Browsing Category
ଆଭିମୁଖ୍ୟ
ବବିଙ୍କୁ ସାମ୍ନା କରିବାକୁ ସାହସ ଜୁଟାଇ ପାରୁନାହାନ୍ତି କି ବିଜେପିର ପୋଷ୍ଟରବୟ?
ବିଜେଡି ସାଧାରଣ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ସାମ୍ନା କରିବାକୁ ସାହସ ଜୁଟାଇ ପାରୁନାହାନ୍ତି କି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ? ଏକଥା ଏଥିପାଇଁ ଉଠୁଛି କାରଣ, ସୋସିଆଲ ମିଡ଼ିଆରେ ଅତ୍ୟଧିକ!-->…
ହାରିଥିବା ବୈଜୟନ୍ତ ଆଶ୍ରିତଙ୍କୁ ଜିତାଇ ପାରିବେ କି?
ପିପିଲିରେ କଂଗ୍ରେସ ପ୍ରାର୍ଥୀ କରୋନାରେ ଆକ୍ରାନ୍ତ ହେବା ପରେ ଏବେ ଲଢେଇ ସିଧାସଳଖ ବିଜେଡି-ବିଜେପି ମଧ୍ୟରେ ହେବାକୁ ଯାଉଛି । ତେବେ ପିପିଲି ଉପ-ନିର୍ବାଚନକୁ ନେଇ ପଦ୍ମ ଦଳ ବିଜୟର ସମ୍ଭାବନା ଦେଖୁଛି । ଯେଉଁଥିପାଇଁ ଏବେ ଦିନ!-->…
ହାତ ଯୋଡିଲେ ନେତା, କହିଲେ ଭୋଟ ଦିଅନି
ଭୋଟ ଦେଲା କୋଟିଆ । ମତଦାନ ସମସ୍ତଙ୍କର ମୌଳିକ ଅଧିକାର, କିନ୍ତୁ ଗୁରୁବାର କୋଟିଆରେ ଯେଉଁ ଭୋଟଗ୍ରହଣ ହୋଇଛି ତାହା ଦୁଇ ରାଜ୍ୟ ଓଡ଼ିଶା-ଆନ୍ଧ୍ରପ୍ରଦେଶ ମଧ୍ୟରେ ବିବାଦକୁ ଆଉ ପାଦେ ଆଗକୁ ନେଇଛି । ସାଧାରଣତଃ ସ୍ୱଇଚ୍ଛାରେ ମତଦାନ!-->!-->!-->…
ବାଚସ୍ପତି ଡରାଇଲେ କାହିଁକି?
ରାଜ୍ୟରେ ଲାଗୁ ହୋଇପାରେ ଦିନ କର୍ଫ୍ୟୁ । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ମୁହଁରୁ କିଛି ଏଭଳି ବୟାନ ଲୋକଙ୍କୁ କିଛି ସମୟ ପାଇଁ ତାଜୁବ କରି ଦେଇଥିଲା । ଆଉ ସୂର୍ଯ୍ୟ ମଧ୍ୟ ଏଥିପାଇଁ ଡେଡଲାଇନ ରଖି ସାରିଥିଲେ, ଅଥାର୍ତ ୪ରୁ!-->…
‘ସସପେଣ୍ଡ’ ସଲ୍ୟୁସନ ନୁହେଁ !
ସସପେଣ୍ଡ ସଲ୍ୟୁସନ ନୁହେଁ । ଏକଥା ଏଥିପାଇଁ ଉଠୁଛି କାରଣ ବାଚସ୍ପତିଙ୍କୁ ଚପଲ ଫିଙ୍ଗା ଯାଇଛି ଆଉ ତାହା ବି ପୁଣି ବିଧାନସଭାର ପବିତ୍ର ଗୃହରେ । ଯେଉଁ ବିଧାନସଭାକୁ ଗଣତନ୍ତ୍ରର ମନ୍ଦିର କହି ନେତା ମୁଣ୍ଡିଆ ମାରନ୍ତି ସେଠାରେ!-->…
ବାଚସ୍ପତିଙ୍କୁ ଚପଲ ମାରି, ବିଜେପି ଦେଖାଉଛି କି ବାହାଦୂରି ?
ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗା । ପୂର୍ବରୁ ବାଚସ୍ପତିଙ୍କ ଉପରକୁ କାଗଜ, କଲମ ଫିଙ୍ଗା ଯିବାର ନଜିର ରହିଥିଲା । କିନ୍ତୁ ଗଣତନ୍ତ୍ରର ମନ୍ଦିରରେ ଆଜି ଯେଉଁ ଦୃଶ୍ୟ ଦେଖିବାକୁ ମିଳିଲା ତାହା ବୋଧହୁଏ ପୂର୍ବରୁ କେବେ ଦେଖିବାକୁ!-->!-->!-->…
ପିପିଲି ପାଲଟିବ କି ସୁପରସ୍ପ୍ରେଡର !
ଜିନ୍ଦାବାଦ, ଜିନ୍ଦାବାଦ… ଶଙ୍ଖ ଚିହ୍ନ ଜିନ୍ଦାବାଦ… । ଜିତିବିରେ ଜିତିବ ହାତ ଚିହ୍ନ ଜିତିବ… । ପଦ୍ମ ଫୁଟିବ, ପିପିଲି ହସିବ… ନେତାଙ୍କ ନାରାବାଜିରେ ଏବେ ଏମିତି କମ୍ପୁଛି ପିିପିଲି । ସବୁଠି ପ୍ରଚାର, ଚାରିଆଡେ ପୋଷ୍ଟର ବ୍ୟାନର,!-->…
ସବୁଜ ଶିବିରରେ ସଞ୍ଜୟ ସାଇଡଲାଇନ!
ସବୁଜ ଶିବିରରୁ ସଞ୍ଜୟଙ୍କୁ କରାଯାଉଛି କି ସାଇଡଲାଇନ? ଏଭଳି ପ୍ରଶ୍ନ ସେତେବେଳେ ଉଠିଛି, ଯେତେବେଳେ ପିପିଲି ଉପ-ନିର୍ବାଚନ ପାଇଁ ବିଜେଡିର ନେତାଙ୍କ ମଧ୍ୟରେ ଦାୟିତ୍ୱ ବଣ୍ଟା ଯାଇଛି । ଛାତ୍ର, ଯୁବ ଓ ବରିଷ୍ଠ ନେତାଙ୍କୁ ନେଇ!-->…
ନବୀନଙ୍କ ପସନ୍ଦ ନେତାଙ୍କ ପୁଅ
ଓଡିଶାକୁ ଦରକାର ଯୁବ ନେତୃତ୍ୱ । ରାଜ୍ୟର ବିକାଶ ପାଇଁ ଲୋକଙ୍କ ବିକାଶ ପାଇଁ ଯୁବଶକ୍ତି ହିଁ ଏକମାତ୍ର ବାଟ । ନୂଆ ଯୁଗ, ନବୀନ ସକାଳ ପାଇଁ ଯୁବବର୍ଗ ହିଁ ଓଡିଶାର ଭବିଷ୍ୟତ । ବୋଧେ ଏମିତି କିଛି ଦୂରଦୃଷ୍ଟି ରଖି ନେତା ବାଛୁଛନ୍ତି!-->…
ଯୁଦ୍ଧ ଜିତିବାକୁ ଯୁଧିଷ୍ଠିର ଭରସା?
ପିପିଲି ବ୍ୟାଟଲଗ୍ରାଉଣ୍ଡରେ ହେବ ବଡ ଲଢେଇ । ଉପ-ନିର୍ବାଚନ ପାଇଁ ପିପିଲି ରଣକ୍ଷେତ୍ରକୁ ଓହ୍ଲାଇ ସାରିଲେଣି ୩ ପ୍ରମୁଖ ଦଳର ଯୋଦ୍ଧା । ସବୁଠୁ ବଡ କଥା ହେଲା, ପ୍ରଥମଥର ପାଇଁ ପିପିଲି ବାଜି କିଏ ଜିତିବ ତାହାର ଅନ୍ଦାଜ ଲଗାଇବା!-->…