବେ । ଓଡିଶା ସମେତ ୬ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଦିନ ୧୧ଟାରେ ଭିସି ମାଧ୍ୟମରେ ଆଲୋଚନା!-->…
ଝିଅ ପାଇଁ ମା’ ଆଣିଦେଲେ ବାପା..
ବାପ ପଣିଆ ଦେଖାଇଛନ୍ତି ବ୍ୟୋମକେଶ । ମୋ ଝିଅ ହଇରାଣ ହେବନି.. ତା ଭବିଷ୍ୟତ ଅନ୍ଧାରକୁ ଠେଲି ହେବନି । ମୁଁ ସିନା ବାପାର ସ୍ନେହ ଦେଇଦେଲି..ହେଲେ ଯେତେବେଳେ ଝିଅଟି ମା’ର ମମତା ଭରା ସ୍ପର୍ଶ ଖୋଜିବ । ରାତି ଅଧରେ ମାଆ, ମାଆ ହୋଇ!-->…