THE BYAPINI
Browsing Category

କାରସାଦି

ଲୋକସଭା ନିର୍ବାଚନ ଏକାକୀ ଲଢ଼ିବ ବିଏସପି

ଲକ୍ଷ୍ନୌ: ସାଧାରଣ ନିର୍ବାଚନକୁ ନେଇ ବହୁଜନ ସମାଜବାଦୀ ପାର୍ଟି ସୁପ୍ରିମୋ ମାୟାବତୀଙ୍କ ବଡ଼ ଘୋଷଣା । ୨୦୨୪ ଲୋକସଭା ନିର୍ବାଚନରେ ଏକାକୀ ଲଢ଼ିବ ବିଏସପି । ନିର୍ବାଚନରେ କୌଣସି ଦଳ କିମ୍ବା ମେଣ୍ଟ ସହ ମିଶିବ ନାହିଁ ତାଙ୍କ ଦଳ ।

ବାଲେଶ୍ୱରରୁ ଲଢ଼ିବେନି ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ:   ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ନବ । ବାଲେଶ୍ୱର ଲୋକସଭା ଆସନରୁ ଲଢିବେନି କେନ୍ଦ୍ରରେଳମନ୍ତ୍ରୀ । ଘନ ଘନ ବାଲେଶ୍ୱର ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ୟ୍ୟକ୍ରମରେ ସାମିଲ

ରେଢାଖୋଲରୁ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ସିଧାସଳଖ ବର୍ଷିଲେ ପାଣ୍ଡିଆନ

ରେଢାଖୋଲ: ସମ୍ବଲପୁର ରେଢାଖୋଲରୁ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ସିଧାସଳଖ ବର୍ଷିଛନ୍ତି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। କେନ୍ଦୁପତ୍ରରୁ ଜିଏସଟି ଛାଡ ନେଇ କେନ୍ଦ୍ରମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି କେବେ ପୂରଣ ହେବ। ସ୍ଥାନୀୟ

କେନ୍ଦ୍ରମନ୍ତ୍ରୀଙ୍କୁ ଆକ୍ଷେପ କଲେ ପାଣ୍ଡିଆନ

ଭୁବନେଶ୍ବର : ସମ୍ବଲପୁର କୁଚିଣ୍ଡାରୁ କେନ୍ଦ୍ରମନ୍ତ୍ରୀଙ୍କୁ ୫୫ ନମ୍ବର ଜାତୀୟ ରାଜପଥର କଦର୍ୟ୍ୟ ଅବସ୍ଥାକୁ ନେଇ ଟାର୍ଗେଟ କରିଛନ୍ତି ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। କେନ୍ଦ୍ରମନ୍ତ୍ରୀଙ୍କ ନାଁ ନେଇ ୫ଟି

ସମ୍ବଲପୁରରେ ଧର୍ମେନ୍ଦ୍ର ବନାମ ବବି!

ସମ୍ବଲପୁର: ସମ୍ବଲପୁର ଲୋକସଭା ଆସନକୁ ନେଇ ଏବେ ରାଜ୍ୟ ରାଜନୀତିରେ ଢେର ଚର୍ଚ୍ଚା। ଏହି ଆସନରୁ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ବିଜେପି ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଚାଲିଛି। ତେବେ ମୁଖ୍ୟମନ୍ତ୍ରୀ ସୁଯୋଗ ଦେଲେ ଲଢ଼ିବେ

ଆଜି ଠାରୁ ମନ୍ମଥ ଜଟଣୀ ଦାୟିତ୍ୱ ନେଲେ:ସୁର

ଭୁବନେଶ୍ୱର: ଆଗକୁ ସାଧାରଣ ନିର୍ବାଚନ । ଏନେଇ ରାଜନୀତି ପାଣିପାଗ ଏବେ ସରଗରମ । ଏହାରି ଭିତରେ କଂଗ୍ରେସ ବିଧାୟକ ସୁର ରାଉତରାୟ ଏକ ବଡ଼ ଘୋଷଣା କରିଛନ୍ତି । ନିଜ ପୁଅ ମନ୍ମଥ ରାଉତରାୟଙ୍କୁ ନିଜ ଉତ୍ତରାଧିକାରୀଭାବେ ସେ ଘୋଷଣା

ଜଗତସିଂହପୁର ଜିଲ୍ଲା ପାଇଁ ପର୍ୟ୍ୟବେକ୍ଷକଙ୍କୁ ନିଯୁକ୍ତ କଲା ବିଜେଡି

ଭୁବନେଶ୍ବର: ବିଜୁ ଜନତା ଦଳ ଜଗତସିଂହପୁର ଜିଲ୍ଲା ପାଇଁ ସହ ପର୍ୟ୍ୟବେକ୍ଷକ ଓ ନିର୍ବାଚନ ମଣ୍ଡଳୀ ପାଇଁ ପର୍ୟ୍ୟବେକ୍ଷକଙ୍କୁ ନିଯୁକ୍ତ କରିଛି।  ଗିରୀଶ ଚନ୍ଦ୍ର ଦାସଙ୍କୁ ଜିଲ୍ଲା ସହ-ପର୍ୟ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଥିବା ବେଳ

୯ ବିଧାୟକଙ୍କୁ ଟିକେଟ ମିଳିବା ନିଶ୍ଚିତ:ତାରା ବାହିନୀପତି

ଭୁବନେଶ୍ୱର: ୨୦୨୪ ନିର୍ବାଚନ ପୂର୍ବରୁ କଂଗ୍ରେସ ବିଧାୟକ ତାରା ବାହିନୀପତି ବଡ ବୟାନ ଦେଇଛନ୍ତି । ତାରା କହିଛନ୍ତି, ୨୦୨୪ ନିର୍ବାଚନ ପାଇଁ କଂଗ୍ରେସର ୬୦ରୁ ୭୦ ଟିକେଟ ଫାଇନାଲ ହୋଇସାରିଛି । ୯ ଜଣ ବିଧାୟକଙ୍କୁ ଟିକେଟ ମିଳିବା

ଅଧିକ ଭୋଟରେ ଜିତିଲେ ମୁଖ୍ୟମନ୍ତ୍ରୀଙ୍କ ସହ ଭେଟ କରାଇବି: ପାଣ୍ଡିଆନ

କଟକ: ଯେଉଁ ପ୍ରାର୍ଥି ଅଧିକ ବ୍ୟବଧାନରେ ଜିତିବେ, ସେମାନଙ୍କୁ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ସିଧାସଳଖ ସାକ୍ଷାତ କରାଇବେ ବୋଲି ଭିକେ ପାଣ୍ଡିଆନ କହିଛନ୍ତି । କଟକ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀରେ ବିଜେଡି ସ୍ଥିତି

ଉଭୟ କେନ୍ଦ୍ର ଓ ରାଜ୍ୟରେ ସରକାର ଗଢ଼ିବ ବୋଲି ବିଜେପି: ମନମୋହନ

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନରେ ଦଳ ନିଶ୍ଚିତ ଭାବେ ଉଭୟ କେନ୍ଦ୍ର ଓ ରାଜ୍ୟରେ ସରକାର ଗଢ଼ିବ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି। ରାଉରକେଲାରେ ଅନୁଷ୍ଠିତ ଦଳର ଚିନ୍ତନ ବୈଠକ ପରେ ଶ୍ରୀ ସାମଲ