Browsing Category
ଆଭିମୁଖ୍ୟ
ମୋଦିଙ୍କ ପାଇଁ ନବୀନଙ୍କ ବାର୍ତ୍ତା!
ଚାଷୀ ଆନ୍ଦୋଳନ ଚରମ ସୀମାରେ । ସରକାରଙ୍କ ସହ ଆଲୋଚନାରୁ ସୁଫଳ ମିଳୁନାହିଁ । ଦିଲ୍ଲୀକୁ ଅଚଳ କରିବା ଦାବିରେ ଅଡି ବସିଛନ୍ତି ଚାଷୀ । ଧାରଣା ଆଉ ପ୍ରତିବାଦର ଡାକରା ବି ଦେଇ ସାରିଛନ୍ତି । ଅଉ ଏହାରି ଭିତରେ ଓଡିଶା ସରକାର କେନ୍ଦ୍ର…
ଗୁଡବୁକରୁ ଆଉଟ୍ ନଳିନୀ !
ଗୋଟିଏ ସମୟରେ ସରକାରଙ୍କ ଏକାନ୍ତ ଅନୁଗତ ଥିବା ନଳିନୀ ପ୍ରଧାନ ଆଜି ପାୱାର କରିଡରରେ ଅଣଦେଖା । ପୂର୍ତ୍ତ ସଚିବ ଭାବେ ଦୀର୍ଘ ଦିନ ଧରି ଦାୟିତ୍ୱ ତୁଲାଇବା ଏବଂ ସରକାରଙ୍କ ଆଶୀର୍ବାଦରେ ଏକାଧିକ ଶିଡି ଥରେ ଚଢି ପ୍ରମୋଶନ ପାଇଥିବା…
ବିଜେଡିର ଦ୍ୱନ୍ଦ୍ୱ ସରିଲାନି !
ଚାଷୀ ଭାରତ ବନ୍ଦର ଡାକରା ଦେଲେ । ୧୮ଟି ରାଜନୈତିକ ଦଳ ସମର୍ଥନ ଜଣାଇଲେ । ଜାତୀୟ ସ୍ତରରେ ଏହାର କିଭଳି ପ୍ରଭାବ ରହିବ ସେଥିପାଇଁ ଚର୍ଚ୍ଚା ଆଲୋଚନା ଚାଲିଲା । ବନ୍ଦକୁ ସଫଳ କରି ଚାଷୀଙ୍କ ସପକ୍ଷର ବାହାରିବାକୁ ସମସ୍ତେ ଏକାଠି ହେଲେ…
ବ୍ରାଣ୍ଡ ‘ନବୀନ’… ସଫଳତାର ସୁତ୍ର କଣ?
ଜନବିରୋଧୀର ଷ୍ଟାମ୍ପ ମାରି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡି ଦଳରୁ ବିଦା କରିଛି । ଆଉ ନବୀନଙ୍କୁ ଏଭଳି ନିଷ୍ପତ୍ତିକୁ ନେଇ ସୋସିଆଲ ମିଡ଼ିଆରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି । ପୂର୍ବରୁ ଦଳବିରୋଧୀ କାମ ପାଇଁ…
ସରିଲା ବିଧାନସଭା: ଅଳ୍ପକେ ବର୍ତ୍ତିଲେ ଅରୁଣ ସାହୁ ?
ଯାହା ଆଶଙ୍କା କରାଯାଉଥିଲା ସେଇୟା ହେଲା । ବିରୋଧୀଙ୍କ ସନ୍ଦେହ, ଆକଳନ ବିଲକୁଲ ସତ ହେଲା । ବିଧାନସଭା ସରିଗଲା ଆଉ ମନ୍ତ୍ରୀ ଅରୁଣ ସାହୁ ଅଳ୍ପକେ ବର୍ତ୍ତିଗଲେ । କୃଷି ମନ୍ତ୍ରୀଙ୍କୁ ବଞ୍ଚାଇବାକୁ ସରକାର ବିଧାନସଭା ତରବରିଆ ଭାବେ…
କିଏ କାହାର ବି-ଟିମ୍?
ବିଧାନସଭାର ଶୀତକାଳୀନ ଅଧିବେଶନ ଧୋଇଗଲା ପରୀକୁ ନ୍ୟାୟ ଦେବା ଦାବିରେ । ସ୍ୱାଭାବିକ ଭାବେ ଯେତେବେଳେ ଏକ ବ୍ୟବସ୍ଥା ବିଫଳ ହୁଏ, ପୋଲିସ ପ୍ରଶାସନ ଉପରୁ ଭରସା ତୁଟିଯାଏ ସେତେବେଳେ ବିଧାନସଭାରେ ସ୍ୱର ପ୍ରତିଫଳନ ହେବା ସ୍ୱାଭାବିକ…
ନବୀନଙ୍କ ନୂଆ ମନ୍ତ୍ର – ‘ଲୋକ ବିରୋଧୀ’…
ନବୀନଙ୍କ ଜିରୋ ଟଲେରାନ୍ସ ନୀତି କାହାକୁ ବା ଅଛପା । ଦୁନୀର୍ତିର ଗନ୍ଧ ବାରିବା ମାତ୍ରେ କିଭଳି ଏହାକୁ ସଫା କରାଯିବ ସେଥିପାଇଁ କ୍ଷେତ୍ର ପ୍ରସ୍ତୁତ କରିଥାନ୍ତି ନବୀନ । ପଲିଟିକାଲ କ୍ୟାରିୟର ଆରମ୍ଭରୁ ଏହି ଫର୍ମୁଲାକୁ ଆପଣାଇ ନବୀନ…
‘ପରୀ’ ପାଇଁ ସରକାରଙ୍କ ବୋଥ୍ରା ବ୍ରହ୍ମାସ୍ତ୍ର
ବୋଥ୍ରାଙ୍କ କାନ୍ଧରେ ପରୀ ବନ୍ଧୁକ । ପରୀ ପିଶାଚକୁ ଧରିବାକୁ ସିଙ୍ଘମ ଆଇପିଏସ ଅଫିସର ଅରୁଣ ବୋଥ୍ରାଙ୍କ ହାତରେ ବନ୍ଧୁକ ଧରାଇଛନ୍ତି ରାଜ୍ୟ ସରକାର । ପରୀ ପାଇଁ ଯେତେବେଳେ ସରକାରଙ୍କୁ ଦୀର୍ଘ ୧୦ ଦିନ ହେବ ବାରମ୍ବାର ଘେରୁଛନ୍ତି…
ଧର୍ମେନ୍ଦ୍ର ବନାମ ଅପରାଜିତା । ପ୍ରଭାରୀଙ୍କ ନିକଟତର କିଏ?
ଦୀର୍ଘ ବର୍ଷ ପରେ ରାଜ୍ୟ ବିଜେପିର ପ୍ରଭାରୀ ବଦଳିଛନ୍ତି । ଅରୁଣ ସିଂଙ୍କ ସ୍ଥାନରେ ଆସିଛନ୍ତି ଡି. ପୁରନ୍ଦେଶ୍ୱରୀ । ୧୫ ଦିନରୁ ଅଧିକ ସମୟ ହେଲା ପ୍ରଭାରୀ ବଦଳିଥିଲେ ମଧ୍ୟ ରାଜ୍ୟ ଗସ୍ତରେ ଆସିନାହାନ୍ତି କିମ୍ବା ରାଜ୍ୟ ବିଜେପି…
ସାରୁଅ ସ୍କାମ କୁଆଡେ କଲା?
ସସପେନ୍ସ ବଢିଲାଣି , ଖସିଯିବେନି ତ ଅପରାଧୀ । ଏଭଳି ପ୍ରଶ୍ନ ଏଥିପାଇଁ ଉଠୁଛି କାରଣ ଶୀତ ଦିନ ପଡିବା ସହ ସାରୁଅ ଜମି ଦୁର୍ନୀତି ମାମଲାରେ ବରଫ ଜମାଟ ବାନ୍ଧିବା ଆରମ୍ଭ କଲାଣି । ସମୟ ଗଡିବା ସହ ସାରୁଅ ଜମି ଦୁର୍ନୀତି ମାମଲାର ଫାଇଲ…