THE BYAPINI
Browsing Category

ଆଭିମୁଖ୍ୟ

ଜୁନିୟର ମହାରଥୀଙ୍କ ପାଇଁ ମାନିଗଲେ କି ମା’ ?

ମାନିଗଲେ କି ପ୍ରତିଭା ମହାରଥୀ? ଦୂର ହୋଇଯିବ କି ଅଭିମାନ, ପୁଅ ପାଇଁ ପିପିଲି ପଡିଆକୁ ଓହ୍ଲାଇବେ କି ମା? ଏଭଳି ଅନେକ ପ୍ରଶ୍ନ ସେତେବେଳେ ଉଠିଛି ଯେତେବେଳେ ପିପିଲି ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି । ଦିବଙ୍ଗତ ବିଧାୟକ

ସରକାରଙ୍କ ଇଜ୍ଜତ ତଳେ ପକାଇଲେଣି କି ଅଚ୍ୟୁତ?

କିଟ୍ ଓ କିସ୍ ପାଇଁ ତାଳି, ସରକାରଙ୍କୁ ଗାଳି । କିଟ୍ ଓ କିସ୍ ନାଁ ଉପରକୁ ଉଠିଲା, ସରକାରଙ୍କ ନାଁ ତଳେ ପଡିଲା । ସରକାରଙ୍କୁ ଅକଳରେ ପକାଇଲାଣି କି ଅଚ୍ୟୁତଙ୍କ ହାତଗଢା କିଟ୍ ଓ କିସ୍ । ଏଭଳି ଏକ ଚର୍ଚ୍ଚା ଏଥିପାଇଁ ଆରମ୍ଭ

ସରକାର ! ମଦମୁକ୍ତ ଓଡିଶା କେବେ ?

ଗାନ୍ଧୀ ହେ ! ତୁମ ଦେଶରେ, ଏବେ ଅଧିକାଂଶ ଲୋକ ନିଶାରେ… ମଦମୁକ୍ତ ଦେଶ ଗଠନର ସ୍ୱପ୍ନ ଦେଖୁଥିବା ବାପୁଙ୍କ ବିଚାର ଥିଲା ‘ଭାରତ ଗରିବ ହୋଇ ରହୁ ଏହାକୁ ମୁଁ ପସନ୍ଦ କରିବି, କିନ୍ତୁ ହଜାର ହଜାର ଲୋକ ମଦୁଆ ହୁଅନ୍ତୁ ମୁଁ ଏହାକୁ

ଲୋକଙ୍କ ପାଇଁ କାମ କରିବା କଣ ଭୁଲ୍?

ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ । ବିଜୁ ଯୁବ ଜନତା ଦଳ ସଭାପତି । ଛାତ୍ର ରାଜନୀତିରୁ ସଫଳତାର ଶିଖରମୁହାଁ ହୋଇଥିବା ଏହି ନେତାଙ୍କ ପଛରେ ପଡିଛନ୍ତି ଏବେ କିଛି ତଥାକଥିତ ନିରପେକ୍ଷ ଗଣମାଧ୍ୟମ । ଏଜେଣ୍ଡା ରଖି ସକାଳୁ ସନ୍ଧ୍ୟା

ସାରଦାଙ୍କ ସୁରକ୍ଷାକବଚ କିଏ?

ଭୁବନେଶ୍ୱରର ଚର୍ଚ୍ଚିତ ନୟାପଲ୍ଲୀ ଭଡାଟିଆଙ୍କୁ ପ୍ରାଣଘାତୀ ଆକ୍ରମଣ ଘଟଣାରେ ମୁଦାଲା ନମ୍ବର ୧୯ । ମାହାଙ୍ଗାର ସାରଦା ପ୍ରଧାନ । ଏହି ଘଟଣାରେ କମିଶନରେଟ ପୋଲିସ ୧୭ ଜଣଙ୍କୁ ଗିରଫ କରିଥିବା ବେଳେ ଘଟଣାର ମାଷ୍ଟରମାଇଣ୍ଡ

ପ୍ରତାପଙ୍କ ବେଳକୁ ଗର୍ଜନ, ଉପାସନାଙ୍କ ବେଳକୁ ଚୁପ୍‌!

ମୁଦାଲା ନମ୍ବର ୧୩ ପାଇଁ ଗର୍ଜନ, କିନ୍ତୁ ମୁଦାଲା ନମ୍ବର ୪ ପାଇଁ ପୂରା ଚୁପ୍ । ନିଜକୁ ସ୍ୱଚ୍ଛ ଓ ନିରପେକ୍ଷର ଟ୍ୟାଗ ଦେଇ ଓଡ଼ିଶାବାସୀଙ୍କ ଆଗରେ ଡିଣ୍ଡିମ ପିଟୁଥିବା ଏକ ନିର୍ଦ୍ଦିଷ୍ଟ ୱେବ ମିଡ଼ିଆର ଡବଲ ଷ୍ଟାଣ୍ଡାର୍ଡ ନୀତି

ପିପିଲି ପରୀକ୍ଷାରେ ପାସ୍ ହେବେ ତ ପୁରେନ୍ଦେଶ୍ୱରୀ?

ପିପିଲି ଫାଇଟ ପାଇଁ ବାଜିଛି ବିଗୁଲ । ଆଉ ଏହାସହ ଉଷ୍ମ ହୋଇଛି ରାଜ୍ୟ ରାଜନୀତି । ଆସନ୍ତା ଏପ୍ରିଲ ୧୭ରେ ପିପିଲି ଉପ-ନିର୍ବାଚନ ନେଇ ତାରିଖ ଘୋଷଣା ହେବା ପରେ ତତ୍‌ପର ହୋଇ ଉଠିଛି ଉଭୟ ବିଜେଡି-ବିଜେପି ଶିବିର । ପିପିଲି

‘ଇସ୍ତଫା ଦିଅନ୍ତୁ ବିକ୍ରମ ଆରୁଖ’

ଶିମିଳିପାଳ ଜଳୁଛି, ନିଆଁ ଲିଭୁନି । ନିଆଁକୁ ଆୟତ୍ତ କରିବାକୁ ଅସମର୍ଥ ଜଙ୍ଗଲ ବିଭାଗ । ତଥ୍ୟ କହୁଛି ଦେଶର ୬୦ ପ୍ରତିଶତ ଜଙ୍ଗଲ ନିଆଁ ଓଡିଶାରେ । ୯୧୮ଟି ସ୍ଥାନରେ ବଡ ଧରଣର ନିଆଁ ଲାଗିଛି । ୭ ଦିନରେ ୧୯ ହଜାରଟି ଜଙ୍ଗଲ

ମୁଁ ‘ମୋ ସାଇକେଲ’ କହୁଛି…

ମୁଁ ‘ମୋ ସାଇକେଲ’ କହୁଛି… ମୋ ପିଠିରେ ବସି ସୁବିଧା ପାଇଥିବା ଓ ମତେ ଧରି ରାଜଧାନୀ ବୁଲିଥିବା ଲୋକଙ୍କ ସହ ରାଜ୍ୟବାସୀ ଟିକେ ଦୟାକରି ଧ୍ୟାନଦେବେ । ମୁଁ ଆଜି ଅଭିମାନ କରିଛି, ନିଜ କ୍ଷୋଭକୁ ବଖାଣୁଛି । ଗତ ଦୁଇଦିନ ତଳେ ସାରା

ପିପିଲି ପାଇଁ ସଂଜୟ ସାଇଡଲାଇନ୍ ?

ପୁରୀ ଜିଲ୍ଲାର ତଥାକଥିତ ଟାଣୁଆ ନେତା ସଂଜୟ ଦାସବର୍ମା । ୨୦୯ ନିର୍ବାଚନ ହାରିବା ପରେ ସତେ ଯେମିତି ତାଙ୍କର ଶନିଦଶା ଚାଲିଛି । ପରିବର୍ତ୍ତିତ ସ୍ଥିତିରେ ସେ ଯେଉଁ ଆଶା ରଖିଥିଲେ ତାହା ବି ଭାଙ୍ଗିରୁଜ୍ଜି ଯାଉଥିବା ଚର୍ଚ୍ଚା ହେଉଛି