THE BYAPINI
Browsing Category

ଅନ୍ୟାନ୍ୟ

ମହାମାରୀ ବେଳେ ମହଙ୍ଗା ମାଡ଼

କରୋନା ବେଳେ ମହଙ୍ଗା ମାଡ଼ । ଦେଶବାସୀ ଏବେ ମହାମାରୀ କରୋନା ସହ ଲଢେଇ କରୁଥିବା ବେଳେ ଏସବୁ ଭିତରେ ଲୋକଙ୍କ ଉପରେ ଦାଉ ସାଧୁଛି ମହଙ୍ଗା ମାଡ଼ । ପେଟ୍ରୋଲ ଓ ଡିଜେଲ ତୈଳ ଦର ବୃଦ୍ଧି ପରେ ଏବେ ଆଉ ଏକ ଝଟକା ଲାଗିଛି । ଅଣ-ସବସିଡ୍

ଆସିଲେନି ବର୍ଷା, ନିରାଶ ହୋଇ ଫେରିଲେ ଅନୁଭବ

ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ସ୍ତ୍ରୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ପାରିବାରିକ ବିବାଦ ତୁଟିବାର ନାଁ ନେଉନି । ବର୍ଷା କରିଥିବା ମାମଲାକୁ ନେଇ ଆଜି ପୁଣି କଟକ ଫ୍ୟାମିଲି ଓ ଏସଡିଜେଏମ କୋର୍ଟରେ ହାଜର ହୋଇଛନ୍ତି ଅନୁଭବ

ଦୂତୀଙ୍କ ନୂଆ ଜାତୀୟ ରେକର୍ଡ

ନୂଆ ଜାତୀୟ ରେକର୍ଡ କଲେ ଓଡିଆ ଧାବିକା ଦୂତୀ ଚାନ୍ଦ । ଦୂତୀ ପଟିଆଲାରେ ଚାଲିଥିବା ଇଣ୍ଡିଆନ୍ ଗ୍ରାଁ ପ୍ରି’ର ଚତୁର୍ଥ ଚାମ୍ପିୟନଶିପରେ ନୂଆ ଜାତୀୟ ରେକର୍ଡ କରିଛନ୍ତି। ସେ ୧୦୦ ମିଟର୍ ଦୌଡ଼କୁ ୧୧.୧୭ ସେକେଣ୍ଡରେ ଅତିକ୍ରମ କରି ନିଜ

ଶିଶୁମାନେ ବି ହୁଅନ୍ତି ମାନସିକ ଚାପର ଶିକାର !

ଏହି ଲେଖାଟିକୁ ପିଲାମାନଙ୍କ ସହିତ ତାଙ୍କ ବାପା ମାଆ ମାନେ ମଧ୍ୟ ପଢିବେ ବୋଲି ଅନୁରୋଧ । ଖୁବ କମ ଅଭିଭାବକ ମାନେ ଏ ବିଷୟରେ ଜାଣନ୍ତି, କହିବାକୁ ଗଲେ ସେମାନଙ୍କ ଧାରଣାର ବାହାରେ ଏହି କଥା ଯେ, ଛୋଟ ପିଲାମାନେ ମଧ୍ୟ ବଡ଼ ମାନଙ୍କ

ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ମାଓବାଦୀ ନିହତ

ଆନ୍ଧ୍ର-ଓଡ଼ିଶା ସୀମାରେ ପୁଲିସ ମାଓବାଦୀ ମଧ୍ୟରେ ଗୁଳି ବିନିମୟ । ଏହି ଘଟଣାରେ ୬ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ସୁଚନା ମିଳିଛି । ବିଶାଖପାଟନମ୍ ଓ ପୂର୍ବ ଗୋଦାବରୀ ସୀମାରେ ଏନକାଉଂଟର ହୋଇଥିବା ସୁଚନା ମିଳିଛି । ନିହତ

ଅଶ୍ୱିନୀ ଇନ୍ ହେଲେ, ଆଉଟ୍ ହେବ କିଏ?

ଖୁବଶୀଘ୍ର ବଦଳିପାରେ ମୋଦିଙ୍କ ମନ୍ତ୍ରୀମଣ୍ଡଳର ରୂପରେଖ । ଏନେଇ ବିଜେପିର ଶୀର୍ଷ ନେତୃତ୍ୱଙ୍କ ମଧ୍ୟରେ ଚାଲିଛି ତୁହାକୁ ତୁହା ବୈଠକ । ମୋଦିଙ୍କ ଟିମରୁ କାହାକୁ ବାଦ୍ ଦିଆଯିବ ଓ କେଉଁ ନୂଆ ମୁହଁକୁ ସାମିଲ କରାଯିବ ସେନେଇ ଚାଲିଛି

କାଲି ବାତ୍ୟା ପ୍ରଭାବିତ ଅଂଚଳ ବୁଲିବେ ପ୍ରଧାନମନ୍ତ୍ରୀ

ଉତ୍ତର ଓଡ଼ିଶା ଉପକୂଳରେ ତାଣ୍ଡବ ରଚିଛି ଅତି ଭୀଷଣ ବାତ୍ୟା ‘ୟାସ୍’ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ପଟ୍ଟନାୟକ ବାତ୍ୟା ପ୍ରଭାବିତ ଅଂଚଳ ବୁଲିବା ପରେ ଆସନ୍ତାକାଲି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପତିତପାବନ ବାନାର ମହନୀୟତା…

ପତିତପାବନ ବାନା ଆଉ କେତେ ବେଳକୁ, ଭାସିଗଲେ ଭବ ଜଳେ ନାବ ଦିଅ କୂଳକୁ… ବଡଦେଉଳର ବଡ ବାନା ଉପରେ ଯେବେ ପଡିଯାଏ ଆଖି, ନୀଳଚକ୍ର ନେତ ସହ ଯେବେ ମିଶିଯାଏ ନେତ୍ର ସେବେ ପାଟିରୁ ବାହାରି ଆସେ ପତିତପାବନଙ୍କ ଏହି ମନଛୁଆଁ ଗୀତ । ସେ ବଡ

ଜାଣନ୍ତୁ କରୋନାରୁ ସୁସ୍ଥ ହେବାର କେତେ ଦିନ ପରେ ନେଇପାରିବେ ଟିକା?

କରୋନା ସଂକ୍ରମଣରୁ ସୁସ୍ଥ ହେବାର ୩ ମାସ ପରେ ନେଇପାରିବେ କୋଭିଡ-୧୯ ଟିକା । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ଏକ ନିର୍ଦ୍ଦେଶନାମା ଜାରୀ କରାଯାଇଛି । ନୂଆ ନିୟମ ଅନୁଯାୟୀ, କୋଭିଡରୁ ସୁସ୍ଥ ହେବାର ୩ ମାସ ପରେ କୋଭିଡ୍ ଟିକା ନେଇ

ସାବଧାନ! ଗାଁରେ ମାଡୁଛି ମହାମାରୀ

ଏବେ ଗାଁରେ ମାଡୁଛି ମହାମାରୀ । ସହର ତୁଳନାରେ ଗାଁରେ ସଂକ୍ରମଣ ହାର ବଢିବାରେ ଲାଗିଛି । ଏହାକୁ ନେଇ ସତର୍କ କରାଇଛନ୍ତି ସରକାର । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଗ୍ରାମାଂଚଳ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି ହୋଇଛି ।