THE BYAPINI
Browsing Category

ଅନ୍ୟାନ୍ୟ

ଭାରତ ଆସିଲା ବ୍ରିଟେନ ଭାଇରସ !

ଯେଉଁ ଜିନିଷର ଡର ଥିଲା, ତାର ପ୍ରତିଫଳନ ଦେଖିବାକୁ ମିଳିଲା । କରୋନା ଭାଇରସର ନୁଆ ଷ୍ଟ୍ରେନକୁ ନେଇ ଚର୍ଚ୍ଚା ଭିତରେ ଭାଇରସର ଏହି ନୁଆ ପ୍ରକାର ଭାରତରେ ଦେଖିବାକୁ ମିଳିଛି । ନୁଆବର୍ଷ ଆଗରୁ ଏଭଳି ଖବର ସମସ୍ତଙ୍କର ଚିନ୍ତା ବଢାଇ

ଭାରତୀୟ ଖେଳାଳିଙ୍କ ଦବଦବା

ଗତ ୧୦ ବର୍ଷ ମଧ୍ୟରେ କ୍ରିକେଟରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଭିତ୍ତିରେ ଡିକେଡ୍ ଆୱାର୍ଡ ଘୋଷଣା କରିଛି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) । ଦଶନ୍ଧିରେ ଭଲ ପ୍ରଦର୍ଶନ ଭିତ୍ତିରେ ଆଇସିସି ଶ୍ରେଷ୍ଠ ଦିନିକିଆ, ଟେଷ୍ଟ ଓ

କୋହଲିଙ୍କ ପାଇଁ ଟିମ୍ ବାଛିବେ ଦେବାଶିଷ

ଓଡିଆ ପୁଅକୁ ବଡ ଦାୟିତ୍ୱ । ଦେବାଶିଷ ମହାନ୍ତିଙ୍କୁ ଭାରତୀୟ କ୍ରିକେଟ ବୋର୍ଡରେ ମିଳିଛି ଗୁରୁ ଦାୟିତ୍ୱ । ଟିମ ଇଣ୍ଡିଆକୁ ବାଛିବା ଏବଂ ବଛା ବଛା ଟ୍ୟାଲେଂଟକୁ ସାମ୍ନାକୁ ଆଣିବା ଭଳି ଦାୟିତ୍ୱ ଦେବାଶିଷ ମହାନ୍ତିଙ୍କ କାନ୍ଧ ଉପରେ

ମୁଖ୍ୟମନ୍ତ୍ରୀଙ୍କ ହକି ପ୍ରେମ

ଆଗାମୀ ହକି ବିଶ୍ୱକପ ପାଇଁ ପ୍ରସ୍ତୁତି । ୨୦୧୮ରେ ପୁରୁଷ ହକି ବିଶ୍ୱକପ୍‌ର ସଫଳତାର ସହ ଆୟୋଜନ ପରେ ୨୦୨୩ରେ ସମ୍ମାନଜନକ ‘ପୁରୁଷ ହକି ବିଶ୍ୱକପ୍‌’ ଆୟୋଜନ କରିବାକୁ ଓଡିଶାକୁ ପୁଣିଥରେ ସୁଯୋଗ ମିଳିଛି । ରାଉରକେଲାରେ ହେବ ଦେଶର

ଫେବ୍ରୁଆରୀରେ ହେବନି ସିବିଏସ୍‌ଇ ପରୀକ୍ଷା

ଫେବ୍ରୁଆରୀରେ ହେବନି ସିବିଏସଇ ପରୀକ୍ଷା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଏହା ସ୍ପଷ୍ଟ କରିଛନ୍ତି । ସରକାର ଜାନୁଆରୀ ଓ

କରୋନା ଯୋଦ୍ଧାଙ୍କୁ ମାଗଣା ଟିକା

କେଉଁମାନଙ୍କୁ ମିଳିବ ପ୍ରଥମେ କୋଭିଡ ଟିକା । ଏନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଜାନୁଆରୀ ମାସ ଶେଷ ସୁଦ୍ଧା ଟିକା ଆସିବାକୁ ଥିବା ବେଳେ କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁଯାୟୀ ରାଜ୍ୟରେ ଟିକାକରଣ

ଭାରତ ବନ୍ଦ: କ’ଣ ରହିବ ଖୋଲା? କ’ଣ ରହିବ ବନ୍ଦ?

ଆସନ୍ତାକାଲି ଭାରତ ବନ୍ଦ ଡାକରା ଦେଇଛନ୍ତି କୃଷକ ସଂଗଠନ । ଆଉ ଏହି ଭାରତ ବନ୍ଦକୁ କଂଗ୍ରେସ ସମେତ ୧୮ଟି ଦଳ ସମର୍ଥନ କରିଛନ୍ତି । ଚାଷୀମାନେ ଚକାବନ୍ଦ ଆନ୍ଦୋଳନର ଚେତାବନୀ ଦେଇଛନ୍ତି । ଆସନ୍ତାକାଲି ସକାଳୁ ୮ରୁ ଦିନ ୩ଟା

ଶୁଣନ୍ତୁ ଧର୍ମେନ୍ଦ୍ର ପ୍ରଧାନ..

ପ୍ରତଦିନ ଘରୁ ବାହାରିବା ପାଇଁ କୌଣସି ସ୍ଥାନକୁ ଯିବା ହେଲେ ଆପଣଙ୍କୁ ଗାଡି ଦରକାର । ଆଉ ଗାଡିରେ ତେଲ ନଥିଲେ ତାହା ଗଡିବା ଅସମ୍ଭବ । କିନ୍ତୁ ଏବେ ତେଲ ଦର ଯେଭଳି ଭବେ ବଢିଚାଲିଛି ପ୍ରତିଦିନ ଗାଡି ନେଇ ଘରୁ ବାହାରିବା ସାଧାରଣ

ନକ୍ସା ଚିହ୍ନାଇବ ସୀମା

ଶେଷରେ ଆନ୍ଧ୍ର-ଓଡିଶା ସୀମା ବିବାଦର ସମାଧାନର ବାଟ ବାହାରିଛି । ନକ୍ସା ଚିହ୍ନାଇବ ସୀମା । ୧୯୬୩ ସେଟେଲମେଂଟ ନକ୍ସା ଅନୁସାରେ ସୀମା ନିର୍ଦ୍ଧାରଣ କରାଯିବ । ଆଜି ଉଭୟ ରାଜ୍ୟର ଅଧିକାରୀଙ୍କ ଆଲୋଚନା ପରେ ଏହି ନିଷ୍ପତି ହୋଇଛି । ଆଉ

ଆମାଜନ ପାଇଁ ବଢିଲା ଅଡୁଆ

ଅନଲାଇନରେ ମହାପ୍ରଭୁଙ୍କ ନିର୍ମାଲ୍ୟ ବିକି ଅଡୁଆରେ ଆମାଜନ । ଅନଲାଇନରେ ମହାପ୍ରଭୁଙ୍କ ନିର୍ମାଲ୍ୟ ବିକ୍ରିକୁ ବିରୋଧ କରି ଆମାଜନ ବିରୋଧରେ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏତଲା ଦିଆଯାଇଛି । କାହା ଅନୁମତିରେ କମ୍ପାନୀ