Browsing Category
କାରସାଦି
STF କବଜାରେ ଅନ୍ତଃରାଜ୍ୟ ବ୍ୟାଙ୍କ ଠକେଇ ରାକେଟ: ୫ହଜାର ଆକାଉଣ୍ଟ ବିକ୍ରି
ଭୁବନେଶ୍ବର: STF କବଜାରେ ଏକ ଅନ୍ତଃରାଜ୍ୟ ବ୍ୟାଙ୍କ ଠକେଇ ରାକେଟ । ଏହି ରାକେଟ ଗରିବ ଆଦିବାସୀଙ୍କୁ କରୁଥିଲେ ଟାର୍ଗେଟ, ସାଇବର ଠକକୁ ବିକୁଥିଲେ ଆକାଉଣ୍ଟ । ରାକେଟର ୩ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ STF । ଗିରଫ ୩!-->…
ନକଲି ଜନ୍ମ ପ୍ରମାଣପତ୍ର ମାମଲା: ଆଜମ ଖାନ୍, ପତ୍ନୀ ଓ ପୁଅକୁ ୭ ବର୍ଷ ଜେଲ
ଲକ୍ଷ୍ନୌ: ୨୦୧୯ ନକଲି ଜନ୍ମ ପ୍ରମାଣପତ୍ର ମାମଲାରେ ସମାଜବାଦୀ ପାର୍ଟି ନେତା ଆଜମ ଖାନ୍, ତାଙ୍କ ପତ୍ନୀ ତାଜିନ ଫାତିମା ଓ ପୁଅ ଅବଦୁଲ୍ଲା ଆଜମଙ୍କୁ ଦୋଷୀ ସାବ୍ୟସ୍ତ କରି ରାମପୁରର ଏକ ଅଦାଲତ ୭ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।!-->…
କଟକରୁ ୨ଚୋରା ବନ୍ଧୁକ ବେପାରୀ ଗିରଫ, ୨ଟି ଦେଶୀ ବନ୍ଧୁକ ଜବତ
କଟକ : ପାର୍ବଣରେ ସାରା ସହରରେ ବ୍ଲକିଂ ଚେକିଂ କଡାକଡି ହୋଇଥିବା ବେଳେ କମିଶନରେଟ୍ ପୁଲିସକୁ ମିଳିଛି ଏକ ବଡ଼ ଧରଣର ସଫଳତା । କଟକରୁ ଦୁଇ ଚୋରା ବନ୍ଧୁକ ବେପାରୀ ଗିରଫ ହୋଇଥିବା ବେଳେ ୨ଟି ଦେଶୀ ବନ୍ଧୁକ ଜବତ କରାଯାଇଛି। ଆଜି!-->…
ଭୂଷଣ ଷ୍ଟିଲ୍ର ୫୬ ହଜାର କୋଟି ଠକେଇ ମାମଲା: ଓଡ଼ିଶା ସମେତ ୩୦ସ୍ଥାନରେ ଇଡିର ଚଢ଼ଉ
ଭୁବନେଶ୍ବର: ଭୂଷଣ ଷ୍ଟିଲ୍ର ୫୬ହଜାର କୋଟି ଟଙ୍କା ବ୍ୟାଙ୍କ ଠକେଇ ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଓଡ଼ିଶାର ଭୁବନେଶ୍ବରସ୍ଥିତ କାର୍ଯ୍ୟାଳୟ ସମେତ ଦିଲ୍ଲୀ, ହରିୟାଣା, କୋଲକାତା, ମୁମ୍ବାଇର ୩୦ଟି ସ୍ଥାନରେ ଚଢ଼ଉ!-->…
ଡାକ୍ତରଙ୍କ ଡିଲ୍ ବେଳର ଭିଡିଓ ଭାଇରାଲ୍
ପାରାଦ୍ବୀପ: ଲାଞ୍ଚ ନେଇ ସିବିଆଇ ଦ୍ବାରା ଗିରଫ ହୋଇଥିବା ଡାକ୍ତରଙ୍କ ଡିଲ୍ ବେଳର ଭିଡିଓ ଭାଇରାଲ୍ । ପାରାଦୀପରେ ଜାହାଜ କ୍ୟାପଟେନଙ୍କ ସହିତ ବନ୍ଦର ପବ୍ଲିକ ହେଲଥ ଅଫିସର ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କ ଡିଲ୍!-->…
୧୩ ହଜାରରେ କିଣିଲେ, ୩୬ କୋଟିରେ ବିକିଲେ ମାସ୍କ: ଜାଲିଆତି ମାମଲା ରୁଜୁ
ଏକ ପାରମ୍ପରିକ ଗିବନ୍ ମାସ୍କ ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ୧୩ ହଜାର ଟଙ୍କାରେ କିଣା ହୋଇଥିବା ମାସ୍କ ୩୬ କୋଟି ଟଙ୍କାରେ ବିକ୍ରି ହେବା ପରେ ମାସ୍କର ପ୍ରଥମ ମାଲିକ ମାସ୍କ ଟିକୁ ୩୬ କୋଟିରେ ବିକ୍ରି କରିଥିବା!-->…
ତାରାଙ୍କ ଆକାଉଣ୍ଟରୁ ୪ଲକ୍ଷ ଗାଏବ
ଭୁବନେଶ୍ୱର: ସାଇବର ଠକଙ୍କ ଲୁଟର ଶିକାର ହୋଇଛନ୍ତି କଂଗ୍ରେସର ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ।ଗତ ଦୁଇମାସ ତଳେ ଏପରି ଠକାମୀର ଶିକାର ହୋଇ ଆକାଉଣ୍ଟରୁ ୪ ଲକ୍ଷ ଗାଏବ ହୋଇ ଯାଇଥିବା ନିଜେ ବିଧାୟକ ବଖାଣିଛନ୍ତି। ଏନେଇ!-->…
ବେଧଡକ୍ ଲୁଟ୍ କରୁଛନ୍ତି ଲୁଟେରା ୪୮ ଘଣ୍ଟାରେ ୭ ସୁନାଚେନ୍ ଲୁଟ୍
ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଗଲାଣି ପାର୍ବଣ ଋତୁ । ସହରରେ ଶାନ୍ତିଶୃଙ୍ଖଲା ବଜାୟ ରଖିବା ଓ ଧନଜୀବନର ସୁରକ୍ଷା ପାଇଁ ତତ୍ପରତା ପ୍ରକାଶ କରୁଛି କମିଶନରେଟ୍ ପୋଲିସ୍ । ତା ସହିତ ବିଧାନସଭା ମୌସୁମୀ ଅଧିବେଶନ ପାଇଁ ରାଜଧାନୀରେ!-->…
ସୁନା ଦୋକାନରେ ସଶସ୍ତ୍ର ଡକାୟତି, ୨୫ ଲକ୍ଷର ଅଳଙ୍କାର ଲୁଟ୍
ସମ୍ବଲପୁର: ସମ୍ବଲପୁର ସଦର ଥାନା ଅନ୍ତର୍ଗତ ମାନେଶ୍ୱର ଛକ ନିକଟରେ ଥିବା ଏକ ସୁନା ଦୋକାନରୁ ଆଜି ସଶସ୍ତ୍ର ଡକାୟତି ହୋଇଛି । ଡକାୟତମାନେ ପ୍ରାୟ ୨୫ ଲକ୍ଷ ଟଙ୍କା ସୁନା ଓ ରୂପା ଅଳଙ୍କାର ନେଇଯାଇଥିବା ଅଭିଯୋଗ ହୋଇଥିବା ବେଳେ ସଦର!-->…
କ୍ରିପ୍ଟୋ କେଳେଙ୍କାରୀ: ବ୍ୟାଙ୍କ ଅଧିକାରୀଙ୍କଠୁ ଲୁଟିଲେ ୧୧.୮ ଲକ୍ଷ
କଟକ: କ୍ରିପ୍ଟୋ କରେନ୍ସିରେ ନିବେଶ କରି ଅଧିକ ଟଙ୍କା ପାଇବା ଲୋଭରେ ଫସି ୧୧.୮ ଲକ୍ଷ ଟଙ୍କାର ଲୁଟ୍ର ଶୀକାର ହୋଇଛନ୍ତି କଟକର ଜଣେ ମହିଳା ବ୍ୟାଙ୍କ ଅଧିକାରୀ । ସାଇବର୍ ଅପରାଧୀ ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟରୁ ୧୧ ଲକ୍ଷ ୭୯ ହଜାର!-->…