THE BYAPINI
Browsing Category

କ୍ଷମତାକେନ୍ଦ୍ର

ସୁରେଶ ମହାପାତ୍ର – ରାଜ୍ୟ ପ୍ରଶାସନ ମୁଖିଆ

ନୁଆବର୍ଷ ଆଗରୁ ରାଜ୍ୟ ଦେଖିଲା ନୁଆ ମୁଖ୍ୟ ଶାସନ ସଚିବ । ଉନ୍ନୟନ କମିଶନର ଥିବା ସୁରେଶ ମହାପାତ୍ର ରାଜ୍ୟ ପ୍ରଶାସନର ନୁଆ ମୁଖିଆ ଭାବେ ଦାୟିତ୍ୱ ପାଇଛନ୍ତି । ଆସନ୍ତା ୩୧ ତାରିଖରେ ଅସିତ ତ୍ରିପାଠୀଙ୍କ ଅବସର ପରେ ଏହି ପଦରେ ବସିବେ

ଭୋଟବ୍ୟାଙ୍କ ପାଲଟିଛି ମାଳ ମାଳ ଯୋଜନା!

ନବୀନ ସରକାର, ଗରିବଙ୍କ ସରକାର । ଏଭଳି କହିବା ପଛର ଅନେକ କାରଣ ରହିଛି । ଗତ ୨୦ ବର୍ଷ ହେବ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆସନରେ ବସି ଆସୁଛନ୍ତି ନବୀନ । ୨ ଦଶନ୍ଧି ହେବ ଲଗାତାର ନବୀନଙ୍କ ଉପରେ ବିଶ୍ୱାସ ଓ ଭରସା କରି ଆସୁଛନ୍ତି

ବୟସ ବଢୁଛି, ଶକ୍ତି ବି ବଢୁଛି

ବିଜୁ ଜନତା ଦଳ । ଆଞ୍ଚଳିକ ଦଳର ଟ୍ୟାଗ୍ ଲାଗିଥିବା ଏହି ଦଳକୁ ନେଇ ଜାତୀୟ ରାଜନୀତିରେ ସବୁଠୁ ଅଧିକ ଚର୍ଚ୍ଚା ହୋଇଥାଏ । ଦଳ ଗଠନ ଠାରୁ ଆରମ୍ଭ କରି ଏବେ ପର୍ଯ୍ୟନ୍ତ ପ୍ରତ୍ୟେକ ନିର୍ବାଚନରେ ବିଜେଡିର ଭୂମିକାକୁ ନେଇ ହୋଇଥାଏ

ମନ୍ତ୍ରୀ ହେବେ ସୁର୍ଯ୍ୟ ନାରାୟଣ ପାତ୍ର !

ନୂଆବର୍ଷରେ ନବୀନଙ୍କ ମନ୍ତ୍ରୀମଣ୍ଡଳର ହୋଇପାରେ ନବକଳେବର । ପଞ୍ଚମ ପାଳିର ଦ୍ୱିତୀୟ ନବକଳେବରରେ ନୂଆ ରୂପରେ ନଜର ଆସିପାରନ୍ତି ବାଚସ୍ପତି ସୂର୍ଯ୍ୟ ପାତ୍ର । ନବୀନଙ୍କ ମନ୍ତ୍ରୀମଣ୍ଡଳରେ ପୁଣି ଦେଖିବାକୁ ମିଳିପାରେ

ଅପରାଜେୟ… ଅଦ୍ୱିତୀୟ… ଅପ୍ରତିଦ୍ୱନ୍ଦ୍ୱୀ…

ନବୀନ ପଟ୍ଟନାୟକ ଓ ଭି.କେ ପାଣ୍ଡିଆନ । ଉଭୟଙ୍କ ମଧ୍ୟରେ ସବୁଠୁ ବଡ ସମାନତା । ଅଜଣା,ଅଶୁଣା,ଅଚିହ୍ନାରୁ ଏବେ ଓଡ଼ିଶାର ପ୍ରତି ଘରେ ଜଣାଶୁଣା ନାଁ । ଚାହା ଖଟି ଠାରୁ ଆରମ୍ଭ କରି ସୋସିଆଲ ମିଡ଼ିଆ, ରାଜ୍ୟରେ ସବୁଠି ଏହି ଯୋଡିଙ୍କୁ ନେଇ

ପାୱର କରିଡରର ପାୱାରଫୁଲ ଚେହେରା

ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ତଥା ବବି ଦାସ । ସାମ୍ପ୍ରତିକ ସ୍ଥିତିରେ ରାଜ୍ୟ ରାଜନୀତିର ସବୁଠୁ ଚର୍ଚ୍ଚିତ ଚେହେରା । ସରକାରରେ କୌଣସି ପଦପଦବୀରେ ନଥିବା ବବି ଦଳୀୟ ମହଲରେ କିନ୍ତୁ ବେଶ ପାୱାରଫୁଲ । ଖାସକରି ଶଙ୍ଖ ଶିବିରର

ବୈଜୟନ୍ତ-ବାହାମାସ ଲିଙ୍କ୍‌ ପ୍ରସଙ୍ଗ : ତଦନ୍ତରେ ଶିଥିଳତା ନେଇ ଦିଲ୍ଲୀରେ ଉଠିଲା ପ୍ରଶ୍ନ, ପ୍ରଣବ ପ୍ରକାଶଙ୍କ…

ଭାଜପା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଏବଂ ତାଙ୍କ ପତ୍ନୀ ଜଗିମଙ୍ଗତ ପଣ୍ଡା ମନି ଲଣ୍ଡ୍ରିଂ ,ହାଓଲା କାରବାର, ଟିକସ ଫାଙ୍କି, ଆର୍ଥିକ ଠକେଇ ଭଳି ପ୍ରସଙ୍ଗ ପୁଣି ରାଜନୀତିରେ ଚର୍ଚ୍ଚା ପାଲଟିଛି । ୨୦୧୯ରେ ବୈଜୟନ୍ତଙ୍କ

ନବୀନଙ୍କ ପରେ ପୁରୀରେ ପାଣ୍ଡିଆନ । ବଡଦାଣ୍ଡକୁ ଭିକାରୀମୁକ୍ତ କରିବାକୁ ଘୋଷଣା ।

ମୁଖ୍ୟମନ୍ତ୍ରୀଙ୍କ ପରେ ପୁରୀରେ ପାଣ୍ଡିଆନଙ୍କ ସମୀକ୍ଷା । ମନ୍ଦିର ଚାରିପାଖେ ଚାଲିଥିବା ବିକାଶ କାମର ନବୀନ ପଟ୍ଟନାୟକ ଅନୁଧ୍ୟାନ କରିବା ପରେ ଐତିହ୍ୟ କ୍ଷେତ୍ରରେ ଚାଲିଥିବା ଉନ୍ନୟନମୂଳକ କାମର ଅନୁଧ୍ୟାନ କରିଛନ୍ତି ୫-ଟି ସଚିବ

ସୋସିଆଲ ମିଡିଆରେ ଉପନିର୍ବାଚନ ପ୍ରଚାର । କରୋନା ପାଇଁ ଡିଜିଟାଲ ପ୍ଲାଟଫର୍ମରେ ଭୋଟ ଭିକ୍ଷା ।

ବାଲେଶ୍ୱର ଓ ତିର୍ତୋଲରେ ଜୋରଦାର ଚାଲିଛି ଉପନିର୍ବାଚନ ପ୍ରଚାର । କିନ୍ତୁ କରୋନା ମହାମାରୀ ପାଇଁ ବଡ଼ ବଡ଼ ସଭା ସମିତି କିମ୍ବା କାର୍ଯ୍ୟକ୍ରମ କରିବା ସମ୍ଭବପର ହେଉନାହିଁ । ତେଣୁ ଭୋଟରଙ୍କ ପାଖରେ ପହଚିଂବା ପାଇଁ ଏବେ ଅସ୍ତ୍ର

ସରଗରମ୍ ହେଉଛି ଉପନିର୍ବାଚନ ପ୍ରଚାର । ମୈଦାନରେ ହେଭିୱେଟ,୨୩ରେ ପ୍ରଚାର କରିବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର…

ଉପନିର୍ବାଚନ ପ୍ରଚାର ମଇଦାନରେ ଜୋରଦାର ଲଢେଇ । ତିର୍ତୋଲ-ବାଲେଶ୍ୱର ଉପନିର୍ବାଚନ ତାରିଖ ଯେତିକି ପାଖଉଛି ପ୍ରଚାର ମଇଦାନରେ ଲଢେଇ ସେତିକି ଜୋରଦାର ହେଉଛି । ଗାଦି ହାତେଇ ସ୍ୱାଭିମାନ ବଂଚେଇବା ପାଇଁ ଗାଁ ଗାଁରେ ବୁଲୁଛନ୍ତି ନେତା