THE BYAPINI
Browsing Category

କାରସାଦି

ବଲାଙ୍ଗୀର: ବନ୍ଧୁକ ମୁନରେ ପ୍ରେମ

ବଲାଙ୍ଗିର ସହରରେ ଆଜି ଏମିତି ଏକ ଘଟଣା ଘଟିଥିଲା ଯାହା ପୁରା ରାଜ୍ୟରେ ଚାଂଚଲ୍ୟ ଖେଳାଇ ଦେଇଥିଲା । ପ୍ରେମ ପାଇଁ ଜଣେ ବଦମାସ ପ୍ରେମିକ ପୁଲିସକୁ ନାକେଦମ କରିଦେଇଥିଲା । । ଘରେ ପଶି ଯୁବତୀଙ୍କ ସଂପର୍କୀୟଙ୍କୁ ୫ ଘଂଟା ଧରି

କଟକ: ପେଟିପେଟି ନକଲି ଔଷଧ

କରୋନା ବେଳେ ରୋଗୀଙ୍କ ଜୀବନକୁ ନେଇ ଚାଲିଛି ଖେଳ । ମୁନାଫାଖୋର ଔଷଧ ବ୍ୟବସାୟୀମାନେ କରୋନା ପ୍ରତିଷେଧକ ଜୀବନ ରକ୍ଷାକାରୀ ଔଷଧ ନାଁରେ ଲୋକଙ୍କୁ ଲୁଟୁଥିବାର ପ୍ରମାଣ ଦେଖିବାକୁ ମିଳିଛି । କଟକରେ ଅନେକ ସମୟରେ ବିିଭନ୍ନ ନକଲି

ଲକ୍‌ଡାଉନରେ ମାତିଲେ ଲୁଟେରା

ଲକ୍‌ଡାଉନ କଟକଣା ଭିତରେ ମାତିଛନ୍ତି ଲୁଟେରା । ମହିଳାଙ୍କ ବେକ କାଟି ଲୁଟ ଉଦ୍ୟମ । ରାଜଧାନୀରେ ବିଚ ରାସ୍ତା ଉପରେ ଘଟିିଛି ଏଭଳି ଅଭାବନୀୟ ଘଟଣା । ଭୁବନେଶ୍ବର ନୟାପଲ୍ଲୀ ଭିଆଇପି ରୋଡ଼ରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ ।

ଜେଲ ଭିତରେ ଚାଲିଛି କ’ଣ?

ଜମୁଛି ନାଚ, ଗୀତର ଆସର । ସଂକୀର୍ତନ ସାଂଗକୁ ଧୂଆଁରେ ଉଡୁଛି ଗଂଜେଇ ଚିଲମ । ପୁରା ରଂଗୀନ ମୁଡରେ ସମସ୍ତେ ।ଏହା କୌଣସି ବାହାରର ଚିତ୍ର ନୁହେଁ ଏ ଦୃଶ୍ୟ ହେଉଛି ଏକ ଜେଲ ପରିସରର । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି

ହେରୋଇନର ହଟସ୍ପଟ ହଳଦୀପଡ଼ିଆ …

ନକଲି ସାମ୍ବାଦିକ, କୁଜି ରାଜନେତା ଓ ଦୁର୍ନୀତିଖୋର ପୋଲିସ କର୍ମଚାରୀଙ୍କ ମଧୁଚନ୍ଦ୍ରିକାରେ ଜହର ବେପାର…ରାଜଧାନୀର ଛାତି ଉପରେ ଥିବା ହଳଦୀପଡ଼ିଆ ବସ୍ତି ଏବେ ଭୁବନେଶ୍ୱର ତଥା ସମଗ୍ର ରାଜ୍ୟ ପାଇଁ ଅପରାଧର ଏନ୍ତୁଡ଼ିଶାଳ ପାଲଟିଗଲାଣି

ଏଥର ଆଉ ମହାଦୁର୍ନୀତି ହେବନି ତ?

ଖଣି ମହାଦୁର୍ନୀତି ଉପରୁ ସଂପୁର୍ଣ୍ଣ ଭାବେ ନଜର ହଟିନଥିବା ବେଳେ ଏବେ ପୁଣି ସେମିତି ସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଲାଣି । ୬୦ ହଜାର କୋଟି ଖଣି ଦୁର୍ନୀତି କଥା ମନରୁ ଲିଭିନଥିବା ବେଳେ ପୁଣି ଖଣି ଖୋଳା ଜୋର ଧରିଛି ।

ଟଙ୍କା ପାଇଁ ଝରାଫୁଲକୁ ହତ୍ୟା

ବହୁ ଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣା ଉପରୁ ପରଦା ହଟିଛି । ଟଙ୍କା ନେଣଦେଣକୁ କେନ୍ଦ୍ର କରି ଝରାଫୁଲଙ୍କୁ ହତ୍ୟା କରିଥିଲା ପୁରୁଷ ବନ୍ଧୁ ରାକେଶ ସ୍ବାଇଁ । ଫେରାର ଅଭିଯୁକ୍ତ ଶକ୍ତି ଶେଖର ସ୍ୱାଇଁ ଗିରଫ ପରେ

ଫେରାର କରିଥିଲେ ବନ୍ଧା ହେଲେ

କଟକ ଏସସିବିରୁ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ପୋଲିସର କାର୍ୟ୍ୟାନୁଷ୍ଠାନ । ଫେରାର ହେବା ଘଟଣାରେ ଆଉ ୨ ଜଣଙ୍କୁ ଗିରଫ କରାଯାଇଛି। ୨ ଅଭିଯୁକ୍ତ ସମ୍ବଲପୁର ଜେଲ ଓ୍ବାର୍ଡର ଏବଂ ହାଇଦରର ସୁରକ୍ଷା ଦାୟିତ୍ବରେ ଥିବା

୧୨୦ ଘଂଟାର ଅପରେସନ

କେମିତି ଧରାପଡିଲା କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର? ୧୨୦ ଘଂଟା ଅପରେସନର ପୁରା କାହାଣୀ କହିଛନ୍ତି ପୋଲିସ କମିଶନର । କଟକରୁ ଫେରାର ହେବାର ୧୨୦ ଘଣ୍ଟାର ଅପରେସନ୍ ପରେ ସୁଦୂର ତେଲେଙ୍ଗାନାରୁ ଏହି ମୋଷ୍ଟ ୱାଣ୍ଟେଡ ଗ୍ୟାଙ୍ଗଷ୍ଟାରକୁ

ପୁଲିସ ହାତରେ ଫେରାର ଗ୍ୟାଙ୍ଗଷ୍ଟର

୬ ଦିନ ପରେ ଫେରାର ଗ୍ୟାଙ୍ଗଷ୍ଟର ହାଇଦରକୁ ଗିରଫ କରିଛି ପୁଲିସ । ତେଲେଙ୍ଗାନାରୁ ଗିରଫ କରାଯାଇଛି । କମିଶନରେଟ୍ ପୋଲିସର ସ୍ୱତନ୍ତ୍ର ଟିମ୍ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରକୁ ଗିରଫ କରିବାରେ ସଫଳ ହୋଇଛନ୍ତି । ପୋଲିସ କମିଶନର