THE BYAPINI
Browsing Category

କାରସାଦି

କେଉଁଠି ଅଛି ହାଇଦର..ସହଯୋଗୀ କରିବ ପର୍ଦ୍ଦାଫାଶ?

ବହୁ ଚର୍ଚ୍ଚିତ ଗ୍ୟାଙ୍ଗଷ୍ଟାର ହାଇଦର ଫେରାର୍କୁ ୩୬ ଘଣ୍ଟା ବିତି ସାରିଥିଲେ ମଧ୍ୟ ତା’ର ପତ୍ତା ପାଇନି କମିଶନରେଟ୍‌ ପୁଲିସ୍‌। ହାଇଦରକୁ ଧରିବାକୁ ପୁଲିସ ତନାଘନା ଚଳାଇଥିବା ବେଳେ ହାଇଦରର ମୁଖ୍ୟ ସହଯୋଗୀ କୁହାଯାଉଥିବା ୟାକୁବ୍

ଅପରେସନ ‘ହାଇଦର’

ମହାମାରୀ କରୋନାର କମବ୍ୟାକ ପରେ ସମସ୍ତଙ୍କ ନଜର ସେପଟେ ଥିବା ସେହି ସମୟରେ ପୁଲିସକୁ ବଡ଼ ଚକମା ଦେଇଛି ଗ୍ୟାଙ୍ଗଷ୍ଟର ହାଇଦର । ପୁଲିସ ଆଖିରେ ଧୁଳି ଦେଇ ଏସିସିିବି ମେଡିକାଲରୁ ଚମ୍ପଟ ମାରିଛି । କେମିତି ପୁଲିସ ଆଖିରେ ଧୁଳିଦେଇ

ହାଇଦର: ସମ୍ବଲପୁରରୁ କଟକ ଆସିଲା କେମିିତି?

ଗ୍ୟାଙ୍ଗଷ୍ଟର ହାଇଦର ଏସସିବିରୁ ଚମ୍ପଟ ମାରିବା ପରେ ପୁଲିସର ନିଦ ହଜାଇଦେଇଛି । ସବୁ ଜିଲ୍ଲାରେ ପୁଲିସଙ୍କୁ ଆଲର୍ଟ କରାଯିବା ସହ ସହରର ସମସ୍ତ ପ୍ରବେଶ ପଥ ସିଲ୍ କରାଯିବା ସହ ନାକାବନ୍ଦୀ କରାଯାଇ ଯାଞ୍ଚ ଜାରି ରହିଛି। ହାଇଦରକୁ

ସିପାହୀ ସ୍ତ୍ରୀଙ୍କ ସାଂଘାତିକ ଅଭିଯୋଗ

ମୋ ସ୍ୱାମୀଙ୍କୁ ଝିଅ ଯୋଗାଇବା ପାଇଁ ବାଧ୍ୟ କରାଯାଉଥିଲା। ସେ ନ ମାନିବାରୁ ତାଙ୍କୁ ଟ୍ରାନ୍ସଫର୍‌ କରିବା ସହ ଚାକିରିରୁ ବାହାର କରିବା ପାଇଁ ଧମକ ଦିଆଯାଉଥିଲା। ଏଭଳି ସଙ୍ଗୀନ ଅଭିଯୋଗ କୌଣସି ସାଧାରଣ ଲୋକ ନୁହେଁ ବଂର ଆସିଛି

ଭୁଲ୍ କାହାର ଭୋଗିଲା କିଏ?

୨୦୧୭ ସେପଟେମ୍ବର ମାସର କଥା । ରାଜଧାନୀର ଛାତି ଉପରେ ତିଆରି ଚାଲିଥିବା ବୋମିଖାଲ ବ୍ରିଜର ୧୦ ମିଟରର ଏକ ସ୍ଲାବ ଭୁଶୁଡିପଡିଲା । କେହି ମଧ୍ୟ ଏହି କଥାକୁ ଭୁଲିନଥିବେ ଆଉ ନିହାତି ଭାବେ ମନେ ରଖିଥିବେ କିଭଳି ରାଜ୍ୟର ସମସ୍ତ

ଉପାସନାଙ୍କ ଯାଏଁ ପହଁଚିବ କି ପୋଲିସର ହାତ?

ନୟାପଲ୍ଲୀରେ ଘରେ ପଶି ବ୍ୟାପକ ଭଙ୍ଗାରୁଜ୍ଜା ମାମଲାରେ ବିଜେପି ନେତ୍ରୀ ଉପାସନା ମହାପାତ୍ରଙ୍କ ନାଁରେ ମାମଲା ରୁଜ୍ଜୁ ହେବାପରେ ଏବେ କମିଶନରେଟ ପୋଲିସ ଉପରେ ସମସ୍ତଙ୍କ ନଜର ରହିଛି । ଏହି ବିଜେପି ନେତ୍ରୀଙ୍କୁ ଗିରଫ କରିବାକୁ

ନିର୍ଦ୍ଦୋଷ ଗିରଫ ପାଇଁ ଦାୟୀ କିଏ?

୨୦୧୯, ମାର୍ଚ୍ଚ ମାସର କଥା । ୨୦୧୩ରେ ହୋଇଥିବା ଏକ ହତ୍ୟାକାଣ୍ଡ ମାମଲାରେ ଜଣଙ୍କୁ ଗିରଫ କରିଥିଲା କମିଶନରେଟ ପୋଲିସ । ଏକ ଜାମିନ ଗିରଫ ପରୱାନା ଜରିଆରେ ଗିରଫ ହୋଇଥିବା ବ୍ୟକ୍ତିଙ୍କୁ କୋର୍ଟରେ ହାଜର କରାଯାଇଥିଲା । ତୁରନ୍ତ

ରକ୍ଷକ ନା ଭକ୍ଷକ : ଭାଗ – ୦୧

ରାଜଧାନୀରେ ଘରେ ପଶି ୫୦ ପାଖାପାଖି ଯୁବକ ଆତଙ୍କରାଜ ଖେଳାଉଛନ୍ତି । ନୟାପଲ୍ଲୀ ଥାନା ଠାରୁ ମାତ୍ର କେଇ କିଲୋମିଟର ମଧ୍ୟରେ ଘଟଣା ଘଟୁଛି । ହେଲେ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ଜଣେ

କଙ୍କାଳ : ପ୍ରଶ୍ନ ଅଧିକ ଉତ୍ତର କମ୍ !

ଗତ ଦୁଇ ଦିନ ଧରି ସମସ୍ତଙ୍କୁ ଦୋହଲାଇ ଦେଲା ଭଳି ଗୋଟିଏ ଖବର ଉପରେ ସମସ୍ତଙ୍କର ନଜର ରହିଛି । ଥାନା ଫାଣ୍ଡି ସାମ୍ନାରୁ ଜବତ ଗାଡି ଭିତରେ ଥିଲା ଜଣେ ମହିଳାଙ୍କ କଙ୍କାଳ । ଏହା ଶୁଣିଲେ ଦେହ ଶିତେଇ ଯାଉଛି । ପ୍ରାୟ ମାସେ ତଳେ ଏହି

ଖୋଲିଥିଲେ କାହିଁକି, ବନ୍ଦ କଲେ କାହିଁକି?

ବନ୍ଦ ହୋଇଗଲା ବିଜୁ ଯୁବ ବାହିନୀ । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା । ବିଧାୟକ ଭବାନୀ ଶଙ୍କର ଭୋଇଙ୍କ ପ୍ରଶ୍ନର ଉତ୍ତର ରଖୀ ମନ୍ତ୍ରୀ କହିଛନ୍ତି, ଚଳିତ ଆର୍ଥିକ ବର୍ଷ ୨୦୨୦-୨୧ରେ