THE BYAPINI
Browsing Category

ଆଭିମୁଖ୍ୟ

ଏବେ ପ୍ରତାପ ଜେନାଙ୍କ ପଛରେ ବିଜେପି !

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟର ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଜେପି ନେତାଙ୍କ ଆଖିରୁ ନିଦ ହଜିଯାଇଛି । ପ୍ରଥମେ ଅରୁଣ ସାହୁ ଆଉ ଏବେ ପ୍ରତାପ ଜେନାଙ୍କ ପଛରେ ପଡିଛି ଦଳ । ବିଜେପି ନେତ୍ରୀ ଲେଖାଶ୍ରୀ

ନବୀନଙ୍କୁ ଜିତାଇ ପାରିବ କି ପୁରୀ ଆଉ ଏସସିବି?

ପଂଚମ ପାଳିରେ କ୍ଷମତାକୁ ଆସିବା ପରେ ସମସ୍ତ ଘୋଷଣା ଆଉ କାର୍ଯ୍ୟକ୍ରମ ଭିତରେ ଦୁଇଟି ଦିଗକୁ ସମସ୍ତଙ୍କ ନଜର ଯାଇଛି । ଗୋଟିଏ ହେଲା ପୁରୀକୁ ଐତିହ୍ୟ ନଗରୀରେ ପରିଣତ କରିବା ଏବଂ ଦ୍ୱିତୀୟଟି ହେଲା ଏସସିବିକୁ ଏମସ ପ୍ଲସରେ ପରିଣତ କରି

ବିଜେଡି ମିଡିଆ ଟିମ : ଦୁର୍ବଳ ନା ନୁଆଙ୍କୁ ସୁଯୋଗ?

ଆଗକୁ ଆସୁଛି ପୌର ଓ ପଞ୍ଚାୟତ ନିର୍ବାଚନ । ଏହାପୂର୍ବରୁ ବିଜେଡି ଦଳର ନବକଳେବର ଆରମ୍ଭ ହୋଇଛି । ଛାତ୍ର ଓ ଯୁବ ସଙ୍ଗଠନ ଭଳି ଦଳ ମିଡ଼ିଆ ଟିମର ମଧ୍ୟ ନବକଳେବର କରିଛି । ନୂଆ ମୁଖପାତ୍ର ଓ ପ୍ୟାନେଲିଷ୍ଟଙ୍କ ନାଁ ଘୋଷଣା କରିଛି ଦଳ ।

ବିଜେପି ଚାପରେ ବିଜେଡି ଚେପା !

କ୍ଷମତାସୀନ ଦଳ ଚାପଗ୍ରସ୍ତ ହୋଇଗଲା । ସଂଖ୍ୟା ଗଣିତରେ ପ୍ରତିପକ୍ଷ ଠାରୁ ଯଥେଷ୍ଟ ଆଗରେ ଥାଇ ମଧ୍ୟ ନିଷ୍ପତ୍ତି ବଦଳାଇଦେଲା । ଗତ ୨୦ ବର୍ଷର ରାଜ୍ୟ ରାଜନୀତିରେ ଏଭଳି ଦୃଷ୍ଟାନ୍ତ ଖୁବ କମ୍ ଦେଖିବାକୁ ମିଳୁଥିଲା । ହେଲେ ଏବେ

ଧର୍ମେନ୍ଦ୍ରଙ୍କ ପାଇଁ ଲମ୍ବା ଲାଇନ… ଅପରାଜିତା, ବୈଜୟନ୍ତଙ୍କ ବେଳକୁ ?

ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମହିଳା ସଂରକ୍ଷଣ ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶ୍ନ କଲେନି ଯେ, ବିଜେପି କିଭଳି ବିଚଳିତ ଆଉ ବିଭାଜିତ ତାର ସ୍ପଷ୍ଟ ପ୍ରମାଣ ସାରା ଓଡିଶାବାସୀ

ଲେଖାଶ୍ରୀ କଣ ଧର୍ମେନ୍ଦ୍ରଙ୍କ ମୁଖପାତ୍ର?

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟ୍ୱିଟରରେ ୧୩ ଲକ୍ଷରୁ ଅଧିକ ଅନୁଗାମୀ । ହଁ ଏତିକି ସଂଖ୍ୟାରେ ଭୋଟ ସେ କେବେ ପାଇବେ କି ନାହିଁ ତାକୁ ନେଇ ରାଜନୈତିକ ମହଲରେ ସବୁବେଳେ ବିତର୍କ ହୁଏ, ହେଲେ ନିଜ ସୋସିଆଲ ମିଡିଆରେ ପୋଷ୍ଟିଂ

ବୋଥ୍ରାଙ୍କୁ ଡରୁଛି କି ରାଜ୍ୟ ବିଜେପି?

ପରୀକୁ ମାରିଲା କିଏ ? କୁନି ପିଲାକୁ କାହିଁକି କିଏ କରିବ ହତ୍ୟା ? ଯଦି ହତ୍ୟା ହୋଇଛି ତେବେ କିଏ ସେ ହତ୍ୟାକାରୀ ? ପରୀ ପ୍ରସଙ୍ଗରେ ଯେତେବେଳେ ପିଶାଚ ଧରାହୋଇନଥିଲା ସେତେବେଳେ ଏମିତି ଅନେକ ପ୍ରଶ୍ନ ଉଙ୍କି ମାରୁଥିଲା । ହଜାରେ

ଖାଲି ଅଫିସର୍ ବଦଳିଲେ ହେବନି !

ରାଜ୍ୟରେ ଆଇପିଏସ ସ୍ତରରେ ଏକ ବଡ ଧରଣର ଅଦଳବଦଳ ହୋଇଛି । ୧୧ ଜିଲ୍ଲାର ଏସପିଙ୍କ ସମେତ କିଛି ବରିଷ୍ଠ ଅଧିକାରୀ ନୂଆ ପଦ ପଦବୀ ପାଇଛନ୍ତି । ତାଲିକାରେ ରହିଛି ନୟାଗଡ ଏସପି ପ୍ରତ୍ୟୁଷ ଦିବାକରଙ୍କ ନାଁ । ନୟାଗଡ ପରୀ ମୃତ୍ୟୁ

ହତ୍ୟା ଅଭିଯୁକ୍ତଙ୍କୁ ସୁରକ୍ଷା ଦେଇଥିଲେ, ଏବେ ପରୀ ପାଇଁ ନ୍ୟାୟ ମାଗୁଛନ୍ତି !

ବଡ ବିଚିତ୍ର ପରିସ୍ଥିତି । ନ୍ୟାୟ ପାଇଁ ଲଢେଇ ଚାଲିଛି ନା ରାଜନୈତିକ ସ୍ୱାର୍ଥ ପାଇଁ ବୁଝାପଡୁନି । ନେତା ହାଉଯାଉ ହେଉଛନ୍ତି, ପଦଯାତ୍ରା କରୁଛନ୍ତି ଅପରାଧୀକୁ ଧରିବା ପାଇଁ । ହେଲେ ଅପରାଧୀ ଧରାପଡିବା ପରେ କାଳେ ଆନ୍ଦୋଳନକାରୀଙ୍କ

ଡିଟେକ୍ଟିଭ ଜର୍ଣ୍ଣାଲିଷ୍ଟ!

ଏହାରି ଭିତରେ ରାଜ୍ୟରେ ନୂଆ ତଦନ୍ତକାରୀ ସଂସ୍ଥା ମୁଣ୍ଡ ଟେକିଛି । କେତୋଟି ହାତଗଣତି ଗଣମାଧ୍ୟମ ସବୁକିଛିକୁ ସନ୍ଦେହ ଦୃଷ୍ଟିରେ ଦେଖିବାକୁ ଯେମିତି ପ୍ରତିଜ୍ଞା କରିଛନ୍ତି । ପରୀ ମାମଲାରେ ତଦନ୍ତକାରୀ ସଂସ୍ଥା କହୁଥିବା ତଥ୍ୟକୁ