Browsing Category
ଛୁଙ୍କ
ସାର୍ ନୁହେଁ, ମୋତେ ବସ୍ ଡାକିବ.!
ସାର୍ ନୁହେଁ, ମୋତେ ବସ୍ ଡାକିବ । ବିଭାଗୀୟ ବୈଠକରେ ଜଣେ ସିଗନାଲ ଇଞ୍ଜିନିୟରଙ୍କୁ ଏମିତି କହିଲେ ନୂଆ କରି ମନ୍ତ୍ରୀ ହୋଇଥିବା ଅଶ୍ୱିନୀ ବୈଷ୍ଣବ । ଆଉ ଏହି କଥା ଶୁଣିବା ପରେ ଆପଣଙ୍କ ମନକୁ ବି ପ୍ରଶ୍ନ ଆସୁଥିବ ମନ୍ତ୍ରୀ ଭାବେ…
ସତ ଦେଖାଉଛି କିଏ !
୨୦୧୯ ସାଧାରଣ ନିର୍ବାଚନ ପରେ ଓଡ଼ିଶା ଗଣମାଧ୍ୟମ କ୍ଷେତ୍ରରେ ବଡ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି । ଅନେକ ନୂଆ ନୂଆ ଚ୍ୟାନେଲ ଜନ୍ମ ନେଇଛି । କିନ୍ତୁ ନିର୍ବାଚନ ପରେ ଜନ୍ମ ନେଇଥିବା ଯେଉଁ ନୂଆ ସାଟେଲାଇଟ ନ୍ୟୁଜ୍ ଚ୍ୟାନେଲକୁ…
ଲୋକହସା କରାଉଛନ୍ତି ଲେଖାଶ୍ରୀ!
ଓଡ଼ିଆରେ ଏକ ଲୋକ କଥା ରହିଛି, ମୋତେ ଯେତେ ମାଠିବୁ ମାଠ, ମୁଁ ସେହି ଦରପୋଡା କାଠ । ବିଜେପି ନେତ୍ରୀ ଲେଖାଶ୍ରୀଙ୍କ ଠାରୁ ଏହାର ଭଲ ଉଦାହରଣ କିଏ ବା ହୋଇପାରିବ । ଏକଥା ଆମେ ଏଥିପାଇଁ କହୁଛୁ କାରଣ, ପୂର୍ବରୁ ମୋଦି ଟିକା ନେଇଥିବା…
ବିଜେଡିରେ ବଡ ବିବାଦ ! ସାଂସଦ ବନାମ ବିଧାୟକ !
ବିଜେଡିର ସାଂସଦ ଓ ବିଧାୟକଙ୍କ ଭିତରେ ସବୁକିଛି ଠିକ୍ ନାହିଁ । ଉପରକୁ ସବୁ କିଛି ଠିକଠାକ ଦେଖାଯାଉଥିଲେ ମଧ୍ୟ ସଙ୍ଗଠନ ଭିତରେ ଦେଖାଦେଲାଣି ସାଂଘାତିକ ସ୍ଥିତି । ଦଳର ସାଂସଦ ଓ ବିଧାୟକ କେହି କାହା କଥା ଶୁଣିବା ମୁଡରେ ନାହାନ୍ତି…
ଏଥର ପାଳି ପଡିବ କି?
୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ଶେଷ ହେବା ପରେ ଏବେ ରାଜ୍ୟସଭା ନିର୍ବାଚନକୁ ନେଇ ସରଗରମ ହୋଇଛି ରାଜ୍ୟ ବିଜେପି ରାଜନୀତି । ସେମିିତିରେ ଦେଖିବାକୁ ଗଲେ ଓଡ଼ିଶାରେ ଏବେ କୌଣସି ରାଜ୍ୟସଭା ଆସନ…
ଆଇଏଏସ ବୋଲି କଣ ମନମାନି କରିବ…
ରାଜ୍ୟରେ ଯେଉଁ ମହୁଫେଣାକୁ କେହି ଆଖି ଉଠାଇ ଦେଖିବାକୁ ଚାହାଁନ୍ତିନି ତାରି ଉପରକୁ ଆଜି ଟେରା ମାରିଛନ୍ତି କଟକ-ଚୈାଦ୍ୱାର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ । ଅଫିସରଙ୍କ ମନମାନୀ କାର୍ୟ୍ୟକୁ ସମସ୍ତଙ୍କ ସାମ୍ନାରେ ଏଭଳି ମାଡି…
ଓଡିଶାରେ ଖେଲା ହୋବେ !
() ଆସନ୍ତା ୧୫ ତାରିଖରୁ ୱେବ ଦୁନିଆରୁ ସାଟେଲାଇଟ ଦୁନିଆକୁ ପ୍ରବେଶ କରିବାକୁ ଯାଉଛି ଅର୍ଗସ ଟିଭି । ଚାରିଆଡେ ବଡ ବଡ ହୋର୍ଡିଂ, ଫେସବୁକରେ ମାଳ ମାଳ ପୋଷ୍ଟର । ଓଡିଶାର ବାସ୍ତବ ପ୍ରସଙ୍ଗ ଓ ନିଛକ ସତକୁ ସାମ୍ନାକୁ ଆଣିବାକୁ…
ଦ୍ୱିତୀୟ ଲହରରେ ପ୍ରଭାବିତ ‘ସମ୍ବାଦ ଗ୍ରୁପ୍’ ?
ମହାମାରୀ ମହାସଙ୍କଟ ପୂରା ବିଶ୍ୱକୁ ଦୋହଲାଇ ଦେଇଛି । ଆଉ ଏଥିରୁ ବାଦ୍ ପଡିନି ରାଜ୍ୟର ପ୍ରତିଷ୍ଠିତ ଗଣମାଧ୍ୟମ ସଂସ୍ଥା ‘ସମ୍ବାଦ’ ଗ୍ରୁପ୍ । ଦ୍ୱିତୀୟ ଲହରର ସବୁଠୁ ଅଧିକ ପ୍ରଭାବ ସମ୍ବାଦ ଗ୍ରୁପ୍ ଉପରେ ପଡିଥିବା ଭଳି ମନେ ହେଉଛି…
ସୁର ବାବୁ… କଥାରେ ଭୋଟ ମିଳେନି !
କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ଦୀର୍ଘ ଦିନ ପରେ ବିଧାୟକ ଭାବେ ନିର୍ବାଚିତ ହେଲେ । ଦଳର ୯ ବିଧାୟକଙ୍କ ଭିତରୁ ସବୁଠାରୁ ଅଧିକ ଚର୍ଚ୍ଚିତ ସିଏ । ପ୍ରତିଦିନ ଗଣମାଧ୍ୟମ ସାମ୍ନାରେ କିଛି ନା କିଛି କହୁଥିବେ । ଆଉ ସେ ଦେଉଥିବା…
ବିଚରା ବୈଜୟନ୍ତ… କେହି ପଚାରିଲେନି
ବିଜୟ ପରେ ବୈଜୟନ୍ତଙ୍କୁ ଭୁଲିଗଲେ । ପରିଶ୍ରମ କରିଥିଲେ କିନ୍ତୁ ଫଳାଫଳ ଆସିବା ପରେ କେହି ପଚାରିଲେନି । ନା ଧନ୍ୟବାଦ ମିଳିଲା ନା ଶୁଭେଚ୍ଛା । ବିଜେପିର ଆସାମ ବିଜୟ ପରେ ବୈଜୟନ୍ତଙ୍କ ସହ କିଛି ଏଭଳି ଘଟୁଛି । ଯାହା ପଣ୍ଡା…