THE BYAPINI
Browsing Category

କାରସାଦି

ସୁନା ଚୋରିର ହେଲା ପର୍ଦ୍ଦାଫାଶ

କୋରାପୁଟ ଲକ୍ଷ୍ମୀପୁର ଷ୍ଟେଟବ୍ୟାଙ୍କରୁ ଚୋରି ସୁନାର ହେଲା ପର୍ଦ୍ଦାଫାଶ । ୧ କେଜି ୧୮୯ ଗ୍ରାମ ସୁନା ଜବତ କରିଛି ପୋଲିସ । ପୂର୍ବତନ କର୍ମଚାରୀ ଶେଖର କୁଳଦୀପିଆ ଏହି ସୁନା ଚୋରୀ କରିଥିଲେ । ସମ୍ପୃକ୍ତ କର୍ମଚାରୀ କେମିତି ଚୋରୀ

ମା’ ସାଜିଲା ହତ୍ୟାକାରୀ

କେନ୍ଦ୍ରାପଡା ପାଟକୁରାରୁ ଆସିଲା ଅଭାବନୀୟ ଚିତ୍ର । ଦେଢ ମାସର ପୁଅକୁ କୂଅକୁ ଫିଙ୍ଗିଦେଲା ମାଆ । ମାର୍ଶାଘାଇ ଥାନା କାନପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ଅଭିଯୋଗ ହୋଇଛି । ମାଆ ହିଁ ଶିଶୁ ପୁତ୍ରକୁ କୂଅରେ ପକାଇ

ଘରୁ ମିଳିଲା ୧୩ ଲକ୍ଷର ଜାଲ୍‌ ନୋଟ୍‌

ଯାଜପୁରରେ ଜାଲନୋଟର ଜାଲ । ଯାଜପୁର ଟାଉନ ସନ୍ଥମାଧବର ଏକ ଭଡା ଘରେ ଚାଲିଥିଲା ନକଲି ନୋଟ କାରବାର।ଯାଜପୁର ଟାଉନ ସନ୍ଥମାଧବର ଏକ ଭଡା ଘରେ ଚାଲିଥିଲା ନକଲି ନୋଟ କାରବାର । ପୋଲିସ ଏହି ଭଡା ଘରେ ଚଢାଉ କରି ୧୩ଲକ୍ଷ ୧୭ହଜାର ୫ଶହ

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ଦିଗପହଣ୍ଡି ଗ୍ରାମ୍ୟଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ବଂଶଧର ସେଠୀଙ୍କ ଘରେ ରେଡ କରୁଛି ଭିଜିଲାନ୍ସ । । ଏକକାଳିନ ୪ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ । ବ୍ରହ୍ମପୁର ଶକ୍ତିନଗର,

ସତ ଧରିବ ମିଛ ଧରା ପରୀକ୍ଷା!

ଚିତ୍ତରଞ୍ଜନ ପଲେଇ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତନାଘନା ଚଲାଇଛି । ସଂଜୟ ଦାସବର୍ମାଙ୍କ ସହଯୋଗୀ ଚିତରଂଜନ ପଲେଇ ମୃତ୍ୟୁ ମାମଲାରେ ୪ ଅଭିଯୁକ୍ତଙ୍କ ଲାଏ ଡିଟେକ୍ସନ ଟେଷ୍ଟ ପାଇଁ ରାଜ୍ୟ ଫରେନ୍ସିକ୍ ଲ୍ୟାବକୁ ଅଣାଯାଇଛି ।

ଦ୍ୱନ୍ଦ୍ୱ ବଢାଇଲା ବ୍ୟବଚ୍ଛେଦ ରିପୋର୍ଟ

ସଞ୍ଜୟ ଦାସବର୍ମାଙ୍କ ସହଯୋଗୀ ଚିତ୍ତରଞ୍ଜନ ପଲେଇ ମୃତ୍ୟୁ ମାମଲାରେ ଦ୍ୱନ୍ଦ୍ୱ ବଢାଇଲା ବ୍ୟବଚ୍ଛେଦ ରିପୋର୍ଟ । ହତ୍ୟା ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଥିବାବେଳେ ଶନିବାର ଚିତ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଥିଲା । ରବିବାର

ଏସଟିଏଫ୍ କବଜାରେ ବନ୍ଧୁକ ବେପାରୀ

ଏସଟିଏଫ୍ କବଜାରେ ବନ୍ଧୁକ ବେପାରୀ । ଅନୁଗୁଳ ଛେଣ୍ଡିପଦା ଅଂଚଳରେ ଏସଟିଏଫର ରେଡ୍ । ଦେବଗଡ ଏବଂ ଅନୁଗୋଳ ସୀମାରେ ବେଆଇନ୍ ବନ୍ଧୁକ କାରବାର ହେଉଥିବା ଖବର ପାଇ ମିଳିତ ଭାବରେ ଅନୁଗୋଳ ପୁଲିସ ଏବଂ ଏସଟିଏଫ୍ ଚଢାଉ କରିଥିଲା । ଗିରଫ

ଚିତ୍ତରଞ୍ଜନଙ୍କ ମୃତ୍ୟୁକୁ ନେଇ ବଢୁଛି ରହସ୍ୟ..ତେଜୁଛି ରାଜନୀତି

ଚିତରଞ୍ଜନ ରହସ୍ୟଜନକ ମୃତ୍ୟୁ ପ୍ରସଙ୍ଗକୁ ନେଇ ଏସପିଙ୍କୁ ମିଳିତ ଭାବେ ଭେଟିଲେ ଚିତରଞ୍ଜନଙ୍କ ପରିବାର ଓ ଯୋଜନା ବୋର୍ଡ ଉପାଧକ୍ଷ ସଞ୍ଜୟ ଦାସ ବର୍ମା । ଚିତରଞ୍ଜନଙ୍କ ବାପା, ବଡବାପା, ଭାଇ ଓ ଭଉଣୀ ଘଟଣାର ବିଧିବଦ୍ଧ ତଦନ୍ତ କରି

କିପରି ହେଲା ଯୁବକଙ୍କ ମୃତ୍ୟୁ ?

ନଦୀ ପଠାରୁ ମିଳିଲା ଯୁବକଙ୍କ ମୃତଦେହ । ବ୍ରହ୍ମଗିରି ବ୍ଲକ ସାନବନ୍ଧକେରା ଗାଁର ଚିତ୍ତରଞନ ପଲାଇଙ୍କ ମୃତ୍ୟୁକୁ ନେଇ ବଢିଲା ସନ୍ଦେହ । ଦୁର୍ଘଟଣା ପରେ ଦୁଇ ଦିନ ହେବ ନିଖୋଜ ପରେ ପୁରୀ ବାଲିଘାଇ ନୂଆନଈ ନିକଟରୁ ମିଳିଛି ମୃତଦେହ

କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଠକ ମାଗୁଛି ଟଙ୍କା

କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ସାଇବର ଠକର ଟାର୍ଗେଟ୍ । ଓକାକର ସିଇଓଙ୍କ ପରେ ଏବେ କ୍ରାଇମବ୍ରାଞ୍ଚ ଏଡିଜିକୁ ଟଙ୍କା ମାଗୁଛି ସାଇବର ଠକ । ଅସୁସ୍ଥ ଆଳରେ ମ୍ୟାସେଜ୍ ପଠାଇ କ୍ରାଇମବ୍ରାଞ୍ଚ ଏଡ଼ିଜିଙ୍କୁ ୯୮ ହଜାର ଟଙ୍କା ମାଗିଛି