THE BYAPINI
Browsing Category

ଛୁଙ୍କ

‘ସକାଳ’ ବଢାଇଲା ସସପେନ୍ସ : ସବ୍ୟ ଯିବେ କି ସବୁଜ ଶିବିର?

ସବୁଜ ଶିବିରରେ ଏଣ୍ଟ୍ରି ମାରିବେ କି ସବ୍ୟସାଚୀ? ଏ ପ୍ରଶ୍ନ ସେତେବେଳେ ଉଠିଛି ଯେତେବେଳେ ସବ୍ୟସାଚୀଙ୍କୁ ନେଇ ଏକ ବିଜ୍ଞାପନଭିତ୍ତିକ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଯେଉଁଥିରେ ସବ୍ୟସାଚୀ ଦୈନିକ ଓଡ଼ିଆ ଖବରକାଗଜ ‘ସକାଳ’

ବିଜେଡିକୁ କମବ୍ୟାକ୍ କରିବେ କି ବୈଜୟନ୍ତ?

ପଦ୍ମ ଦଳରେ ପଶ୍ଚାତାପ କରୁଛନ୍ତି କି ପଣ୍ଡା ବାବୁ?ପୁରୁଣା ଦଳକୁ ଫେରିବାକୁ ଚାହୁଁଛନ୍ତି କି ପଣ୍ଡା ବାବୁ? ଅଥାର୍ତ ବିଜେଡିକୁ କମବ୍ୟାକ୍ କରିବାକୁ ମନ ବଳାଇଲେଣି କି ବୈଜୟନ୍ତ ପଣ୍ଡା । ଏ ପ୍ରସଙ୍ଗ ଏଥିପାଇଁ ଉଠୁଛି କାରଣ, ଆଜି

ଧର୍ମେନ୍ଦ୍ର କଣ କଲମ୍ବସ ହୋଇଗଲେଣି କି?

ବିଜୁ ଜନତା ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଟାର୍ଗେଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟ୍ୱିଟ କରି ଶାଣିତ ସମାଲୋଚନା କରିବା ସହ ପଚାରିଛନ୍ତି ଭାଜପା ରାଜନୀତିର ସବୁଠାରୁ ବଡ ପ୍ରଶ୍ନ । ବବି ଟ୍ୱିଟ କରି

ପିପିଲିକୁ ଆସ କିନ୍ତୁ ପ୍ରଚାର ମୈଦାନକୁ ନୁହେଁ

ଆଶ୍ରିତଙ୍କ କଥା ଆମେ ବୁଝିବୁ, ତମର ଆବଶ୍ୟକତା ନାହିଁ । ପିପିଲିର ପଦ୍ମ କ୍ୟାମ୍ପରୁ ଏବେ କିଛି ଏଭଳି ଶୁଣିବାକୁ ମିଳୁଛି । ଯେଉଁଠି ପ୍ରଚାର ମୈଦାନରୁ ରାଜ୍ୟସ୍ତରୀୟ ନେତାଙ୍କୁ ସାଇଡଲାଇନ ହେବାକୁ ସଫା ସଫା କୁହାଯାଉଛି ।

ଠିକାଦାର : ଓଡିଆ ବନାମ ଅଣଓଡିଆ

କାମ ଓଡିଶାର, ଅର୍ଥ ଅଡିଶାର । ହେଲେ ଏଠି ଆସି ରାଜୁତି କରିବେ ଅଣଓଡିଆ । ସତେ ଯେମିତି କୋଣାର୍କ ଗଢିଥିବା ଏହି ରାଜ୍ୟର ପୁର୍ବପୁରୁଷଙ୍କ ଦାୟାଦ ମାନେ ହଠାତ୍ ଆଜିର ଶାସନକର୍ତ୍ତାଙ୍କ ସାମ୍ନାରେ ଅଯୋଗ୍ୟ ହୋଇଗଲେ । ହଠାତ୍ ଓଡିଆ

ବର୍ଷାଙ୍କ ପଛରେ ନବୀନ!

ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଗତ କିଛି ଦିନ ହେବ ସୋସିଆଲ ମିଡ଼ିଆରେ ସେନସେସନ ରହି ଆସିଥିବା ବର୍ଷା ଏବେ ପୁଣି ଚର୍ଚ୍ଚାରେ । କିନ୍ତୁ କୌଣସି ଫିଲ୍ମ ପାଇଁ ନୁହେଁ ବରଂ ଏକ ସୋସିଆଲ ମିଡ଼ିଆ ପୋଷ୍ଟ ପାଇଁ । କଳିଙ୍ଗ

ଲଂଠନ ଧରି ନବୀନ ନିବାସ ଯାତ୍ରାର ଆବଶ୍ୟକତା କଣ?

ବିଧାନସଭାରେ ଅଚଳାବସ୍ଥା ଜାରି ରହିଛି । ଧାନ କିଣା ମାମଲାରେ ବିଜେପି ବିଧାୟକ କରିଥିବା ଆତ୍ମହତ୍ୟା ଉଦ୍ୟମ ମାମଲା ବେଳକୁ ବେଳ ସାଂଘାତିକ ରୁପ ଧାରଣ କରିଛି । ବିଜେଡି ବିଧାୟକ ରାଜଭବନ ପର୍ଯ୍ୟନ୍ତ ଯାତ୍ରା କରି ରାଜ୍ୟପାଳଙ୍କୁ

କୁଆଡେ ଗଲା କାଳିଆ କମିଶନ୍ ?

୨୦୧୯ ସାଧାରଣ ନିର୍ବାଚନ ସମୟରେ ବିଜୁ ଜନତା ଦଳ ପକ୍ଷରୁ ଯେଉଁ ଇସ୍ତାହାର ଜାରି କରାଯାଇଥିଲା, ସେଥିରେ କାଳିଆ କମିଶନ ଗଠନ କରିବା ନେଇ ଘୋଷଣା ହୋଇଥିଲା । କାଳିଅ ଯୋଜନା ସଠିକ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ ତାକୁ ଅନୁଧ୍ୟାନ

କାମ କର, ନହେଲେ ପଦ ଛାଡ !

ଶୀର୍ଷକକୁ ପଢି ଆପଣ ଭାବୁଥିବେ କିଏ କାହାକୁ ଏକଥା କହିଲା । ରାମମନ୍ଦିର ପାଖ ପାର୍ଟି ଅଫିସରେ ରବିବାର ସନ୍ଧ୍ୟାରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ।କୈାତୁହଳ ଦୃଷ୍ଟିରୁ ସେଠାରେ କିଛି ସମୟ କାଟିବା ପରେ ଜାଣିବାକୁ ପାଇଲୁ, ରାଜ୍ୟ

ଅଧାରୁ ପଡିଆ ଛାଡିଲେ କ୍ରୀଡାମନ୍ତ୍ରୀ!

ଅଧାରୁ ପଡିଆ ଛାଡିଲେ କ୍ରୀଡାମନ୍ତ୍ରୀ । ଆଜ୍ଞା ହଁ, ଆମ ତୁଷାରକାନ୍ତି ବେହେରା । ଯାହାଙ୍କୁ ଖେଳ ମଝିରୁ ଅଧାରୁ ପଡିଆ ଛାଡିବାକୁ ପଡିଛି । ଏଭଳି ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ପ୍ରିମିୟର ଲିଗ ବା ଏମପିଏଲରେ ।