Browsing Category
ଆଭିମୁଖ୍ୟ
୨୦୪୭ ସୁଦ୍ଧା ଭାରତ ହେବ ବିକଶିତ ରାଷ୍ଟ୍ର: ଡେଲଏଟ୍
ନୂଆଦିଲ୍ଲୀ: ଭାରତ ଯଦି ବାର୍ଷିକ ୮-୯ % ହାରରେ ଅଭିବୃଦ୍ଧି ହାସଲ କରେ ତେବେ ୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହୋଇପାରିବ ବୋଲି ପଡିବ ବୋଲି ଅନ୍ତଃରାଷ୍ଟ୍ରୀୟ ଏଜେନ୍ସି ଡେଲଏଟ୍ କହିଛି । ଏଜେନ୍ସିର ଦକ୍ଷିଣ!-->…
ଜି-୨୦: ବ୍ରାଜିଲର ରାଷ୍ଟ୍ରପତିଙ୍କୁ ଗାଭେଲ ହସ୍ତାନ୍ତର କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଆସନ୍ତା ବର୍ଷ ବ୍ରାଜିଲ ରେ ଅନୁଷ୍ଠିତ ହେବ ଜି ୨୦ ଶିଖର ସମ୍ମିଳନୀ । ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରାଜିଲର ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଡା ସିଲଭାଙ୍କୁ ଆନୁଷ୍ଠାନିକ ଭାବେ ଜି୨୦!-->…
ଲଦାଖରେ ନିର୍ମାଣ ହେବ ବିଶ୍ୱର ସର୍ବୋଚ୍ଚ ସାମରିକ ଏୟାରଫିଲ୍ଡ
ନୂଆଦିଲ୍ଲୀ: ଜି-୨୦ ଶିଖର ସମ୍ମିଳନୀ ଶେଷ ହେବାର କିଛି ମିନିଟ୍ ପରେ ପଡୋଶୀ ରାଷ୍ଟ୍ର ଚୀନକୁ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଇଛି ଭାରତ । ଲଦାଖର ନୟୋମାଠାରେ ଭାରତ ନିର୍ମାଣ କରିବାକୁ ଯାଉଛି ବିଶ୍ୱର ସର୍ବୋଚ୍ଚ ସାମରିକ!-->…
ଜି-୨୦ ଶିଖର ସମ୍ମିଳନୀର ୨ ଦିବସୀୟ ଅଧିବେଶନ ଆରମ୍ଭ, ସାମିଲ ହେଲା ଆଫ୍ରିକାନ ୟୁନିଅନ
ନୂଆଦିଲ୍ଲୀ: ଭାରତରେ ଶନିବାର ଜି-୨୦ ଶିଖର ସମ୍ମିଳନୀର ଦୁଇ ଦିବସୀୟ ଅଧିବେଶନର ଉଦଘାଟନ ହୋଇଯାଇଛି । ପ୍ରଧାନମନ୍ତ୍ରୀ ମୋଦି ଏହି ସମ୍ମିଳନୀରେ ଭାଗ ନେବାକୁ ଆସିଥିବା ପ୍ରତିନିଧି ଏବଂ ରାଷ୍ଟ୍ରଅଧ୍ୟକ୍ଷଙ୍କୁ ଆୟୋଜନ ସ୍ଥଳ ଭାରତ!-->…
ଭାରତ ମଣ୍ଡପମ୍ରେ କୃତ୍ରିମ ବୁଦ୍ଧିମତା ଦ୍ୱାରା ଅତିଥିଙ୍କୁ ଶୁଣାଯିବ ଭଗବତ୍ ଗୀତା
ନୂଆଦିଲ୍ଲୀ: ଜି-୨୦ ସମ୍ମିଳନୀର ଅତିଥିମାନଙ୍କୁ ଭାରତକୁ ଚିହ୍ନାଇବା ଓ ଏହାର ଐତିହ୍ୟ, ସଂସ୍କୃତି ବିଷୟରେ ଜାଣିବାର ସୁଯୋଗ ପ୍ରଦାନ ପାଇଁ ଏଆଇ ବା କୃତ୍ରିମ ବୁଦ୍ଧିମତାର ବ୍ୟବହାର କରାଯାଇଛି । ଭାରତ ମଣ୍ଡପମ୍ ପରିସରରେ କୃତ୍ରିମ!-->…
ଜି୨୦: ସୁନା-ପାଣିଦିଆ ରୂପା ଥାଳିରେ ଅତିଥିମାନଙ୍କୁ ପରଷାଯିବ ଖାଦ୍ୟ
ନୂଆଦିଲ୍ଲୀ: ଆସନ୍ତା କାଲି ଆରମ୍ଭ ହେଉଥିବା ଦୁଇଦିନିଆ ଜି-୨୦ ଶିଖର ସମ୍ମିଳନୀ ପାଇଁ ସମ୍ପୂର୍ଣ୍ଣ ନୂଆଦିଲ୍ଲୀ ଚଳଚଞ୍ଚଳ ହୋଇପଡିଛି । ସେପ୍ଟେମ୍ବର ୯-୧୦ରେ ଆୟୋଜିତ ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ସ୍ୱତନ୍ତ୍ର ଭାବରେ!-->…
‘ଇଣ୍ଡିଆ’ ଜିଣିବା ଜରୁରୀ ନଚେତ ସମଗ୍ର ଦେଶ ମଣିପୁର, ହରିୟାନା ପାଲଟିଯିବ: ଏମ୍. କେ. ଷ୍ଟାଲିନ୍
ଚେନ୍ନାଇ: ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ‘ଡିଏମ୍କେ’ ଅଧ୍ୟକ୍ଷ ଏମ୍କେ ଷ୍ଟାଲିନ୍ ‘ସ୍ପିକିଙ୍ଗ୍ ଫର୍ ଇଣ୍ଡିଆ’ ନାମରେ ନିଜ ‘ପଡ୍କାଷ୍ଟ୍’ ଆରମ୍ଭ କରିଛନ୍ତି । ତାଙ୍କ ‘ପଡ୍କାଷ୍ଟ୍ ସିରିଜ୍’ର ପ୍ରଥମ ସଂସ୍କରଣରେ!-->…
ଦେଶ ଓ ରାଜ୍ୟର ସାର୍ବଭୈାମତ୍ୱକୁ ନଷ୍ଟ କରିବ ୱାନ ନେସନ ୱାନ ଇଲେକସନ୍ : ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ: ୱାନ ନେସନ ୱାନ ଇଲେକସନ ଭାରତର ସମସ୍ତ ରାଜ୍ୟ ଓ ଦେଶର ସାର୍ବଭୌମତ୍ୱ ପାଇଁ ବିପଦ । ଏହା ରାଜ୍ୟର ଅଧିକାରକୁ ଦବେଇବା ପାଇଁ ଏକ ବିଦ୍ଧିବଦ୍ଧ ଯୋଜନା ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ମତ ପ୍ରକାଶ କରିଛନ୍ତି । ୱାନ!-->…
ଚୀନର ବେଲ୍ଟ ଆଣ୍ଡ ରୋଡ ଇନସିଏଟିଭ୍ ପ୍ରକଳ୍ପରୁ ଓହରିବ ଇଟାଲୀ
ବେଜିଂ : ଚୀନର ବେଲ୍ଟ ଆଣ୍ଡ ରୋଡ ଇନସିଏଟିଭ୍ (ବିଆରଆଇ) ପ୍ରକଳ୍ପରେ ସାମିଲ ହୋଇଥିବା ଇଟାଲୀ ଏବେ ଏଥିରୁ ଓହରିଯିବାକୁ ଯୋଜନା କରିଛି । ତିନିଦିନିଆ ବେଜିଂ ଗସ୍ତ ପୂର୍ବରୁ ଇଟାଲୀ ବୈଦେଶିକ ମନ୍ତ୍ରୀ ଆଣ୍ଟୋନିଓ ତାଜାନି କହିଛନ୍ତି!-->…
ଅକ୍ଟୋବରକୁ ‘ହିନ୍ଦୁ ଐତିହ୍ୟ ମାସ’ ଘୋଷଣା କଲା ଜର୍ଜିଆ
ଆଟ୍ଲାଣ୍ଟା: ରାଜ୍ୟର ପ୍ରଗତି ପ୍ରତି ଉଦ୍ଯୋଗୀ ହିନ୍ଦୁ-ଆମେରିକୀୟଙ୍କ ଅବଦାନକୁ ସମ୍ମାନପ୍ରଦାନପୂର୍ବକ ଆମେରିକୀୟ ପ୍ରଦେଶ ଜର୍ଜିଆ ଅକ୍ଟୋବର ମାସକୁ ‘ହିନ୍ଦୁ ଐତିହ୍ୟ ମାସ’ ରୂପେ ଘୋଷଣା କରିଛି । ଏକଥା ଘୋଷଣା କରି ଜର୍ଜିଆର!-->…