Browsing Category
ଆଭିମୁଖ୍ୟ
ରାଜ୍ୟ ସରକାରଙ୍କ ବିରୋଧରେ ସାମ୍ବିଧାନିକ ବ୍ୟବସ୍ଥା ଉଲ୍ଲଘଂନ ଅଭିଯୋଗ: ୩ ସପ୍ତାହରେ ଜବାବ ଦୋବକୁ ହାଇକୋର୍ଟଙ୍କ…
କଟକ: ସରକାର ତୃଣମୂଳ ସ୍ତରରେ ପ୍ରକଳ୍ପ କାର୍ଯ୍ୟକାରୀ କରିବା ସମୟରେ ସାମ୍ବିଧାନିକ ବିଦ୍ଧି ବ୍ୟବସ୍ଥାର ବିରୋଧାଚରଣ କରୁଛନ୍ତି ବୋଲି ଅଭିଯୋଗ ହୋଇଛି । ‘ଆମ ଓଡିଶା ନବୀନ ଓଡିଶା’ଅଧୀନରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହେବା!-->…
କିଏ ସତ କହୁଛି : ସମ୍ବାଦ ନା ସରକାର?
ରାଜ୍ୟରେ ମହାମାରୀ ମୃତ୍ୟୁର ମିଛ ଓ ସତ କଣ? ବାସ୍ତବରେ କେତେ ଜୀବନ ନେଲାଣି ମହାମାରୀ? ପ୍ରତିଦିନ ସଂକ୍ରମଣରେ କେତେ ସଂଖ୍ୟାରେ ଲୋକେ ପ୍ରାଣ ହରାଉଛନ୍ତି । ମହାମାରୀ ମୁକାବିଲା ଭିତରେ ଏଭଳି ଅନେକ ପ୍ରଶ୍ନ ଏବେ ଲୋକଙ୍କ ମନରେ ଉଙ୍କି!-->…
ଭୋଟ ପାଇବାକୁ ଭଣ୍ଡାର ଖୋଲିଦେଇଥିଲେ?
() ଥରେ ଚିନ୍ତା କରନ୍ତୁ, ନିର୍ବାଚନ ଜିତିବାକୁ କଣ ଆବଶ୍ୟକ । ଗୋଟିଏ ସରକାର ତାର ପାଂଚ ବର୍ଷର ବିକାଶମୂଳକ କାର୍ଯ୍ୟକୁ ପାଥେୟ କରି ଲୋକଙ୍କ ନିକଟକୁ ଭୋଟ ମାଗିବାକୁ ଯିବ ନା ଶହ ଶହ କୋଟିର ବିଜ୍ଞାପନ ଉଭୟ ପେପର ଆଉ ଟିଭିରେ ଦେଇ!-->…
ବିଜେପି ପରାସ୍ତ, ବିଜେଡି ଆଶ୍ୱସ୍ତ
ପଶ୍ଚିମବଙ୍ଗରେ ବିଜେପି ପରାସ୍ତ, ଓଡ଼ିଶାରେ ବିଜେଡି ଆଶ୍ୱସ୍ତ । ବଙ୍ଗ ଦଖଲ ପାଇଁ ବିଜେପି ଯେଉଁ ସ୍ୱପ୍ନ ଦେଖୁଥିଲା ତାହାକୁ ଚୁରମାର କରିଛନ୍ତି ଦିଦି । ମମତାଙ୍କ ଲୋକପ୍ରିୟତା ଆଗରେ କାମ କରିନି ମୋଦି ମ୍ୟାଜିକ । ପଶ୍ଚିମବଙ୍ଗରେ!-->…
ମହାମାରୀ ମୁକାବିଲା କାହା ପାଇଁ ? ଧନୀ ନା ଗରିବଙ୍କ ପାଇଁ…
ଭୂତାଣୁର ଭୟ ଘାରୁଛି, କରୋନା କଲବଲ କରୁଛି । ନା ଠିକ୍ ସମୟରେ ଅକ୍ସିଜେନ ମିଳୁଛି, ନା ଟିକା କେନ୍ଦ୍ରରେ ଭିଡ କମୁଛି । ହସ୍ପିଟାଲରେ ବେଡ ମିଳୁନି, ରୋଗୀ ବାରଣ୍ଡାରେ ଶୋଉଛି । ଭୟରେ ଦିନ ଆରମ୍ଭ ହେଉଛି, ଆଶାରେ ଦିନ ଶେଷ ହେଉଛି ।!-->…
ଦିଲ୍ଲୀର ଦିଲ୍ ଜିତିଲେ ବୋଥ୍ରା…
ଅମ୍ଳଜାନ ବିନା ଆଉ ଦୌଡି ପାରୁନଥିଲା ଦିଲ୍ଲୀ । ରାଜଧାନୀର ଛାତି ଉପରେ ଅକ୍ସିଜେନ ବିନା ଛଟପଟ ହେଉଥିଲା ଜୀବନ । ନିଶ୍ୱାସ ନମିଳିଲେ ନିରବିଯିବ ପ୍ରାଣ । ହାତରେ ସମୟ ସ୍ୱଳ୍ପ, ଅଧରାତିରେ ସରିଯିବ ସଞ୍ଚିତ ସିଲିଣ୍ଡର । ବାଜିରେ!-->…
ପରାଜୟ ଭୟରେ ପ୍ରଚାର ମୈଦାନ ଛାଡୁନି କି ପଦ୍ମ ଶିବିର?
କରୋନା ସଂକ୍ରମଣ ସାଂଘାତିକ ରୂପ ଧାରଣ କରିଥିବା ବେଳେ ଲୋକଙ୍କ ମନରେ ପୁଣିଥରେ ଭୂତାଣୁ ଭୟ ବଢିବାରେ ଲାଗିଛି । ପରସ୍ପର ଠାରୁ ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ହିଁ ଏକମାତ୍ର ସୁରକ୍ଷାକବଚ ବୋଲି ଲୋକଙ୍କୁ ସତର୍କ କରାଯାଉଛି!-->…
ଏତେ ଭକ୍ତି କାହିିଁକି?
ନିର୍ବାଚନ ବେଳେ ଆକ୍ଷେପ, ଅପମାନ, ଆଉ ନିର୍ବାଚନ ପରେ ଅଙ୍କଲ ବୋଲି କହି ନିଜର ଭାବମୂର୍ତ୍ତି ସଜାଡିବା । ରଙ୍ଗ ବଦଳାଉଥିବା ଏଣ୍ଡୁଅ ପାଖରେ ବି ରାଜନେତାଙ୍କର ଏଭଳି ରଙ୍ଗ ପରିବର୍ତ୍ତନ ଫିକା ପଡିଯିବ । ଆଉ ସେହିଭଳି ରାଜନେତାଙ୍କ!-->…
ବିଜେପିର ଭରସା ଭର୍ତ୍ତୃହରି!
ବିଜେପିର ମହତାବ କାର୍ଡ । ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଓ ପରେ ପରେ ରାଜ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡି ସାଂସଦ ଭର୍ତ୍ତୃହରି ମହାତାବଙ୍କୁ ପ୍ରଂଶସା କରିବା କେଉଁଠି ନା କେଉଁଠି ନୂଆ ରାଜନୈତିକ ଚର୍ଚ୍ଚାକୁ!-->…
ସମ୍ବିତ ମାନିଲେ, ଭୁବନେଶ୍ୱର ସାଂସଦ କେବେ ମାନିବେ?
ସମ୍ବିତ ମାନିଲେ, ଭୁବନେଶ୍ୱର ସାଂସଦ କେବେ ମାନିବେ?ଏ ପ୍ରଶ୍ନ ସେତେବେଳେ ଉଠିଛି ଯେତେବେଳେ ଦଳର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ଏକ ଟ୍ୱିଟ୍ ସାମ୍ନାକୁ ଆସିଛି । ଯେଉଁଥିରେ ରାଜ୍ୟ ପଦ୍ମପୋଖରୀର ପୋଷ୍ଟରବୟ ତଥା!-->…