THE BYAPINI
Browsing Category

କାରସାଦି

ଘରୋଇ କଳିକୁ କେନ୍ଦ୍ର କରି ଏସିଡ୍ ମାଡ

ଘରୋଇ କଳିକୁ କେନ୍ଦ୍ର କରି ଏସିଡ୍ ମାଡ । ବଡ ଭାଇର ଏସିଡ ମାଡରେ ସାଇ ଭାଇ ସମେତ ୪ ପଡୋଶୀ ଗୁରୁତର ।ବରଗଡ ସହର ନୂଆପଡାରେ ଏହି ଏସିଡ୍ ମାଡ ହୋଇଛି । ଏଥିରେ ଚାରି ଜଣ ଗୁରୁତର ହୋଇଛନ୍ତି । ନୂଆପଡା ୱାର୍ଡର ୧୧ ନମ୍ବର ୱାର୍ଡର ମନୋଜ

ଭିଜିଲାନ୍ସ ଜାଲରେ କନେଷ୍ଟବଳ

କନଷ୍ଟେବଲଙ୍କ ଘରେ ଭିଜିଲାନ୍ସ ରେଡ୍ । ବ୍ରହ୍ମପୁର ଥାନାର କନଷ୍ଟେବଳ ସୁଦର୍ଶନ ପ୍ରଧାନଙ୍କ ଘରେ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢାଉ କରିଛି । ଗଞ୍ଜାମର ୩ଟି ସ୍ଥାନରେ ଏକକାଳୀନ ଚଢାଉ ଜାରି

କାହା ଘରୁ ମିିଳିଛି କେତେ ଟଙ୍କା…କିଏ ରହିଛି ଟପରେ ?

ଘରେ ଲୁଚାଇ ରଖିଥିଲେ ପୁଳା ପୁଳା ଟଙ୍କା, ଧରିଲା ଭିଜିଲାନ୍ସ । ଆଇଟିଡ଼ିଏ ଯନ୍ତ୍ରୀ ସନ୍ତୋଷ କୁମାର ଦାସଙ୍କ ଘରେ ଭିଜିଲାନ୍ସ ଚଢଉ ଜାରି ରହିଥିବା ବେଳେ ୨ହଜାର ଟଙ୍କିଆ ରୁପା ନୋଟ ଜବତ ହୋଇଛି । ଆଇଟିଡିଏ ଯନ୍ତ୍ରୀ ସନ୍ତୋଷ କୁମାର

ନିଶା ସ୍ପ୍ରେ କରି ଲୁଟ୍

ରାତିରେ ନିଶା ସ୍ପ୍ରେ କରି ଲୁଟିନେଲେ ଦୁର୍ବୃତ୍ତ । ପିପିଲିରେ ରହୁଥିବା ସିଫାରେ କାର୍ୟ୍ୟରତ ରାଧାନାଥ ଦାସଙ୍କ ଘରେ ଲୁଟ୍ ହୋଇଛି । ଆସନ୍ତା ମାସରେ ତାଙ୍କ ଝିଅର ବିବାହ ହେବାର ଅଛି । ଏଥିପାଇଁ ପ୍ରାୟ ୧୦ ଲକ୍ଷ ଟଙ୍କାର ସୁନା

କୁବେର ବାବୁଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍

କୁବେର ବାବୁଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କଲା ଭିଜିଲାନ୍ସ । ଓପିଏଚଡ଼ବ୍ଲ୍ୟୁସି ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କୁ ଅଟକ ରଖି ପଚରାଉଚରା କରୁଛି ଭିଜିଲାନ୍ସ । କୁବେର ସରକାରୀ ବାବୁ ପ୍ରତାପ ସାମଲଙ୍କ ଘରେ ରେଡ୍ ସରିଛି ।

ଆଖି ଲାଖିଯିବ ଟଙ୍କା ଦେଖି!

ଭିଜିଲାନ୍ସ ଜାଲରେ ଓଡିଶା ପୁଲିସ ହାଉସିଂ କର୍ପୋରେସନର ଡେପୁଟି ମ୍ୟାନେଜର ପ୍ରତାପ ସାମଲ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପ୍ରତାପଙ୍କ ବାସଭବନ ସମେତ ଏକକାଳୀନ ୧୦ଟି ଯାଗାରେ ରେଡ କରିଛି । ପ୍ରତାପଙ୍କ

କୋଟିପତି ସରକାରୀ ବାବୁଙ୍କ ଘରେ ରେଡ୍

ଭିଜିଲାନ୍ସ ଜାଲରେ କୋଟିପତି ସରକାରୀ ବାବୁ । ପୁଲିସ୍ ହାଉସିଂ କର୍ପୋରେସନର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରାଯାଉଛି । ଭୁବନେଶ୍ୱର,

ଆସିଲା ଆଉ ଜଣେ ରହସ୍ୟମୟୀ ମହିଳାଙ୍କ ଲିଙ୍କ

ଡିଆରଡିଓ ଗୁପ୍ତ ତଥ୍ୟ ଚୋରୀ ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଏହି ମାମଲାରେ ଆଉ ଜଣେ ମହିଳାଙ୍କ ସମ୍ପୃକ୍ତି ନେଇ ସୂଚନା ମିଳିଛି । ମହିଳା ଜଣଙ୍କ ପୂର୍ବରୁ ଚିହ୍ନଟ ହୋଇଥିବା ସେହି ରହସ୍ୟମୟୀ ମହିଳା କି ଅନ୍ୟ ଜଣେ ମହିଳା

କୁବେର କନେଷ୍ଟବଳଙ୍କ କୋଟି କୋଟି ସମ୍ପତ୍ତି

ଆସିଲା କୁବେର କନେଷ୍ଟବଳଙ୍କ ସମ୍ପତ୍ତି ତାଲିକା । ସମ୍ପତ୍ତି ତାଲିକାର ହିସାବ ଦେଲା ଭିଜିଲାନ୍ସ । ପ୍ରସନ୍ନ ବେହେରାଙ୍କ ସମ୍ପତ୍ତି ୬କୋଟି ୯୭ ଲକ୍ଷ ୧୫ ହଜାର । ଆୟଠାରୁ ୨୨୧ ପ୍ରତିଶତ ଅଧିକ ସମ୍ପତ୍ତି ଠାବ । ପୂର୍ବରୁ କୁବେର

ଅଭିଯୁକ୍ତଙ୍କ ମିଛ ଧରା ପରୀକ୍ଷା କରାଇବାକୁ ଆବେଦନ

ମନୀଷ ମୃତ୍ୟୁ ମାମଲାର ଫିଟୁନି ରହସ୍ୟ । ୩ ଅଭିଯୁକ୍ତଙ୍କ ମିଛ ଧରା ପରୀକ୍ଷା କରାଇବାକୁ କୋର୍ଟରେ ଆବେଦନ । ୩ ଅଭିଯୁକ୍ତଙ୍କ ମିଛ ଧରା ପରୀକ୍ଷା କରାଇବାକୁ କୋର୍ଟରେ ଆବେଦନ କରିଛି ପୁଲିସ ।୩ ଦିନିଆ ରିମାଣ୍ଡରେ ଆଣି ୩