Browsing Category
ଆଭିମୁଖ୍ୟ
ଦିଲ୍ଲୀ ଢାଂଚାରେ ଓଡିଶାର ସାମ୍ବାଦିକ !
କେହି ମୁହଁ ଖୋଲୁନାହାନ୍ତି । ଅଜଣା ଡର ସମସ୍ତଙ୍କୁ ମାଡି ବସୁଛି । ପେଟ୍ରୋଲ ଦର ୧୦୦ ଛୁଇଁବାକୁ ଆସିଲାଣି, ଗ୍ୟସ୍ ଦର ୮୦୦ ଟପିଲାଣି । ଧାରା ଏମିତି ଚାଲିଲେ ଖୁବଶୀଘ୍ର ଗ୍ୟାସ୍ ୧୦୦୦ ଟପିଯିବ । ହେଲେ ଓଡିଶାର ଗଣମାଧ୍ୟମ ସବୁ ଚୁପ୍!-->…
କେନ୍ଦ୍ରାପଡା ସାଂସଦଙ୍କ କଟକ ପ୍ରେମ !
କେନ୍ଦ୍ରାପଡା ସାଂସଦଙ୍କ କଟକ ପ୍ରେମ । ଏକଥା ଆମେ ଏମିତି କହୁନୁ, ବରଂ କିଛି ଫଟୋ ସାମ୍ନାକୁ ଆସିବା ପରେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି । କେନ୍ଦ୍ରାପଡା ସାଂସଦ କହିଲେ, ପାଠକ ମାନେ ବୁଝି ସାରିଥିବେ ଯେ ଆମେ କଥା କହୁଛୁ ।!-->…
ଜନତାଙ୍କ ଟଙ୍କାରେ ନେତାଙ୍କ ବହପ !
ପାନ ଗୁଆ ଖଇର ଗୁଆକାତି, ଭଲ ବ୍ୟବସାୟ ରାଜନୀତି । ତୈଳ ଦର ବୃଦ୍ଧିକୁ ନେଇ ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ପ୍ରତିକ୍ରିୟା ଶୁଣିବା ପରେ ଜଗା ବଳିଆର ଏହି ଗୀତଟି କାଇଁ ବହୁତ ମନେ ପଡିଲା । ରାଜନୀତି ଠାରୁ ବା ଆଉ ଭଲ ବ୍ୟବସାୟ କଣ!-->…
ଦୁଇ ନେତା, ଦୁଇ ପଦ, ଦୁଇ କଥା !
ସସ୍ମିତ ପାତ୍ର, ସୁଲୋଚନା ଦାସ । ଦୁଇ ନେତା ନିର୍ବାଚନ ଆଗରୁ ବିଜେଡିରେ ସାମିଲ ହେଲେ । ସସ୍ମିତ ଏବେ ରାଜ୍ୟସଭା ସାଂସଦ । ସୁଲୋଚନା ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା । ଦୁଇ ନେତାଙ୍କୁ ଦଳ ଯଥେଷ୍ଟ ଗୁରୁତ୍ୱ ଦେଇ ପଦ ପଦବୀ ଦେଲା ।!-->…
କୋଟିଆ କେଁ : ସମାଧାନର ସେତୁ ସାଜନ୍ତୁ ବିଶ୍ୱଭୂଷଣ
କୋଟିଆକୁ ନେଇ ଏବେ ଆନ୍ଧ୍ର-ଓଡ଼ିଶା ବିବାଦ ବଢିବାରେ ଲାଗିଛି । ଓଡ଼ିଶାର ସୀମାନ୍ତବର୍ତ୍ତୀ କୋଟିଆ ଗ୍ରାମପଞ୍ଚାୟତର ୨୧ ଗାଁରେ ଆନ୍ଧ୍ର କରୁଥିବା ନିର୍ବାଚନକୁ ସୁପ୍ରିମକୋର୍ଟରେ ଚ୍ୟାଲେଂଜ ଦେଇଛି ଓଡ଼ିଶା । ସରକାରୀସ୍ତରରେ ଅନେକ!-->…
ଓଡିଶାକୁ ବିହାର କରିଦେବେ କି ଅପରାଜିତା? ସଙ୍ଗଠନର ଅପରାଧୀ ଲିଙ୍କ୍ !
ଅପରାଧୀଙ୍କୁ ପ୍ରଶ୍ରୟ ଦେଉଛନ୍ତି କି ଅପରାଜିତା? ଏଭଳି ପ୍ରଶ୍ନ ଏଥିପାଇଁ ଉଠୁଛି କାରଣ ଗତ ଦୁଇଦିନ ମଧ୍ୟରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ୱାର୍ଡ ପ୍ରତିନିଧି ଏବଂ ଘନିଷ୍ଠ ସହଯୋଗୀ କୁହାଯାଉଥିବା ଯୁବକଙ୍କୁ ବିଭିନ୍ନ!-->…
ଚକ୍ରବ୍ୟୁହରେ ସଂଜୟ ଦାସବର୍ମା ?
୨୦୧୯ ନିର୍ବାଚନରେ ହାରିଲେନି ଯେ, ସଂଜୟ ଦାସବର୍ମାଙ୍କର ରାଜନୈତିକ କ୍ୟାରିୟରରେ ହଠାତ୍ ଗ୍ରହଣ ଲାଗିଗଲା । ମନ୍ତ୍ରୀ ହୋଇ ନାଲିବତୀ ଚଢୁଥିବା ନେତାଙ୍କୁ ରାସ୍ତାରେ ଲୋକ ହଲାପଟା କରିବା ଆରମ୍ଭ କଲେଣି, ଯାହା ସ୍ପଷ୍ଟ ପ୍ରମାଣିତ!-->…
ଦୁର୍ନୀତିର ପେଂଠ – ଟେଣ୍ଡର କରନି, ଟଙ୍କା କମାଅ !
ଦୁର୍ନୀତି ବିରୁଦ୍ଧରେ ଶୁନ୍ୟ ସହନଶୀଳ ନୀତିର ଡିଣ୍ଡିମ ପିଟୁଛନ୍ତି ସରକାର । କାର୍ଯ୍ୟାନୁଷ୍ଠାନର ଲମ୍ବା ପ୍ରେସ ରିଲିଜ ଧରାଇ ଗଣମାଧ୍ୟମରେ ଘନଘନ ପ୍ରଚାର କରାଉଛନ୍ତି । କେତେ ଅଧିକାରୀ ବିଦା ହେଲେ, କେତେ ଜଣଙ୍କର ପେନସନ ବନ୍ଦ!-->…
ଆଉ ଏକ ସ୍ୱପ୍ନ ବିକିଲା ବିଜେପି?
୨୦୧୯ରେ ମିଶନ ୧୨୦ ନାରା ଦେଇ ବିଜେପି ନେତା ସାରା ରାଜ୍ୟରେ ଏମିତି ପ୍ରଚାର କଲେ ଯେ ଦଳ ମାତ୍ର ୨୩ ଆସନରେ ଜିତିବାକୁ ସକ୍ଷମ ହେଲା । ହେଲେ ଦଳୀୟ ନେତା ପ୍ରଚାର କଲେ ଯେ ଦଳର ଭୋଟ ପ୍ରତିଶତ ଆଉ ସିଟ ସଂଖ୍ୟା ଉଭୟ ବଢିଲା । ୨୦୧୯ରେ!-->…
ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବେ କି?
ବିଜେପି ଅନ୍ୟ ପାଇଁ ଯେଉଁ ଗାତ ଖୋଳୁଥିଲା ସେଥିରେ ସେମାନେ ନିଜେ ପଡିଯିବେ ଏକଥା ସ୍ୱପ୍ନରେ ସୁଦ୍ଧା ଭାବିନଥିବେ । ପୋଲ ଭୁଶୁଡିଲେ ମନ୍ତ୍ରୀଙ୍କ ଇସ୍ତଫା ଦାବି ଠାରୁ ଆରମ୍ଭ କରି ହତ୍ୟା ଘଟଣାରେ ସଂପୃକ୍ତି ଥିବା କୈାଣସି ତଥ୍ୟ!-->…