Browsing Category
ଅନ୍ୟାନ୍ୟ
ସଂଧ୍ୟା ଦଳେଇ ହେଲେ ମିସେସ୍ ଏସିଆ ୱାର୍ଲଡ-୨୦୨୩
ରାୟଗଡ଼ା: ରାୟଗଡାର ଝିଅ ଡ.ସଂଧ୍ୟା ଦଳେଇ ଥାଇଲାଣ୍ଡର ବ୍ୟାଙ୍ଗକକ୍ରେ ଅନୁଷ୍ଠିତ ମିସେସ ଏସିଆ ୱାର୍ଲଡ-୨୦୨୩ ପ୍ରତିଯୋଗିତାରେ ବିଜୟିନୀ ହୋଇଛନ୍ତି। ଏହି କାର୍ଯ୍ୟକ୍ରମକୁ ମୁମ୍ବାଇ ଗ୍ଲୋବାଲ ଇଣ୍ଟରନେସନାଲ ବ୍ୟୁଟି ପେଜିଏଣ୍ଟ!-->…
ପ୍ରଥମ ଥର ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ କିନ୍ନର ପ୍ରତିଯୋଗୀ
ନୂଆଦିଲ୍ଲୀ: ଚଳିତ ବର୍ଷ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଇତିହାସରେ ପ୍ରଥମ ଥର ପାଇଁ ଦୁଇଜଣ କିନ୍ନର ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ୨୩ ବର୍ଷୀୟା ବିମାନ ପରିଚାରିକା ମାରିନା ମାଚେଟ ଗତ ସପ୍ତାହରେ ମିସ୍ ପର୍ତ୍ତୁଗାଲ୍ ମୁକୁଟ!-->…
ଧବଳମୁଖୀ ବେଶରେ ଦର୍ଶନ ଦେଲେ ମାଁ ସମଲେଶ୍ଵରୀ
ସମ୍ବଲପୁର: ପବିତ୍ର ମହାଳୟା ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ଵରୀଙ୍କ ଧବଳମୁଖୀ ବେଶ ଅନୁଷ୍ଠିତ ହୋଇଛି। ଭୋର୍ରେ ମା’ ସମଲେଶ୍ବରୀଙ୍କ ପୂଜାର୍ଚ୍ଚନା ପରେ ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଭକ୍ତମାନଙ୍କ!-->…
୧୦୦ କୋଟିର କମ୍ପାନି ଚଳାଉଛନ୍ତି ୧୬ ବର୍ଷର ପ୍ରାଞ୍ଜଳି
ନୂଆଦିଲ୍ଲୀ : ଆମେରିକାରେ ରହୁଥିବା ଭାରତ ଜନ୍ମିତ ଜଣେ ୧୬ ବର୍ଷର କିଶୋରୀ ପ୍ରାଞ୍ଜଳି ଅୱସ୍ଥି ୧୦୦ କୋଟିର କମ୍ପାନି ଚଳାଉଛନ୍ତି। ତାହା ପୁଣି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରର ଏକ ଷ୍ଟାର୍ଟଅପ୍। ଡେଲଭ ଡଟ ଏଆଇ ନାମରେ!-->…
ସମ୍ଭାବ୍ୟ ଭୂମିକମ୍ପ ଆକଳନ କରିବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ
ଭୂମିକମ୍ପ ଗତିବିଧିର ବିସ୍ତୃତ ତଥ୍ୟ ଅଧ୍ୟୟନ କରି ସମ୍ଭାବ୍ୟ ଭୂକମ୍ପସ୍ଥଳ ସମ୍ପର୍କରେ ‘ଏଆଇ’ ଆକଳନ କରିପାରିବ ବୋଲି ଅଷ୍ଟିନ୍ ସ୍ଥିତ ଟେକ୍ସାସ ବିଶ୍ବବିଦ୍ୟାଳୟର ଗବେଷକମାନେ କହୁଛନ୍ତି। ଏପରିକି ସପ୍ତାହକ ଆଗରୁ ଭୂମିକମ୍ପ!-->…
ହବିଷ୍ୟାଳୀ ଯୋଜନା, ୩ରୁ ନାମ ପଞ୍ଜୀକରଣ
ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ପ୍ରତିବର୍ଷ ଧର୍ମମାସ କାର୍ତ୍ତିକରେ ‘ରାଇଦାମୋଦର ବ୍ରତ’ ପାଳନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷ୍ୟାଳୀ ଯୋଜନା କାର୍ୟ୍ୟକାରୀ କରାଯାଉଛି। କୋଭିଡ଼ ମହାମାରୀ ପାଇଁ ୨୦୨୦ ଓ ୨୦୨୧ରେ ଏହି!-->…
ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୧୫ ଚାଲିବ ସାଇବର ସୁରକ୍ଷା ଅଭିଯାନ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ସେପ୍ଟେମ୍ବର ୩୦ ରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ରାଜ୍ୟ ସାରା ବୁଲିବ ୩୪ଟି ସାଇବର ସୁରକ୍ଷା ରଥ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳିଙ୍ଗ ଷ୍ଟାଡିଅମରେ ସାଇବର ସୁରକ୍ଷା ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏହି!-->…
ସ୍କ୍ରବ୍ ଟାଇଫସର ସ୍ଥିତି ଅନୁଧ୍ୟାନ ପାଇଁ ସୁନ୍ଦରଗଡ଼ରେ ୬ ଜଣିଆ କେନ୍ଦୀୟ ଟିମ୍
ସୁନ୍ଦରଗଡ଼: ସୁନ୍ଦରଗଡରେ ସ୍କ୍ରବ୍ ଟାଇଫସର ସ୍ଥିତି ଅନୁଧ୍ୟାନ ପାଇଁ ୬ ଜଣିଆ କେନ୍ଦ୍ରୀୟ ଟିମ୍ ପହଞ୍ଚିଛନ୍ତି । ତାଙ୍କ ସହ ରାଜ୍ୟର ୨ ଜଣ ସଦସ୍ୟ ରହିଛନ୍ତି । ଟିମ୍ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସମ୍ମିଳନୀ!-->…
ବିଶ୍ୱ ହୃଦ୍ ଦିବସ -୨୦୨୩: ହୃଦୟର ବ୍ୟବହାର କର ଓ ହୃତ୍ପିଣ୍ଡର ଯତ୍ନ ନିଅ
ଭୁବନେଶ୍ୱର : ବିଶ୍ୱରେ ପ୍ରତିବର୍ଷ ଅନେକ ଲୋକ ହୃଦୟ ସମ୍ବନ୍ଧୀୟ ରୋଗ କାରଣରୁ ପ୍ରାଣ ହରାଇଥାନ୍ତି । କମ୍ ବୟସର ପିଲା ମଧ୍ୟ ହୃଦୟ ରୋଗରେ ପୀଡିତ ହେଉଛନ୍ତି । ଖେଳୁଥିବା ସମୟରେ ଯୁବକମାନେ ହୃଦଘାତର ଶିକାର ହୋଇ ମୃତୁୃମୁଖରେ!-->…
ଆଣ୍ଡ୍ରଏଡ୍ ଫୋନ୍ କରିବ ଭୂମିକମ୍ପର ଆଗୁଆ ପୂର୍ବାନୁମାନ
ନୂଆଦିଲ୍ଲୀ: ଭୂମିକମ୍ପ ଏପରି ଏକ ଦୈବୀ ଦୁର୍ବିପାକ ଯାହାକୁ ବୁଝିବା ଓ ଏହାର ପୂର୍ବାନୁମାନ କରିବା ମଣିଷ ପାଇଁ ଏପର୍ଯ୍ୟନ୍ତ କଷ୍ଟକର ହୋଇ ରହିଛି । ଯଦି ଭୂମିକମ୍ପର ଆଗୁଆ ପୂର୍ବାନୁମାନ କରାଯାଇପାରନ୍ତା, ତେବେ ଅନେକ ଜୀବନ!-->…