THE BYAPINI
Browsing Category

କାରସାଦି

ବିହାରରୁ ଆସୁଥିଲା ବନ୍ଧୁକ..

ଜେଲରେ ଥାଇ ମଧ୍ୟ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ବ୍ରଦର୍ସ ବାହାରେ କିଭଳି ନିଜର ଅପରାଧ ସାମ୍ରାଜ୍ୟ ଚଳାଇଛନ୍ତି । ଏନେଇ ସାମ୍ବାଦିକ ସମ୍ମିଳନୀ କରି ପୁରା ତଥ୍ୟ ଦେଇଛନ୍ତି ପୁଲିସ କିମସନର । ବିହାର ମୁଙ୍ଗେରରୁ ବନ୍ଧୁକ ମଗାଇ କାରବାର

ରିମାଣ୍ଡ ଖୋଲିଲା ‘ପାଠକ’ଙ୍କ ମିଛ ପେଡ଼ି

ରିମାଣ୍ଡ ଅବଧି ସରିବା ପରେ ଜେଲ ଯାଇଛନ୍ତି ଆଇଏଫଏସ ଅଭୟକାନ୍ତ ପାଠକ ଓ ଆକାଶ ପାଠକ । ୩ ଦିନିଆ ରିମାଣ୍ଡରେ ପାଠକ ବାପା,ପୁଅଙ୍କୁ ନେଇ ଭିଜିଲାନ୍ସ ଗୁଡାଇତୁଡାଇ ପ୍ରଶ୍ନ କରିବା ପରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟା ମିଳିଛି । ଜେରା

ଫୁଟାଣି ମାରି ଫଶିଗଲେ !

ଆରମ୍ଭରୁ ବହୁ ମୁହଁ ଫୁଟାଣି ମାରିଲେ । କେଉଁ ବାଲି ମାଫିଆ କିମ୍ବା ମଦ ମାଫିଆ ସହ ମୋର ସଂପର୍କ ନାହିଁ । ହେଲେ ଶେଷରେ ଯେଉଁ ବ୍ୟାଙ୍କ ଷ୍ଟେଟମେଂଟ ମିଳିଲା ଏବଂ ଆକାଶ ପାଠକଙ୍କ ନାଁରେ ଲୋକଙ୍କ ଠାରୁ ଟଙ୍କା ଆଦାୟ କରିବା ମହଙ୍ଗା

‘ପାଠକ’ଙ୍କ ପୁରୁଣା ଫାଇଲର ଚାଲିଛି ଯାଂଚ

ଗୋଟିଏ ଦିନରେ ଏକା ସାଂଗରେ ପାଂଚ ପାଂଚଟି ସ୍ଥାନରେ ରେଡ୍ । ଭୁବନେଶ୍ୱର,ସମ୍ବଲପୁର,ସୁନ୍ଦରଗଡ, ବ୍ରହ୍ମପୁର, ଅନୁଗୁଳରେ ଛାପା ମାରିଛି ଭିଜିଲାନ୍ସ । ଆଇଏଫଏସ ଅଫିସର ଅଭୟକାନ୍ତ ପାଠକଙ୍କ ଆର୍ଥିକ କାରବାର ନେଇ ଜୋରଦାର ଖୋଳତାଡ଼

ଖାଦ୍ୟ ସାମଗ୍ରୀରେ ବିଷ!

ନକଲିର ହବ୍ ପାଲଟିଛି କଟକ ସହର । ଗତ କିଛି ଦିନ ହେବ କଟକର କୌଣସି ନା କୌଣସି ସ୍ଥାନରେ ଖାଦ୍ୟ ସାମଗ୍ରୀର ନକଲି କାରଖାନା ଉପରେ ଚଢାଉ କରୁଛି ପୁଲିସ । ତେବେ ଏତେ ପରିମାଣର ନକଲି କାରଖାନା ଚାଲୁଥିବା ବେଳେ ପୁଲିସ ଆଗରୁ କେମିତି

୩ ମାମଲା… ମୂଳରେ ପହଁଚିପାରିବେ ତ ଟିମ୍ ଅଭୟ?

ରାଜ୍ୟରେ ହଠାତ୍ ରାଜନୈତିକ ଅଙ୍କକଷା ଠାରୁ ତଦନ୍ତକାରୀ ସଂସ୍ଥାର ନିରପେକ୍ଷତା ଓ ଦକ୍ଷତାକୁ ନେଇ ସବୁଠାରୁ ଅଧିକ ଚର୍ଚ୍ଚା । କାରଣ ତିନୋଟି ପ୍ରସଙ୍ଗ ଯାହା ରାଜନୈତିକ ଝଡ ସୃଷ୍ଟି କରିବାର ଆଶଙ୍କା ରହିଛି, ଯେଉଁଥିରେ ସାଧାରଣ ଲୋକ

ଜେଲରେ କେମିତି ଅଛନ୍ତି ‘ପାଠକ’ ବାପ, ପୁଅ?

‘ପାଠକ’ ବାପ, ପୁଅଙ୍କ ରଂଗୀନ ଦୁନିଆର ସଉକ ଶେଷ ହୋଇଛି । ପଂଚତାରକା ହୋଟେଲରେ ଖାଇବା, ବିଳାସପୂର୍ଣ୍ଣ ଫ୍ଲାଟରେ ରହିବା ନିଶା ଏବେ ଉତରି ଯାଇଛି । ଝାରପଡା ଜେଲର ସଂଗରୋଧ ୱାର୍ଡରେ ପାଠକ ବାପ, ପୁଅଙ୍କ ଏବେ ଦିନ ରାତି କାଟୁଛନ୍ତି ।

ଅଜୟ ଦେବଗନଙ୍କ ‘ରେଡ୍’ ଫିଲ୍ମ ଭଳି ଅଭୟକାନ୍ତଙ୍କ କାହାଣୀ…

ଅୟସଭରା ଜୀବନରୁ ଜେଲର ଅନ୍ଧାର । ଚାକଚକ୍ୟ ଚାଲିଚଳନରୁ ଜେଲର ଚଟାଣ । ଜଙ୍ଗଲୀ ବାବୁଙ୍କ ଜଙ୍ଗଲ ରାଜର ରାଜୁତି ଯେମିତି ମାଡି ମାଡି ଚାଲିଥିଲା, ସେମିତି ବି ତଳ ତଳକୁ ଖସି ଆସିଛି । ଦିନେ ଅୟସ ଆରାମରେ ଆଲିସାନ ହୋଟେଲରେ ଶୋଇ ହାଇ

ପର୍ଦ୍ଦାଫାସ୍ ହେଲା କଟକ ସୁନା ଚୋରିର ନାଟକ..ଲୁଟର ମାଷ୍ଟର ମାଇଣ୍ଡ ସଂସ୍ଥାର କର୍ମଚାରୀ ।

କଟକ ଆଇଆଇଏଫଏଲ ସୁନାଋଣ ସଂସ୍ଥା ଲୁଟ ଘଟଣାର ପର୍ଦ୍ଦାଫାଶ କରିଛି କମିସନରେଟ ପୁଲିସ । ୬ ଦିନ ଭିତରେ ଘଟଣା ଉପର ହଟିଛି ପରଦା । ଲୁଟର ମୁଖ୍ୟସୂତ୍ରଧାରୀ ଆଉ କିଏ ନୁହଁନ୍ତି, ସଂସ୍ଥାର କର୍ମଚାରୀ । ୬ ଜଣ ଅଭିଯୁକ୍ତଙ୍କ ଗିରଫ କରିବା

ବୁମ ଦେଖାଇ ଦାଦାବଟି: ସାମ୍ବାଦିକ ନାଁରେ ଦଲାଲୀ କରୁଥିବା ୬ ନକଲି ସାମ୍ବାଦିକ ଗିରଫ ।

ବଟି ନେଇ ଗିରଫ ହେଲେ ସାମ୍ବାଦିକତା ନାଁରେ ଦଲାଲୀ କରୁଥିବା ୬ ନକଲି ସାମ୍ବାଦିକ । ରାଜଧାନୀରେ ଏକ ଘିଅ କମ୍ପାନୀଠାରୁ ବଟି ମାଗି ଏକ ୱେବ ଚ୍ୟାନେଲର ୬ ଜଣ ନକଲି ସାମ୍ୱାଦିକ ଗିରଫ ହୋଇଛନ୍ତି । କମ୍ପାନୀର ମାଲିକଙ୍କୁ ଧମକାଇ ୧