THE BYAPINI
Browsing Category

କ୍ଷମତାକେନ୍ଦ୍ର

ଶୁଣାଣୀ ଶେଷ ନହେବା ଯାଏଁ ରାଜନୀତି ମଇଦାନକୁ ଓହ୍ଲାଇବି ନାହିଁ: ପ୍ରଭାତ

କଟକ: କଟକ ଚୌଦ୍ୱାର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ବିଳାସିନୀ ବିଶ୍ୱାଳଙ୍କ ନାମରେ ସିଶୋର ଜମି କିଣାବିକା ମାମଲାରେ ଚାର୍ଜଫ୍ରେମ୍‌ କରିଛି ସିବିଆଇ । ମାମଲା ଏବେ ବି ଅଦାଲତରେ ବିଚାରଧିନ

ରାଜସ୍ଥାନରେ ମେଧାବୀ ଛାତ୍ରୀଙ୍କୁ ସ୍କୁଟି ବାଣ୍ଟିଲେ ରାହୁଲ, ସ୍କୁଟି ପଛରେ ବସିଥିବା ଫଟୋ ଭାଇରାଲ

ଜୟପୁର: ରାଜସ୍ଥାନ ଗସ୍ତରେ ଯାଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମହରାଣୀ କଲେଜରେ ଛାତ୍ରୀମାନଙ୍କ ସହିତ ଆଲୋଚନା କରିବା ସହିତ ମେଧାବୀ ଛାତ୍ରୀମାନଙ୍କୁ ସ୍କୁଟି ବାଣ୍ଟି ପୁଣିଥରେ ଚର୍ଚ୍ଚାରେ ଅଛନ୍ତି । ସେ ଛାତ୍ରୀଙ୍କ ପଛରେ

ଓଡ଼ିଶା ପାଇଁ ବିଜେପି କରିଛି ସ୍ୱତନ୍ତ୍ର ଫର୍ମୁଲା, ମୁଖ୍ୟମନ୍ତ୍ରୀ ଚେହେରା ବିନା ଜିତିବୁ: ଧର୍ମେନ୍ଦ୍ର

ଭୁବନେଶ୍ୱର: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ବାତାବରଣ ସେତିକି ଜମି ଜମି ଆସୁଛି । ରାଜ୍ୟରେ ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ଏବେ ଠାରୁ ଉତ୍ତେଜନା ଆରମ୍ଭ ହେଲାଣି । ମୁଖତଃ ଶାସକ ବିଜେଡିର ଆଭ୍ୟନ୍ତରିଣ

ଧର୍ମ ପ୍ରତି ଆକ୍ରମଣ ହିଁ ଇଣ୍ଡିଆ ମେଣ୍ଟର ଉଦ୍ଦେଶ୍ୟ: ମୋଦୀ

ନୂଆଦିଲ୍ଲୀ : ଆଗକୁ ମଧ୍ୟପ୍ରଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି । ଚଳିତବର୍ଷ ଶେଷ ଭାଗରେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ମଧ୍ୟପ୍ରଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶରେ

ଏମାନଙ୍କ ବିତର୍କ ଶୋ’ରେ ଅଂଶଗ୍ରହଣ କରିବେନି କୌଣସି ନେତା ୧୪ ଆଙ୍କରଙ୍କୁ ବୟକଟ୍‌ କଲା ‘ଇଣ୍ଡିଆ’ ମେଣ୍ଟ

ନୂଆଦିଲ୍ଲୀ: ଗଣମାଧ୍ୟମରେ ମୁଖ୍ୟତଃ ଟେଲିଭିଜନ ଚ୍ୟାନେଲରେ ବିତର୍କ ପାଇଁ ବିରୋଧି ଦଳର ନେତାମାନଙ୍କୁ ଡାକି କଥା କହିବାକୁ ସୁଯୋଗ ଦେଉନଥିବା ଟିଭି ଆଙ୍କର ମାନଙ୍କୁ ଇଣ୍ଡିଆ ମେଣ୍ଟ ପକ୍ଷରୁ ବୟକଟ୍‌ କରାଯାଇଛି । ବିଭିନ୍ନ ଜାତୀୟ

ବିଜେଡିରୁ ବହିଷ୍କୃତ ହେଲେ କଟକ-ଚୌଦ୍ୱାର ନିର୍ବାଚନମଣ୍ଡଳି ସିଟି କମିଟି ଉପସଭାପତି

କଟକ: ଲୋକମାନଙ୍କ ସ୍ୱାର୍ଥ ବିରୋଧି କାର୍ଯ୍ୟ ପାଇଁ ବିଜେଡିରୁ ବହିଷ୍କୃତ ହେଲେ କଟକ-ଚୌଦ୍ୱାର ନିର୍ବାଚନମଣ୍ଡଳି ସିଟି କମିଟି ଉପସଭାପତି ପ୍ରକାଶ ଚନ୍ଦ୍ର ମହାନ୍ତି । ଆଜି ସାମାଜିକ ଗଣମାଧ୍ୟମ ଏକ୍ସ (ପୂର୍ବରୁ ଟୁଇଟ୍‌ର)ରେ ଏ

୯ଟି ପ୍ରକଳ୍ପକୁ ମିଳିଲା ମଂଜୁରୀ

ଭୁବନେଶ୍ୱର: ସୋମବାର ଦିନ ହୋଇଥିବା ହାଇ ଲେବୁଲ୍‌ କମିଟି ବୈଠକରେ ୯ଟି ପ୍ରକଳ୍ପକୁ ରାଜ୍ୟ ସରକାର ମଂଜୁରୀ ପ୍ରଦାନ କରିଛନ୍ତି । ଏହି ସମସ୍ତ ପ୍ରକଳ୍ପର ମୂଲ୍ୟ ୧ଲକ୍ଷ ୧ହଜାର ୮୦୪. ୪୩କୋଟିର ହେବ । ଜଗତସିଂହପୁର ଜେଏସ୍‌ଡବ୍ଲ୍ୟୁ

‘ବିଜେଡି ନେତାମାନଙ୍କର ସ୍ୱାଭିମାନ କି ଆତ୍ମସମ୍ମାନ ନାହିଁ ’: ଜୟନାରାୟଣ

ଭୁବନେଶ୍ୱର: ଫାଇଭ ଟି ସଚିବ ଭି.କେ ପାଣ୍ଡିଆନ୍‌ଙ୍କର ବିଭିନ୍ନ ଜିଲ୍ଲା ଗସ୍ତକୁ ନେଇ ବିରୋଧର ସ୍ୱର ଶାଣିତ ହେବାରେ ଲାଗିଛି । ବିଜେଡି ଦଳର ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଦଳରେ କୌଣସି ଦଳୀୟ ପ୍ଲାଟ୍‌ଫର୍ମ ନାହିଁ ବୋଲି

୬ ରାଜ୍ୟର ୭ ବିଧାନସଭା ଆସନରୁ ୪ଟିରେ ‘ଇଣ୍ଡିଆ’ ମେଣ୍ଟ ବିଜୟୀ

ନୂଆଦିଲ୍ଲୀ: ଶୁକ୍ରବାର ଦିନ ପ୍ରକାଶ ପାଇଛି ୬ ରାଜ୍ୟର ୭ ଆସନ ପାଇଁ ହୋଇଥିବା ଉପନିର୍ବାଚନର ଫଳାଫଳ । ଏହି ଫଳାଫଳ ବିରୋଧୀ ମେଣ୍ଟର ମନୋବଳ ବଢ଼ାଇଛି । କାରଣ ବିରୋଧୀ ‘ଇଣ୍ଡିଆ’ ମେଣ୍ଟ ୪ ଆସନରେ ବିଜୟୀ ହୋଇଥିଲା ବେଳେ ବିଜେପିକୁ

ଜି-୨୦ ଶିଖର ସମ୍ମିଳନୀର ୨ ଦିବସୀୟ ଅଧିବେଶନ ଆରମ୍ଭ, ସାମିଲ ହେଲା ଆଫ୍ରିକାନ ୟୁନିଅନ

ନୂଆଦିଲ୍ଲୀ: ଭାରତରେ ଶନିବାର ଜି-୨୦ ଶିଖର ସମ୍ମିଳନୀର ଦୁଇ ଦିବସୀୟ ଅଧିବେଶନର ଉଦଘାଟନ ହୋଇଯାଇଛି । ପ୍ରଧାନମନ୍ତ୍ରୀ ମୋଦି ଏହି ସମ୍ମିଳନୀରେ ଭାଗ ନେବାକୁ ଆସିଥିବା ପ୍ରତିନିଧି ଏବଂ ରାଷ୍ଟ୍ରଅଧ୍ୟକ୍ଷଙ୍କୁ ଆୟୋଜନ ସ୍ଥଳ ଭାରତ