Browsing Category
ଅନ୍ୟାନ୍ୟ
ଭିଜିଲାନ୍ସ ଜାଲରେ କୋଟିପତି ଯନ୍ତ୍ରୀ : ସହକାରୀ ଯନ୍ତ୍ରୀଙ୍କ ରହିଛି ୪୮ଟି ଫ୍ଲାଟ, ୬ କୋଟିରୁ ଅଧିକ ସଂପତ୍ତି ଜବତ ।
ଭିଜିଲାନ୍ସ ଜାଲରେ କୋଟିପତି ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଭୁବନେଶ୍ୱରର କୋଟିପତି ସହ ନିର୍ବାହୀ ଯନ୍ତ୍ରୀ ରବିନ୍ଦ୍ର ନାଥ ପ୍ରଧାନଙ୍କୁ ଗିରଫ କରିଛି । ତେବେ ଗତକାଲି ଭିଜିଲାନ୍ସ ତାଙ୍କ ଘର!-->…
ଦାଦା ବଟିକୁ ନା । ଦାଦାବଟି ରୋକିବାକୁ ହେଲପ-ଲାଇନ ନମ୍ବର ଜାରି କଲେ ପୁଲିସ ମହାନିର୍ଦ୍ଦେଶକ ।
ଆଉ ଏଥର କ୍ଷମା ନାହିଁ । ଦାଦାବଟି ଆଦାୟ କରୁଥିଲେ ବନ୍ଧା ହେବ ନିଶ୍ଚୟ । ଆଉ ଜାମିନ ନମିଳିବାର ବ୍ୟବସ୍ଥା ମଧ୍ୟ କରାଯିବ । ଆବଶ୍ୟକ ପଡ଼ିଲେ ଏନ୍ଏସ୍ଏ ଲଗାଯିବାର ସମ୍ଭାବନା ମଧ୍ୟ ରହିଛି ।’ ଟ୍ୱିନ୍ ସିଟିରେ ଦାଦାବଟି ଆଦାୟ!-->…
କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୧୯୦୪ ନୂଆ ପଜିଟିଭ୍ ଚିହ୍ନଟ, ୧୬ ମୃତ ।
ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୀର୍ଘ ଦିନ ପରେ ୨ ହଜାର ତଳକୁ ଆସିଛି । ଆଜି ରାଜ୍ୟରେ ୧୯୦୪ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୧୧୫ ଓ ସ୍ଥାନୀୟ ଅଞ୍ଚଳରୁ ୭୮୯!-->…
କଟକରେ ଦଶହରା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା, ମୁତୟନ ହେବେ ୩୦ ପ୍ଲାଟୁନ ପୁଲିସ ଫୋର୍ସ । ଭସାଣୀ ଉପରେ ନଜର ।
କୋଭିଡ୍ କଟକଣା ମଧ୍ୟରେ ଏଥର ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା କରାଯିବ । ସେଥିଲାଗି ବିଭିନ୍ନ ପୂଜା ମଣ୍ଡପରେ ପ୍ରସ୍ତୁତି ଚାଲିଛି । ପୂଜା ପାଇଁ କଟକ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବ । ସହରରେ ୩୦ ପ୍ଲାଟୁନ ପୁଲିସ ଫୋର୍ସ!-->…
ଆସନ୍ତା ୨୪ ଘଂଟା ମଧ୍ୟରେ ପ୍ରବଳ ବର୍ଷିବ । ୨୨ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା । ୫…
ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ଅଧିକ ଘନୀଭୂତ ହେଉଛି । ଆସନ୍ତା ୨୪ ଘଂଟା ମଧ୍ୟରେ ଏହା ଲଘୁଚାପର ରୂପ ନେବ । ଲଘୁଚାପ ପ୍ରଭାବରେ ଆଜି ଠାରୁ ୪ ଦିନ ଅର୍ଥାତ୍ ୨୨ ତାରିଖ ଯାଏଁ ବର୍ଷିବ ।!-->…
କୋଭିଡ଼ ଗାଇଡ଼ଲାଇନ ଭିତରେ ହେବ ଦୁର୍ଗାପୂଜା । କେବଳ କଟକରେ ୪ ଫୁଟରୁ ଅଧିକ ଉଚ୍ଚର ୯ଟି ମୂର୍ତ୍ତି ନିର୍ମାଣକୁ ମିଳିଲା…
ହାଇକୋର୍ଟରେ କଟକ ଦୁର୍ଗାପୂଜା ମାମଲାର ଅନ୍ତ । କୋଭିଡ଼ ଗାଇଡ଼ଲାଇନ ଭିତରେ ହୋଇପାରିବ ଦୁର୍ଗାପୂଜା । କୋଭିଡ ମହାମାରୀ ବେଳେ ଦୁର୍ଗାପୂଜାକୁ ନେଇ କିଛିଦିନ ହେବ ପୂଜା କମିଟି ଓ ପ୍ରଶାସନ ମଧ୍ୟରେ ଚାଲିଥିଲା ବିବାଦ । ଅନ୍ୟପଟେ ପୂଜା!-->…