THE BYAPINI
Browsing Category

କାରସାଦି

ଜେଲ୍‌ରେ ଚନ୍ଦ୍ରବାବୁ ନାଇଡୁଙ୍କ ହତ୍ୟା ଷଡଯନ୍ତ୍ର ଅଭିଯୋଗ

ବିଜୟୱାଡା : ରାଜମୁନ୍ଦ୍ରୀ କେନ୍ଦ୍ରୀୟ କାରାଗାରରେ ବନ୍ଦୀ ଥିବା ତେଲୁଗ ଦେଶମ୍‌ ପାର୍ଟି (ଟିଡିପି) ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡୁଙ୍କୁ ହତ୍ୟା କରିବା ପାଇଁ ରାଜ୍ୟ ସରକାର ଯୋଜନା କରୁଥିବା ଅଭିଯୋଗ ହୋଇଛି । ଟିଡିପି ନେତା ତଥା

ଓଡ଼ିଶାରେ ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟ ଟେଣ୍ଡର ପାଇଁ ଲାଞ୍ଚ କାରବାରରେ ୭ ଜଣଙ୍କୁ ଗିରଫ କଲା ସିବିଆଇ

ନୂଆଦିଲ୍ଲୀ: ଓଡ଼ିଶାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଟେଣ୍ଡର ପାଇବା ପାଇଁ ୧୯ ଲକ୍ଷ ୯୬ ହଜାର ଟଙ୍କାର ଲାଞ୍ଚକାରବାର କରୁଥିବା ସମୟରେ ସିବିଆଇ ୭ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ସିବିଆଇ ପକ୍ଷରୁ ଜାରି ପ୍ରେସ୍‌

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଓଏଏସ୍‌ ଅଫିସର ସଂଗ୍ରାମ କେଶରୀ ଜେନା ଗିରଫ

ଭୁବନେଶ୍ୱର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରେ କାର୍ଯ୍ୟରତ ଓଏଏସ୍‌ ଅଫିସର ସଂଗ୍ରାମ କେଶରୀ ଜେନାଙ୍କୁ ଗିରଫ କରିଛି ଭିଜିଲାନ୍ସ । ପୂର୍ବରୁ ସଂଗ୍ରାମ କେଶରୀ ଜେନା ଗଞ୍ଜାମ

ବାଦାମବାଡି ଓ ଲିଙ୍କ ରୋଡ୍‌ ଠାରେ ବେଆଇନ୍‌ ଲିଙ୍ଗନିରୂପଣ କେନ୍ଦ୍ରରେ ଚଢ଼ାଉ, ୨ ଗିରଫ

କଟକ: କନ୍ୟାଭୃଣ ହତ୍ୟା ରୋକିବା ପାଇଁ ସରକାର ସମସ୍ତ ପ୍ରକାର ଚେଷ୍ଟା ଓ କଡା ଆଇନ୍‌ ପ୍ରଣୟନ କରିବା ସତ୍ତେ୍ୱ ବେଆଇନ୍‌ ଭାବରେ ଲିଙ୍ଗ ନିରୂପଣ ଏବେ ବି ଜାରି ରହିଛି । କଟକ ସହରର ବାଦାମବାଡି ଓ ଲିଙ୍କ ରୋଡ ଭଳି ଅଞ୍ଚଳରୁ ବେଆଇନ୍‌

କଣ୍ଠଶିଳ୍ପୀ ସୌରିନ୍‌ଙ୍କ ନାମରେ ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି

ଭୁବନେଶ୍ୱର : କଣ୍ଠଶିଳ୍ପୀ ସୌରିନ୍‌ ଭଟ୍ଟଙ୍କ ବିରୋଧରେ ଆଜି କମିଶନରେଟ୍‌ ପୁଲିସ ପକ୍ଷରୁ ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି କରାଯାଇଛି । ସୌରିନ୍‌ଙ୍କୁ କୋଲକାତାରେ ଖୋଜି ନପାଇବା ପରେ ଏହି ପଦକ୍ଷେପ ନିଆଯାଇଛି । ସୌରିନ୍‌ଙ୍କ

ବ୍ଲାକ୍‌ ଜ୍ୟାକେଟ୍‌ ଗ୍ୟାଙ୍ଗ୍‌ର ୪ କୁଖ୍ୟାତ ଲୁଟେରା ଗିରଫ

ଭୁବନେଶ୍ୱର: ରାଜଧାନୀର ବିଭିନ୍ନ ସ୍ଥାନରେ ଲୁଟ୍‌ପାଟ କରୁଥିବା ‘ବ୍ଲାକ ଜ୍ୟାକେଟ୍‌’ ଗ୍ୟାଙ୍ଗକୁ ଶେଷରେ କମିସନରେଟ୍‌ ପୁଲିସ ଧରିବାରେ ସଫଲ ହୋଇଛି । ବେଶ୍‌ କିଛିଦିନ ପୁଲିସକୁ ଚକ୍‌ମା ଦେଖାଇବା ପରେ ଏହି ଗ୍ୟାଙ୍ଗ୍‌ର ୪ ସଦସ୍ୟକୁ

ନକଲି ନୋଟ ମାଫିଆଙ୍କର ଟାର୍ଗେଟରେ ପାର୍ବଣଋତୁ

ଭୁବନେଶ୍ୱର: ଆଗକୁ ଆସୁଛି ଦଶହରା । କଙ୍କଡାକୁ ଗୋଳି ପାଣି ସୁହାଇଲା ଭଳି ବଜାର ଘାଟରେ ଦୋକନରେ ଭିଡ ଜମିବ, କାରବାର ବଢ଼ିବ ଆଉ ଟଙ୍କାର ଲେଣଦେଣ ବି ବଢ଼ିବ । ସେଥିପାଇଁ ପାର୍ବଣଋତୁକୁ ନଜରରେ ରଖି ନକଲି ଟଙ୍କା ମାଫିଆମାନେ ଏବେ

ଠକେଇ ମାମଲାରେ ଜେଟ୍‌ ଏୟାର୍‌ୱେଜ୍‌ର ପ୍ରତିଷ୍ଠାତା ନରେଶ ଗୋୟଲ ଗିରଫ

ମୁମ୍ବାଇ: ଶୁକ୍ରବାର ଦିନ ପ୍ରବର୍ତ୍ତନ ର୍ନିେଶାଳୟ ୫୩୮ କୋଟି ଟଙ୍କା ଠକେଇ ମାମଲାରେ ଜେଟ୍‌ ଏୟାର୍‌ ୱେଜ୍‌ର ପ୍ରତିଷ୍ଠାତା ନରେଶ ଗୋୟଲଙ୍କୁ ଗିରଫ କରିଛି ।ପୂର୍ବରୁ ଜେରା ପାଇଁ ୨ଥର ସମନ ଜାରି କରାଯାଇଥିଲେ ମଧ୍ୟ ଗୋୟଲ ହାଜର

କେନ୍ଦ୍ରମନ୍ତ୍ରୀଙ୍କ ବାସଭବନରେ ‘ବିଜେପି’ କର୍ମୀଙ୍କୁ ଗୁଳି କରି ହତ୍ୟା

ଲଖ୍‌ନୋ: ଆଜି ସକାଳ ବଡି ଭୋରରୁ କେନ୍ଦ୍ରମନ୍ତ୍ରୀ ଏବଂ ବିଜେପି ସାଂସଦ କୌଶଳ କିଶୋରଙ୍କ ଉତ୍ତର ପ୍ରଦେଶ ଲଖ୍‌ନୋ ବାସଭବନରେ ତାଙ୍କର ଜଣେ ଘନିଷ୍ଠ ସହଯୋଗୀ ତଥା ‘ବିଜେପି’ କର୍ମୀଙ୍କୁ ଗୁଳି ମାରି ହତ୍ୟା କରାଯାଇଛି ବୋଲି ସ୍ଥାନୀୟ

ଗାଡକଣରେ ଲିଜ୍‌ହୋଲ୍‌ଡ ଜମି ବିକ୍ରି ମାମଲା: ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଭୁବନେଶ୍ୱର ତହସିଲ ଅନ୍ତର୍ଗତ ପଟିଆ ମୌଜାର ଗାଡକଣ ଅଞ୍ଚଳରେ ବେଆଇନ ଭାବେ ଲିଜହୋଲ୍ଡ ଜମି ବାରମ୍ବାର ବିକ୍ରି ଖରିଦ କରାଯାଉଥିବା ଅଭିଯୋଗର ସାଧାରଣ ପ୍ରଶାସନ ବିଭାଗ ଅତିରିକ୍ତ ସଚିବ ତଥା ଇଷ୍ଟେଟ ନିର୍ଦ୍ଦେଶକ ତଦନ୍ତ କରିବେ ।