Browsing Category
ଅନ୍ୟାନ୍ୟ
ଦୀପାବଳୀ ପରେ କ୍ୟାପିଟାଲ୍ ହସ୍ପିଟାଲରେ ଶତାଧିକ ଆହତଙ୍କ ଚିକିତ୍ସା ଜାରି
ଭୁବନେଶ୍ବର: ରାଜଧାନୀରେ ବାଣଫୁଟେଇବା ବେଳେ ଅନେକ ସ୍ଥାନରେ ଅଘଟଣ ଦେଖିବାକୁ ମିଳିଛି। ଫଳରେ କ୍ୟାପିଟାଲ ହସ୍ପିଟାଲରେ ପ୍ରାୟ ୧୦୦ରୁ ଊର୍ଦ୍ଧ୍ବ ଆହତ ଚିକିତ୍ସା ପାଇଁ ପହଞ୍ଚିଛନ୍ତି । ସେଥିମଧ୍ୟରୁ କାହାର ହାତ ଫାଟିଛି ତ ଆଉ କିଏ!-->…
ଯାଞ୍ଚକରୁ କରୁ ଜୀବନ ନେଇଗଲା ରୋବଟ୍
ସିଓଲ: ଦକ୍ଷିଣ କୋରିଆରେ ଏକ ରୋବଟ୍ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟାଇଛି। ରିପୋର୍ଟ ଅନୁଯାୟୀ, ମେସିନ୍ ତାଙ୍କୁ ଏକ ପରିବା ବାକ୍ସ ବୋଲି ଭାବିଥିଲା, ଯାହାର ପରିଚାଳନାରେ ଏହା ନିୟୋଜିତ ଥିଲା। ୪୦ ବର୍ଷ ବୟସ୍କ ରୋବଟିକ୍ସ କମ୍ପାନିର!-->…
ହାଇଦ୍ରାବାଦରେ ଗୁଗୁଲ୍ ର ଦ୍ବିତୀୟ ସର୍ବବୃହତ କାର୍ଯ୍ୟାଳୟ ନିର୍ମାଣ ଆରମ୍ଭ
ହାଇଦ୍ରାବାଦ: ବିଶ୍ବର ଅଗ୍ରଣୀ ଇଣ୍ଟରନେଟ୍ କଂପାନି ଗୁଗୁଲ୍ ତେଲେଙ୍ଗାନାର ହାଇଦ୍ରାବାଦ ସହରରେ ଏହାର ବିଶାଳ କାର୍ଯ୍ୟାଳୟର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି। ଆମେରିକାରେ କଂପାନିର ଥିବା ମୁଖ୍ୟ କାର୍ଯ୍ୟାଳୟ ପରେ ଏହା ହେବ!-->…
ସୀମାରେ ଅନୁପ୍ରବେଶ ରୋକିବ ମହୁମାଛି
ନୂଆଦିଲ୍ଲୀ : ଭାରତ-ବାଂଲାଦେଶ ସୀମା ଅଞ୍ଚଳରେ ବୃଦ୍ଧି ପାଉଥିବା ଅପରାଧୀକ କାର୍ଯ୍ୟକଳାପ ପାଇଁ ଏକ ଅଭିନବ ଉପାୟ ଅପଣାଇଛି ବିଏସ୍ଏଫ୍। ସୀମାରେ ଅନୁପ୍ରବେଶକାରୀଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ଏବେ ମହୁମାଛିର ସାହାଯ୍ୟ ନେବ ସୀମା!-->…
ହ୍ବାଟସ୍ଆପ୍ରେ ୧ କଲ୍ରେ ୩୧ ଜଣଙ୍କ ସହ କଥା ହୋଇପାରିବେ
ନୂଆଦିଲ୍ଲୀ : ଲୋକପ୍ରିୟ ମେସେଜିଂ ଆପ୍ ହ୍ବାଟସ୍ଆପ୍ ବ୍ୟବହାରକାରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ନୂଆ ନୂଆ ଫିଚର୍ ମାନ ଆଣୁଛି। ଏବେ ହ୍ବାଟ୍ସଆପ୍ ବ୍ୟବହାରକାରୀଙ୍କ ପାଇଁ ଆଉ ଏକ ନୂଆ ଫିଚର୍ ଆଣିଛି। ଏଥିରେ ଏବେ ୩୧ ଜଣଙ୍କ!-->…
ଆରପାରିରେ ସଙ୍ଗୀତ ନିର୍ଦ୍ଦେଶକ ଓ ଗୀତିକାର ସ୍ବରୂପ ନାୟକ
କଟକ: ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସ୍ବରୁପ ନାୟକଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ। ଗତକାଲି ତାଙ୍କର ପରଲୋକ ହୋଇଥିଲା । ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ, ଗୀତିକାର, ପ୍ରଚ୍ଛଦପଟ୍ଟ କଣ୍ଠଶିଳ୍ପୀ ତଥା ଅଭିନେତା ସ୍ବରୂପ ନାୟକ ।!-->…
ଭୀମ ପୃଷ୍ଟିଙ୍କୁ ୪୪ତମ ଶାରଳା ପୁରସ୍କାର
ଭୁବନେଶ୍ୱର : ବିଶିଷ୍ଟ କଥାକାର ଭୀମ ପୃଷ୍ଟି ପାଇଲେ ଚଳିତ ବର୍ଷର ସମ୍ମାନଜକନ ଶାରଳା ପୁରସ୍କାର। ଉପନ୍ୟାସ ‘ଜମ୍ବୁଲୋକ’ ପାଇଁ ସେ ଏହି ପୁରସ୍କାର ପାଇଛନ୍ତି। ସ୍ୱତନ୍ତ୍ର ସମାରୋହରେ ଆଜି ଇମ୍ଫା ଚାରିଟେବଲ ଟ୍ରଷ୍ଟ ‘ଇମ୍ପାକ୍ଟ’!-->…
ଜାନୁଆରି ୨୨ରେ ଅଯୋଧ୍ୟାରେ ଭବ୍ୟ ଶ୍ରୀରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ
ନୂଆଦିଲ୍ଲୀ: ୨୨ ଜାନୁଆରି ୨୦୨୪ରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରେ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍ କାର୍ଯ୍ୟକର୍ତ୍ତା ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର!-->…
ପାଲେଷ୍ଟାଇନ୍କୁ ଅଢ଼େଇ କୋଟି ଟଙ୍କା ସହାୟତା କଲେ ମଲାଲା
ଲଣ୍ଡନ: ଲଣ୍ଡନରେ ବାସ କରୁଥିବା ପାକିସ୍ତାନର ନୋବେଲ ପୁରସ୍କାର ବିଜୟୀ ସାମାଜିକ କର୍ମୀ ମଲାଲା ୟୁସୁଫଜାଇ ପାଲେଷ୍ଟାଇନ୍ ପାଇଁ ଅଢ଼େଇ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି। ଗାଜା ଉପରେ ଆକ୍ରମଣ; ବିଶେଷ କରି ଡାକ୍ତରଖାନାରେ!-->…
‘ଇନ୍ଦୋରରେ ବିନା ହେଲମେଟରେ ଜୋମାଟୋ ବ୍ୟାଗ ଧରି ଯାଉଥିବା ଯୁବତୀ ଆମ ସହିତ ଆଦୌ ଜଡ଼ିତ ନୁହନ୍ତି :ସିଇଓ ଦିପିନ୍ଦର ଗୋଏଲ
ନୂଆଦିଲ୍ଲୀ: ନିକଟରେ ଏକ୍ସ(ଟୁଇଟର)ରେ ଏକ ଭିଡିଓ ପୋଷ୍ଟ ହୋଇଛି। ଏହି ଭିଡିଓରେ ଜଣେ ଯୁବତୀଙ୍କୁ ଜୋମାଟୋ ବ୍ୟାଗ ଧରି ବିନା ହେଲମେଟରେ ବାଇକରେ ବସି ଯାଉଥିବା ଦେଖିବାକୁ ମିଳୁଛି।
ଅକ୍ଟୋବର ୧୬ରେ ଏକ୍ସରେ ପୋଷ୍ଟ ହୋଇଥିବା ଏହି!-->!-->!-->…