THE BYAPINI
Browsing Category

କାରସାଦି

ରାଜଧାନୀରେ ଡବଲ ମର୍ଡର

ରାଜଧାନୀରେ ଚାଞ୍ଚଲ୍ୟ ।ବନେଶ୍ୱର ଚନ୍ଦ୍ରଶେଖରପୁରରେ ଡବଲ ମର୍ଡର । ଜଣେ ବ୍ୟକ୍ତି ତା’ ପତ୍ନୀ ଓ ଶାଳୀଙ୍କୁ ହତ୍ୟା କରିଛି।ତିନି ଦିନ ପରେ ଘର ଭିତରୁ ମିଳିଲା ଦୁଇ ଜଣଙ୍କ ମୃତଦେହ । ହାଉସିଂବୋର୍ଡ ଦୁର୍ଗାମଣ୍ଡପ ପଡ଼ିଆ ନିକଟରେ

ହନୁମାନ ମୁଦ୍ରା ସହ ବିପୁଳ ସୁନାରୁପା ଜବତ

ପୋଲିସ କବଜାରେ ୧୮ ଆନ୍ତଃରାଜ୍ୟ ଡକାୟତ । : କେନ୍ଦ୍ରାପଡା ପୋଲିସକୁ ବଡ ଧରଣର ସଫଳତା । ୪ଟି ହନୁମାନ ପଇସା ସହ ବିପୁଳ ପରିମାଣର ସୁନା, ରୂପା, ୨ଟି ବନ୍ଧୁକ ଓ ୬ଟି ଅଫୁଟା ଗୁଳି ସମେତ ମାରଣାସ୍ତ୍ର ଜବତ କରିଛି ପୋଲିସ । ଘଟଣାରେ

ଡକାୟତ-ଗ୍ରାମବାସୀ ମୁହାଁମୁହିଁ

କେନ୍ଦ୍ରାପଡ଼ା ମହାକାଳପଡ଼ା କାକଟପୁରରେ ଲୁଟ ବେଳେ ମୁହାଁମୁହିଁ ହେଲେ ଡକାୟତ-ଗ୍ରାମବାସୀ । ଗୁଳି ଫୁଟାଇ ଲୁଟିଲେ ଡକାୟତ । ୧୯ ଲକ୍ଷରୁ ଅଧିକ ଟଙ୍କାର ସୁନା ରୁପା ସହିତ ନଗଦ ୨ ଲକ୍ଷ ଟଙ୍କା ଲୁଟ । ଲୁଟେରାଙ୍କ ଆକ୍ରମଣରେ ପରିବାର ୩

ବନ୍ଧାହେଲେ ନକଲି ଡାକ୍ତରଙ୍କ ଦ୍ୱିତୀୟ ପତ୍ନୀ

ବନ୍ଧା ହେଲେ ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଦ୍ୱିତୀୟ ଅସଲି ପତ୍ନୀ । ରମେଶଙ୍କ ଦ୍ୱିତୀୟ ପତ୍ନୀ କମଳା ସ୍ୱାଇଁଙ୍କୁ ଝାଡ଼ଖଣ୍ଡରୁ ଗିରଫ କଲା କମିଶନରେଟ୍ ପୁଲିସ୍ । ରମେଶଙ୍କ କାରନାମା ପ୍ରଘଟ ପରଠୁ ଗୁଜରାଟର ଜାମନଗରରେ

ଟଙ୍କା ସହ ଏଟିଏମ୍ ଲୁଟିନେଲେ ଦୁର୍ବୃତ୍ତ

ରାଜଧାନୀରେ ପୁଣି ଏଟିଏମ୍ ଲୁଟ । ଭୁବନେଶ୍ୱର ଶିଶୁପାଳଗଡ଼ ଇନ୍ଦିରା କଲୋନୀରେ ଥିବା ଏକ ଏଟିଏମକୁ ଦୁର୍ବୃତ୍ତ ନେଇ ଯାଇଛନ୍ତି । ରାଜ୍ୟରେ ପ୍ରଥମ ଥର ପୂରା ଏଟିଏମକୁ ଦୁର୍ବୃତ୍ତ ନେଇଯାଇଥିବା କୁହାଯାଉଛି । ଟଙ୍କା ନ ବହାରିବାରୁ

୫୦୦ କୋଟି ଟଙ୍କାର ଠକ ଗିରଫ

୫୦୦ କୋଟି ଟଙ୍କାର ଠକ ଗିରଫ । ମଲ୍ଟି ଷ୍ଟେଟ୍ ଚିଟ୍ ଫଣ୍ଡ ଠକ ନିଖିଳାନନ୍ଦ ପଶୁପାଳକ ଗିରଫ । ୫୦୦ କୋଟି ଟଙ୍କାର ଠକେଇ ମାମଲାରେ ଗିରଫ କଲା ଇଓଡବ୍ଲ୍ୟୁ । ପର୍ଶୁରାମ ବେହେରାଙ୍କ ଅଭିଯୋଗ ଆଧାରରେ ତାକୁ ଗିରଫ କରିଛି ଇଓଡବ୍ଲ୍ୟୁ ।

୪ ଜଣଙ୍କୁ ନିର୍ମମ ହତ୍ୟା

ଗଞ୍ଜାମ ହିଞ୍ଜିଳିକାଟୁରେ ଜଘନ୍ୟ ହତ୍ୟାକାଣ୍ଡ । ୪ ଜଣଙ୍କୁ ବୀଭତ୍ସ ହତ୍ୟା । ମୃତକଙ୍କ ମଧ୍ୟରୁ ୩ ଜଣ ଗୋଟିଏ ପରିବାରର ଓ ଅନ୍ୟ ଜଣେ ସମ୍ପର୍କୀୟ ବୋଲି ଜଣାପଡିଛି । ରାତି ପ୍ରାୟ ୧୨ଟାରୁ ଗୋଟାଏ ମଧ୍ୟରେ ଏହି ସଂଘର୍ଷ ଘଟିଥିବା

କ୍ୟାମେରାମ୍ୟାନ୍ ହତ୍ୟା ମାମଲାର ଖୁଲାସା

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ବଡ଼ ଖୁଲାସା । ମାନସ ହତ୍ୟା ମାମଲାରେ ଅବସରପ୍ରାପ୍ତ ଓଆଇଏସ୍ ନିରଞ୍ଜନ ସେଠୀ ଓ ଭୁବନେଶ୍ୱର ରାଜ କମ୍ୟୁନିକେସନର ମୁଖ୍ୟ ଗିରଫ । ଏନେଇ ସୂଚନା ଦେଲା ଚାନ୍ଦବାଲି ପୋଲିସ ।

‘ହତ୍ୟା ପାଇଁ ହୋଇଥିଲା ୩୦ ଲକ୍ଷର ଡିଲ୍’

ବରିଷ୍ଠ ସେବାୟତ କୃଷ୍ଣଚନ୍ଦ୍ର ପଢିଆରୀ ହତ୍ୟା ମାମଲାରେ ପର୍ଦ୍ଦାଫାଶ୍ । ପୁରୀ ଏସପି ଏକ ସାମ୍ବାଦିକ ସମ୍ମିଳନୀ କରି ଏସପି କନୱର ବିଶାଲ ସିଂ କହିଛନ୍ତି ହତ୍ୟା ମାମଲାରେ ମୋଟ୍ ୯ ଜଣଙ୍କ ସଂପୃକ୍ତି ଜଣାପଡିଛି । ଏମାନଙ୍କ ଭିତରୁ ୬

ବନ୍ଧୁକ ମୁନରେ ୨୦ ଲକ୍ଷ ଲୁଟ୍

ତେଲ ପକାଇବା ବହାନାରେ ଆସି ପେଟ୍ରୋଲ ପମ୍ପରୁ ଲୁଟ । କେନ୍ଦୁଝର ସଦର ଥାନା ପଦ୍ମପୁର ପୁଟୁଳିଆ ସ୍ଥିତ ରିଲାଏନ୍ସ ପେଟ୍ରୋଲ ପମ୍ପରେ ଘଟିଛି ଏହି ଘଟଣା । ସୂଚନା ଅନୁସାରେ ଆଜି ଭୋରୁ ୨ଟି ମୋଟର ସାଇକେଲରେ ୬ଜଣ ମୁଖାଧାରୀ ଦୁର୍ବୃତ୍ତ