Browsing Category
କ୍ଷମତାକେନ୍ଦ୍ର
ଧସେଇ ପଶିଲେଣି ନବୀନ !
ଗେରୁଆ ଗଡରେ ଧସେଇ ପସିଲେଣି ନବୀନ । କୋଭିଡ ମହାମାରୀର କାୟା କମିବା ମାତ୍ରେ ପଦ୍ମ ପୋଖରୀକୁ ସିଧାସଳଖ ଆକ୍ରମଣ । ଯାହାକୁ ନେଇ ବିଜେପି ଶିବିରରେ ଏବେ ଭୟର ବାତାବରଣ । ଏପରିକି ଆଗରୁ ବର୍ଷତମାମ ରାଜଧାନୀରେ ଡେରା ପକାଉଥିବା ପଶ୍ଚିମ!-->…
ସାମ୍ବାଦିକଙ୍କୁ ଏତେ ଡର କାହିଁକି?
ସବୁଠି ଲକଡାଉନ ହଟିଗଲାଣି, ନୁଆ କଂଟେନମେଂଟ ଜୋନ ଘୋଷଣା ବି ଆଉ ଶୁଣିବାକୁ ମିଳୁନି । ସିନେମା ହଲ୍ ଠାରୁ ଆରମ୍ଭ କରି ମଲ୍ ଯାଏଁ ସବୁଠି ପ୍ରବଳ ଭିଡ । ମଦ ଦୋକାନ ସାମ୍ନାରେ ସୋରିଷ ବୁଣିବାକୁ ଜାଗା ପାଇବେନି । ହେଲେ ଏସବୁ ସ୍ଥାନରେ!-->…
ଅପରାଜିତାଙ୍କ ଶିବିରରେ ଧର୍ମେନ୍ଦ୍ରଙ୍କ ସିପାହୀ!
କଥାରେ ଅଛି ରାଜନୀତିରେ କେହି କାହାର ନୁହଁନ୍ତି । ଯେତେବେଳ ଯାଏଁ ସ୍ୱାର୍ଥ ନିହିତ ଅଛି ସେତେବେଳ ଯାଏଁ ନେତା ସାଥୀରେ ରହିବେ । ସ୍ୱାର୍ଥ ପୂରଣ ନହେଲେ ନେତା ହାତ ଛାଡିବେ । ସେଥିପାଇଁ କୁହାଯାଏ ରାଜନୀତିର ଗଣିତ ବୁଝିବା ଏତେ ସହଜ!-->…
ବବି-ବ୍ୟୋମକେଶ-ବଳବନ୍ତରାୟ। ବିଜେଡିର ବିଶ୍ୱାସ, ବିକାଶ, ବଳ ।
ରାଜ୍ୟରେ ନବୀନ ସରକାରର ପାଳି ବଦଳିବା ସହ ବିଜୁ ଜନତା ଦଳରେ ଏକ ପିଢୀ ପରିବର୍ତ୍ତନ ହୋଇଥାଏ । ଏହାର ଅନେକ ନଜିର୍ ରହିଛି । ଗତ ଦୁଇ ଦଶନ୍ଧି ଧରି ଅନେକ ନେତା ନବୀନଙ୍କ ନିକଟତର ହୋଇଛନ୍ତି ଆଉ ପରବର୍ତ୍ତୀ ସମୟରେ ଦୁରେଇ ବି!-->…
‘ଲୋକସେବା’ ଭବନରେ ‘ସେବା’ ଖାଲି ନାଁକୁ !
ନାଁ ଥିଲା ‘ସଚିବାଳୟ’ । ଯାହାକୁ ନେଇ ବିବାଦ ଥିଲା । କାହିଁକି ସଚିବଙ୍କ ପଦ ପଦବୀ ଅନୁସାରେ ନାମକରଣ ହୋଇଛି । କାହିଁକି ‘ମନ୍ତ୍ରାଳୟ’ ହେବନାହିଁ? କାରଣ ଗଣତନ୍ତ୍ରରେ ମନ୍ତ୍ରୀ ବା ଜନପ୍ରତିନିଧି ନେଉଥିବା ନିଷ୍ପତ୍ତି ସଚିବ ବା!-->…
ନବୀନ କହିଲେ, ଦେଶ ଶୁଣିଲା !
ନୀତି ଆୟୋଗର ବୈଠକ ଚାଲିଥାଏ । ପ୍ରଧାନମନ୍ତ୍ରୀ, ବରିଷ୍ଠ ପଦାଧିକାରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟ ମୁଖ୍ୟମନ୍ତ୍ରୀ ମାନଙ୍କ ଉପସ୍ଥିତିରେ ନବୀନ ନିଜର ଦୁରଦୃଷ୍ଟି ସଂପନ୍ନ ଗୁଣକୁ ପୁଣି ପ୍ରମାଣିତ କରିଛନ୍ତି । ଯେଉଁ ବୈଠକରେ ଦେଶର!-->…
ପାୱାର ପଲିଟିକ୍ସରେ ଅ’ପରାଜିତା’ !
ପ୍ରତ୍ୟାହୃତ ହେଲା ପ୍ରସ୍ତାବିତ ଆଇନ, ଦାବି ଜଣାଇଲେନି ପୁରୀ ବୋହୂ ! ବିଜେପିରେ ଅଲୋଡା ହେଲେଣି କି ଅପରାଜିତା? ଏଭଳି ପ୍ରଶ୍ନ ଏଥିପାଇଁ ଉଠୁଛି କାରଣ, ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ-ଲ'କୁ ସ୍ଥଗିତ କରିବାକୁ କେନ୍ଦ୍ର!-->…
ପାଣ୍ଡିଆନଙ୍କ ସହ ସେଲଫି !
ଖୁବ କମ ସମୟ ସେ ମିଡିଆ ସାମ୍ନାକୁ ଆସନ୍ତି । ସବୁବେଳେ ପଛରେ ରହି କାମ କରିବା ଉପରେ ଗୁରୁତ୍ୱ ଦେଇଥାନ୍ତି । ଗଣମାଧ୍ୟମ ସାମ୍ନାକୁ ଆସି ନିଜକୁ ଅଧିକ ଲୋକପ୍ରିୟ କରାଇବା ଧାରାରୁ ସେ ଦୁରରେ । ପାହାନ୍ତିଆ ପହରୁ ରାତି ଅଧ ଯାଏଁ କାମ!-->…
ଧର୍ମେନ୍ଦ୍ରଙ୍କୁ ଘାଇଲା କରିଦେଲେ ବବି ଦାସ !
ଶାନ୍ତ ଥିଲେ, ହଠାତ୍ ଅସ୍ଥିର ହୋଇଗଲେ । ପରସ୍ପରକୁ ଫୁଲଶର ମାରୁଥିବା ନେତା ଆଜି ଧନୁତୀର ଧରି ଲଢିଲେଣି । ଧର୍ମେନ୍ଦ୍ର ପ୍ରଧାନ ଏବଂ ବବି ଦାସଙ୍କ ଭିତରେ ଯୁଦ୍ଧ କେବଳ ବ୍ୟକ୍ତିଗତ ସ୍ତରରେ ଆଉ ସୀମିତ ନାହିଁ । ଏହା ସଂକେତ ଦେଉଛି!-->…
ଅସିତ ତ୍ରିପାଠୀ – ପଶ୍ଚିମ ଓଡିଶା ବିକାଶ ପରିଷଦ ମୁଖିଆ
ମୁଖ୍ୟ ଶାସନ ସଚିବ ଭାବେ ଆସନ୍ତା ୩୧ରେ ସରୁଛି ଅସିତ ତ୍ରିପାଠୀଙ୍କ କାର୍ଯ୍ୟକାଳ । ଏହାପରେ ସେ ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖିଆ ଭାବେ କାର୍ଯ୍ୟ କରିବେ । ବଡ କଥା ହେଉଛି, ଏହି ପଦବୀ ଏକ ରାଜନୈତିକ ପଦବୀ ଭାବେ ଦୀର୍ଘ ଦିନ!-->…