Browsing Category
ଅନ୍ୟାନ୍ୟ
ଲୋକସଭା ନିର୍ବାଚନ ଏକାକୀ ଲଢ଼ିବ ବିଏସପି
ଲକ୍ଷ୍ନୌ: ସାଧାରଣ ନିର୍ବାଚନକୁ ନେଇ ବହୁଜନ ସମାଜବାଦୀ ପାର୍ଟି ସୁପ୍ରିମୋ ମାୟାବତୀଙ୍କ ବଡ଼ ଘୋଷଣା । ୨୦୨୪ ଲୋକସଭା ନିର୍ବାଚନରେ ଏକାକୀ ଲଢ଼ିବ ବିଏସପି । ନିର୍ବାଚନରେ କୌଣସି ଦଳ କିମ୍ବା ମେଣ୍ଟ ସହ ମିଶିବ ନାହିଁ ତାଙ୍କ ଦଳ ।!-->…
ବାଲେଶ୍ୱରରୁ ଲଢ଼ିବେନି ଅଶ୍ୱିନୀ ବୈଷ୍ଣବ
ନୂଆଦିଲ୍ଲୀ: ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ନବ । ବାଲେଶ୍ୱର ଲୋକସଭା ଆସନରୁ ଲଢିବେନି କେନ୍ଦ୍ରରେଳମନ୍ତ୍ରୀ । ଘନ ଘନ ବାଲେଶ୍ୱର ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ୟ୍ୟକ୍ରମରେ ସାମିଲ!-->…
ଶ୍ରୀମନ୍ଦିର ପରିକ୍ରମା: ଆଜି ଧ୍ବଜା ଓ ତୋରଣ ସ୍ଥାପନ
ପୁରୀ: ଶ୍ରୀମନ୍ଦିରପରିକ୍ରମା ପ୍ରକଳ୍ପ ଲୋକାର୍ପଣର ଚାଲିଛି ଆଦ୍ୟପୂଜା । ଗତକାଲି ଅଙ୍କୁର ପୂଜନ ସହ ମଣ୍ଡପ ସ୍ଥାପନ କରାଯାଇଥିଲା । ଆଜି ଧ୍ବଜା ଓ ତୋରଣ ସ୍ଥାପନ କରାଯିବ । ଆସନ୍ତାକାଲି ମକର ସଂକ୍ରାନ୍ତିଠାରୁ ଆରମ୍ଭ ହେବ ମହାଯଜ୍ଞ!-->…
ଓଡ଼ିଶା ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟି ଘୋଷଣା
ଭୁବନେଶ୍ୱର:ଏଆଇସିସି ପକ୍ଷରୁ ଓଡ଼ିଶା ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟି ଘୋଷଣା କରାଯାଇଛି। କମିଟିରେ ଜଣେ ଅଧ୍ୟକ୍ଷଙ୍କ ସହ ୧୮ ସଦସ୍ୟ ସ୍ଥାନୀତ ହୋଇଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକ ନିର୍ବାଚନ କମିଟିର ଅଧ୍ୟକ୍ଷ!-->…
ସରକାରୀ ସ୍କୁଲରେ ପଢ଼ି ମଧ୍ୟ ଶୀର୍ଷକୁ ଯାଇ ହେବ:ପାଣ୍ଡିଆନ
ଭୁବନେଶ୍ୱର: ସରକାରୀ ସ୍କୁଲରେ ପାଠପଢ଼ି ମଧ୍ୟ ଭଲ କ୍ୟାରିୟର କରିହେବ ଏବଂ ଶୀର୍ଷକୁ ଯାଇ ହେବ। ଏହି ବାର୍ତ୍ତା ଦେଇଛନ୍ତି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଗୁରୁବାର ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମରେ!-->…
ଓଡିଶାରେ ୪ ଦିନ ରହିବେ ରାହୁଲ ଗାନ୍ଧୀ
ଭୁବନେଶ୍ୱର:ଭାରତ ଯୋଡା ନ୍ୟାୟ ଯାତ୍ରା ବେଳେ ଓଡିଶାରେ ରାହୁଲ ଗାନ୍ଧୀ ୪ ଦିନ ରହିବେ । ରାଜ୍ୟର ୪ଟି ଜିଲ୍ଲା ଦେଇ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ଯିବାର କାର୍ୟ୍ୟକ୍ରମ ରହିଛି । ମୟୂରଭଞ୍ଜ, କେନ୍ଦୁଝର,!-->…
ଧର୍ମେନ୍ଦ୍ରଙ୍କ ଏହି ବକ୍ତବ୍ୟକୁ ପାଣ୍ଡିଆନଙ୍କ ଚାଲେଞ୍ଜ
ଭୁବନେଶ୍ୱର : ରାଜ୍ୟର ସବୁଠୁ ବଡ଼ ଯୋଜନା ବିଏସ୍କେୱାଇକୁ ନେଇ ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଉଠାଇଥିବା ପ୍ରଶ୍ନର ଜବାବ ଦେଇଛନ୍ତି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ନୟାଗଡ଼ ଜିଲାର ରଣପୁରଠାରେ ବୁଧବାର!-->…
‘ଜୟ ଜଗନ୍ନାଥ’ ଶିଶୁମାନଙ୍କ ପାଇଁ ଆନିମେସନ୍ ସିରିଜ୍
ଭୁବନେଶ୍ବର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ପ୍ରଥମ ଓଡ଼ିଆ ଆନିମେସନ୍ ସିରିଜ୍ ତିଆରି କରାଯାଇଛି। ‘ଜୟ ଜଗନ୍ନାଥ’ ନାଁରେ ନାମିତ ଏହି ବିବିଧ ବିଭାଗର ସିରିଜ୍ ବିଶେଷ କରି ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ। ଏହି ସିରିଜ୍!-->…
‘ମିସ୍ ନିକାରାଗୁଆ ସେଏନିସ୍ ପାଲାସିଓ ହେଲେ ମିସ୍ ୟୁନିଭର୍ସ ୨୦୨୩’ ବିଜୟିନୀ
ସାନ୍ ସାଲ୍ଭାଡର୍: ୭୨ତମ ‘ମିସ୍ ୟୁନିଭର୍ସ’ ପ୍ରତିଯୋଗିତାରେ ନିକାରାଗୁଆର ସେଏନିସ୍ ପାଲାସିଓ ‘ମିସ୍ ୟୁନିଭର୍ସ ୨୦୨୩’ ମୁକୁଟ ବିଜୟିନୀ ହୋଇଛନ୍ତି। ତାଙ୍କୁ ୨୦୨୨ର ବ୍ରହ୍ମାଣ ସୁନ୍ଦରୀ ଆମେରିକା ବୋନୀ ଗାବ୍ରିଏଲ ବିଜୟ!-->…
ବଡ଼ ସଫଳତା: କ୍ୟାନ୍ସର କୋଷକୁ ମାରିବାରେ ସଫଳ ହେଲେ ବୈଜ୍ଞାନିକ
ୱାସିଂଟନ: କର୍କଟ ରୋଗର ଚିକିତ୍ସା ପାଇଁ ନିରନ୍ତର ଗବେଷଣା ଜାରି ରହିଥିବା ବେଳେ ଆମେରିକାର ବୈଜ୍ଞାନିକଙ୍କୁ ଏ କ୍ଷେତ୍ରରେ ବହୁତ ବଡ଼ ସଫଳତା ମିଳିଛି। କାଲିଫର୍ନିଆର କ୍ୟାନ୍ସର ଗବେଷଣା କେନ୍ଦ୍ରର ବୈଜ୍ଞାନିକମାନେ ଏକ ‘କିଲ୍!-->…