THE BYAPINI
Browsing Category

ଅନ୍ୟାନ୍ୟ

‘ମଡର୍ଣ୍ଣା’ ମାରିବ କରୋନା !

ମାନବ ସମାଜ କରୋନା ବିରୋଧୀ ଲଢେଇରେ ଖୁବ ଶୀଘ୍ର ଏକ ନିର୍ଣ୍ଣାୟକ ସ୍ଥିତିରେ ପହଚିଂପାରେ । କାରଣ ଆମେରିକା ଟିକା ପ୍ରସ୍ତୁତକାରୀ କମ୍ପାନୀ ମଡର୍ଣ୍ଣା କହିଛି ,ଭ୍ୟାକସିନ ପାଇଁ ଆମେରିକା ଓ ୟୁରୋପ ସରକାରଠାରୁ ଅନୁମତି ମାଗିବେ ।

ବଡ଼ଦେଉଳରେ ବାରମ୍ବାର ବିଭ୍ରାଟ!

ପୁର୍ବରୁ ବହୁଥର ପୁରୀ ଶ୍ରୀମନ୍ଦିରରେ ଅନେକ ବିଭ୍ରାଟ ସାମନାକୁ ଆସିଛି । ସେ ନବକଳେବର ସମୟରେ ବ୍ରହ୍ମବିଭ୍ରାଟ ହେଉ, ରଥଯାତ୍ରା ସମୟରେ ଅଣସେବାୟତଙ୍କୁ ରଥରେ ଚଢାଇବା ହେଉ କିମ୍ବା ପାଉଣୀ ଦାବିରେ ମହାପ୍ରଭୁଙ୍କ ନୀତି ବିଳମ୍ବ ।

ହ୍ୱାଇଟ ହାଉସ ଛାଡିବା କ୍ଷଣି ଟ୍ରମ୍ପଙ୍କୁ ଛାଡପତ୍ର ଦେଇପାରନ୍ତି ମେଲାନିଆ: ହୋଇପାରେ ବିବାହ ବିଚ୍ଛେଦ ।

ଡୋନାଲ୍ଡ ଟ୍ରମ୍ପଙ୍କୁ ଛାଡପତ୍ର ଦେଇପାରନ୍ତି ମେଲାନିଆ । ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନଙ୍କ ବିଜୟ ପରେ ଏଯାଏ ନିଜର ପରାଜୟ ସ୍ୱୀକାର କରିନାହାନ୍ତି ଟ୍ରମ୍ପ । ଏହାରି ଭିତରେ ପନ୍ଦର ବର୍ଷର ‘ଆବଶ୍ୟକତା ପୂରଣ ବିବାହ’ର

ଜୋ ବାଇଡେନ ହେଲେ ଆମେରିକା ରାଷ୍ଟ୍ରପତି, କମଳା ହେରିସ ହେଲେ ଉପରାଷ୍ଟ୍ରପତି, ହେଲେ ପରାଜୟକୁ ମାନିବାକୁ ନାରାଜ ଟ୍ରମ୍ପ…

ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନରେ ଡେମୋକାଟ୍ରିକ ପ୍ରାର୍ଥୀ ଜୋ ବାଇଡେନ ରିପବ୍ଲିକାନ ପାର୍ଟିର ପ୍ରତିଦ୍ୱନ୍ଦୀ ଡୋନାଲ୍ଡ ଟ୍ରମ୍ପଙ୍କୁ ପରାସ୍ତ କରିଛନ୍ତି । ପୃଥିବୀର ସବୁଠାରୁ ପୁରୁଣା ଗଣତନ୍ତ୍ର ଓ ଶକ୍ତିଶାଳୀ ରାଷ୍ଟ୍ରର

ରୋଚକ ସ୍ଥିତିରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ: ଫଳାଫଳ ଆଗରୁ ସୁପ୍ରିମକୋର୍ଟ ଗଲେ ଟ୍ରମ୍ପ, ୱିସକିନସନରେ ପୁଣି ଭୋଟ…

ଫଳାଫଳ ଆସିବା ଆଗରୁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଡୋନାଲ୍ଡ ଟ୍ରମ୍ପ କିଛି ରାଜ୍ୟରେ ଭୋଟିଂରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଛନ୍ତି । ୱିସକିନସନ୍ ରେ ପୁଣି ଥରେ ଭୋଟ ଗଣତି କରିବା

ଶୀତରେ ବଢିପାରେ କରୋନା: ଓଡିଶାରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ଆଶଙ୍କା, ଡିସେମ୍ବର ଦ୍ୱିତୀୟ ସପ୍ତାହ ପରେ ଦ୍ୱିତୀୟ ୱେଭ…

ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ କରୋନାକୁ ନେଇ ଆଶଙ୍କା ପ୍ରକାଶ ପାଇଛି । ଡିସେମ୍ବର ଦ୍ୱିତୀୟ ସପ୍ତାହ ପରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ସମ୍ଭାବନା ରହିଛି । ଡିସେମ୍ବର ୧୫ ରୁ ଜାନୁଆରୀ ୧୫ ଭିତରେ ଏହି ସେକେଣ୍ଡ ୱେଭ୍ ଆସିବାର

ନଭେମ୍ବରରେ ଖୋଲିବ ସ୍କୁଲ: ସ୍କୁଲ ପଠାଇବାକୁ ଅଭିଭାବକ ନଚାହିଁଲେ ଅନଲାଇନରେ ପଢିପାରିବେ ଛାତ୍ରଛାତ୍ରୀ

ଚଳିତ ନଭେମ୍ବର ମାସରେ ହିଁ ସ୍କୁଲ ଖୋଲିବ। ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀଙ୍କ ଲାଗି ସ୍କୁଲ ଖୋଲାଯିବ ବୋଲି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି। ଚଳିତ ମାସରେ ସ୍କୁଲ ଖୋଲିବା

ମହାମାରୀ ନମରିବା ଯାଏ ଜମା ଯିବେନି ମା: କରୋନା ନାଶିବେ, ଜଗତ ଉଦ୍ଧାରିବେ ଜଗତ ଜନନୀ

() ମହାମାରୀ ମାରିବେ ମହିଷାମର୍ଦ୍ଦିନୀ। କରୋନା ବିନାଶିବେ ତ୍ରିଶୂଳଧାରିଣୀ। ସଂକ୍ରମଣ ଉପରେ ବିଜୟ ଲାଭ କରିବେ ମାଆ ସିଂହବାହିନୀ। ସାରା ବିଶ୍ୱରେ ଯେତେବେଳେ ଦାନବ ମହିଷାସୁରର ଅତ୍ୟାଚାର ଚାଲିଥିଲା, ସବୁଠି ଆତଙ୍କର କୋକୁଆ ଭୟ

ସୁନ୍ଦର ହେବ ଶେଷ ଠିକଣା: ମାର୍ଚ୍ଚ ସୁଦ୍ଧା ସରିବ ସ୍ଵର୍ଗଦ୍ଵାର ସୌନ୍ଦର୍ଯ୍ୟକରଣ

ସ୍ଵର୍ଗଦ୍ଵାର: ମଣିଷର ଶେଷ ଠିକଣା, ସନାତନ ଧର୍ମରେ ସ୍ବର୍ଗପ୍ରାପ୍ତିର କେନ୍ଦ୍ର () ସ୍ଵର୍ଗଦ୍ଵାର, ସମସ୍ତଙ୍କ ଶେଷ ଠିକଣା । ଜନ୍ମ ଅଛି ମାନେ ମୃତ୍ୟୁ ବି ଅଛି। ଆଉ ମୃତ୍ୟୁ ପରେ ସମସ୍ତେ ଚାହାନ୍ତି ସ୍ଵର୍ଗଦ୍ଵାର ଯିବାକୁ।

ରାସ୍ତା ଛାଡିଲା ରାଜଧାନୀ । ନୟାପଲ୍ଲୀରୁ ବିମାନବନ୍ଦର ଲାଗିଲା ୬ ମିିନିଟ ୫ ସେକେଣ୍ଡ ।

ଭୁବନେଶ୍ୱର ନୟାପଲ୍ଲୀରୁ ବିମାନବନ୍ଦର ସାଢେ ୬ କିଲୋମିଟରର ରାସ୍ତା । ଆଉ ସାଢେ ୬ କିଲୋମିଟର ରାସ୍ତା ଅତିକ୍ରମ କରି ଏୟାରପୋର୍ଟରେ ପହଚିଂବାକୁ ଆମ୍ବୁଲାନ୍ସକୁ ଲାଗିଥିଲା ୬ ମିନିଟ ୫ ସେକେଣ୍ଡ । ଆଉ ରୋଗୀଙ୍କୁ ବିମାନବନ୍ଦର ନେବା