Browsing Category
କାରସାଦି
୩୫ ବର୍ଷରେ ୫୦୦ ଚୋରି
କମିଶନରେଟ ପୋଲିସ ହାତରେ କୁଖ୍ୟାତ ଚୋର । ୩୫ ବର୍ଷରେ କରିଛି ୫୦୦ ଚୋରି । କମିଶନରେଟ ପୋଲିସ ହାତରେ ଧରାପଡିଛି କୁଖ୍ୟାତ ଲୁଟେରା ହେମନ୍ତ ଦାସ । ରାଜ୍ୟ ଓ ରାଜ୍ୟ ବାହାରେ ୫୦୦ଟି ଚୋରି କରିଛି ହେମନ୍ତ । କମିଶନରେଟ ପୋଲିସ ଅଧିନରେ!-->…
ଖୋଲିବ ଡିଆରଡିଓ ତଥ୍ୟ ଲିକ୍ ଗୁମର !
ଖୋଲିବ ଡିଆରଡିଓ ତଥ୍ୟ ଲିକ୍ ଗୁମର । ମାମଲାରେ ଗିରଫ ୫ ଅଭିଯୁକ୍ତଙ୍କୁ କଟକ ମୁଖ୍ୟାଳୟଙ୍କୁ ଆଣିଛି କ୍ରାଇମବ୍ରାଞ୍ଚ । ପାକିସ୍ତାନକୁ ଜାତୀୟ ସୁରକ୍ଷା ସମ୍ପର୍କିତ ତଥ୍ୟ ପଠାଇବା ମାମଲାରେ ଗିରଫ ଅଭିଯୁକ୍ତଙ୍କୁ ଆଜିଠୁ ଜେରା କରିବ!-->…
ପାକିସ୍ତାନୀ ମହିଳାଙ୍କ ସହ କେମିତି ସଂପର୍କରେ ଆସିଥିଲେ?
ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ତଥ୍ୟ ଲିକ୍ ଘଟଣାରେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ତଥ୍ୟ ଲିକ୍ ଘଟଣାରେ ମିଳିଛି ହନି ଟ୍ରାପ୍ ଲିଙ୍କ୍। ୪ ଠିକା କର୍ମଚାରୀ ଗିରଫ ଘଟଣାରେ ଏହି ନୂଆ ତଥ୍ୟ ମିଳିଛି। ଏହି ୪ ଠିକା କର୍ମଚାରୀ!-->…
ପ୍ରେମ ପାଇଁ ରଚିଥିଲା ଅପହରଣର ନାଟକ !
ସ୍ୱିଗୀ ଡେଲିଭରୀ ବୟଙ୍କୁ ଅପହରଣକୁ ନେଇ ସସ୍ପେନ୍ସ । ପ୍ରେମ ପାଇଁ ରଚିଥିଲା ଅପହରଣ ନାଟକ । ଟ୍ରେନ୍ ଯୋଗେ ରାଜ୍ୟ ବାହାରକୁ ପଳାଇଥିଲା । ମଧ୍ୟପ୍ରଦେଶରୁ ପତିତପାବନଙ୍କୁ ଠାବ କଲା ପୋଲିସ । ରେଲୱେ ପୋଲିସ ସହାୟତାରେ ଉଦ୍ଧାର କଲା!-->…
ମାନସ ଦାସକୁ କିଏ ଦେଉଛି ସୁରକ୍ଷା?
ମାନବବାଦୀ ସଙ୍ଗଠନର ମୁଖ୍ୟ ମାନସ ଦାସଙ୍କୁ ସୁରକ୍ଷା ଦେଉଛି କିଏ? କାହିଁକି ପୋଲିସ ମାନସଙ୍କ ହାତରେ ହାତକଡି ପକାଇବାକୁ ପଛଘୁଞ୍ଚା ଦେଉଛି? ମାନସଙ୍କ ଗିରଫଦାରୀ ଅଟକାଇବାକୁ ପୋଲିସ ଉପରେ ପଡୁଛି କି ଚାପ? ପୁଳା ପୁଳା ଅଭିଯୋଗ!-->…
ଡ୍ରାଇଭର ହିଁ ମାଷ୍ଟରମାଇଣ୍ଡ
ବ୍ରହ୍ମପୁର: ବ୍ରହ୍ମପୁର ବଡ଼ବଜାର ଥାନା ନିକଟସ୍ଥ ଆସିକା ରୋଡ୍ରେ ଥିବା ଆକ୍ସିସ ବ୍ୟାଙ୍କ ସାମନାରୁ ଏଟିଏମ ଟଙ୍କା ଲୋଡିଂ ଭ୍ୟାନ ଅପହରଣ ଘଟଣାରେ ପୋଲିସକୁ ମିଳିଛି ସଫଳତା । ଗାଡିର ଚାଳକ ଆଶିଷ ଦିଗାଲ ହିଁ ନିଜେ ଅପହରଣ ନାଟକ!-->…
ବିଡ଼ା ବିଡ଼ା ନକଲି ନୋଟ୍
ସମ୍ବଲପୁରରେ ବଡ଼ ଧରଣର ନକଲି ନୋଟ୍ ରାକେଟର ପର୍ଦ୍ଦାଫାସ । ୧୩ ଲକ୍ଷ ୮୫ ହଜାର ଜାଲ ନୋଟ୍ ଜବତ କଲା ସମ୍ବଲପୁର ପୁଲିସ । ୭ ଦିନ ତଳେ ଟାଉନ୍ ଥାନା ଅଞ୍ଚଳରୁ ଏକ ନକଲି ନୋଟ୍ ମିଳିବା ଘଟଣାରେ ପୁଲିସ୍ ଖୋଳତାଡ଼ କରୁ କରୁ ପୋଲିସ!-->…
ଇଡି ସ୍କାନରରେ ବିରଞ୍ଚି ସାହୁ
ଇଡି ସ୍କାନରରେ କୋଟିପତି ପିଏସ୍ ବିରଞ୍ଚି ସାହୁ। ବିରଞ୍ଚିଙ୍କ ଅର୍ଥ କାରବାର ମାମଲାର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।କେଉଁ ଉତ୍ସରୁ ବିରଞ୍ଚି ଏତେ ଟଙ୍କା ଉପାର୍ଜନ କଲେ ତାହାର ଖୋଳତାଡ଼ କରିବାକୁ ମାମଲା ହାତକୁ ନେଇଛି!-->…
ବିରଞ୍ଚିଙ୍କୁ ବାଧ୍ୟତାମୂଳକ ଅବସର
ଗିରଫ, ନିଲମ୍ବନ ପରେ ପିଏସ ବିରଞ୍ଚି ସାହୁଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟ ସରକାର । ବିରଞ୍ଚି ସାହୁଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଆଜି ସକାଳେ ଓଏସଏସସିର ଅଧ୍ୟକ୍ଷ ନିର୍ମଳ ମିଶ୍ର!-->…
ଘରୁ ମିଳିଲା ପୁଳାପୁଳା ଟଙ୍କା
ଓଡ଼ିଶା ଷ୍ଟାଫ ସିଲେକସନ କମିସନଙ୍କ ପିଏସଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ବେଳେ ଜବତ ହୋଇଛି ପୁଳା ପୁଳା ଟଙ୍କା । ଷ୍ଟାଫ୍ ସିଲେକ୍ସନ୍ କମିଶନ ସଦସ୍ୟଙ୍କ ପ୍ରାଇଭେଟ୍ ସେକ୍ରେଟାରୀ ବିରଞ୍ଚି ନାରାୟଣ ସାହୁଙ୍କ ଭୁବନେଶ୍ୱରସ୍ଥିତ ଘରେ ହୋଇଛି!-->…