THE BYAPINI
Browsing Category

ଛୁଙ୍କ

ବିଧାୟକ ଏକାଦଶରେ ଭବିଷ୍ୟତର ବିଧାୟକ?

ବର୍ତ୍ତମାନର ପ୍ରସ୍ତୁତି ଓ ପରିଶ୍ରମ ଉପରେ ଭବିଷ୍ୟତ ନିର୍ଭର କରିଥାଏ ।ସେ ଖେଳ ହେଉ କି ଗୀତ,ନାଚ । ସେ ପରୀକ୍ଷା ହେଉ କି ପଲିଟିକ୍ସ । ସବୁ କ୍ଷେତ୍ରରେ ଭବିଷ୍ୟତକୁ ଆଖି ଆଗରେ ରଖି ବର୍ତ୍ତମାନ ଠାରୁ ଜୋରଦାର କସରତ କରିବାକୁ

‘ବିପିଏଲ’ରେ ବର୍ଷା, ସଂକେତ କଣ?

ଖଲ୍ଲିକୋଟ କଲେଜ ଷ୍ଟାଡିୟମରେ ବିଜୁ ପ୍ରିମିୟର ଲିଗରେ ବର୍ଷା ପ୍ରିୟଦର୍ଶନୀ ଅତିଥି ହୋଇ ଯୋଗଦେବା ରାଜନୈତିକ ସମୀକରଣକୁ ବିଗାଡି ଦେଇଛି । ଏହା ଅନୁଭବଙ୍କ ପାଇଁ ସତର୍କଘଂଟି ବୋଲି ସମୀକ୍ଷକ ମତ ରଖୁଥିବା ବେଳେ ଆଗାମୀ ଦିନରେ

ଆସୁଛି ଆଉ ଏକ ନ୍ୟୁଜ ଚ୍ୟାନେଲ !

ରାଜ୍ୟରେ ଖୁବଶୀଘ୍ର ଏକ ନୁଆ ଚ୍ୟାନେଲ ଆରମ୍ଭ ହେବାକୁ ଯାଉଥିବା ସୁଚନା ମିଳିଛି । ମିଡିଆ ସର୍କଲରେ ଚାଲିଥିବା ଚର୍ଚ୍ଚା ଅନୁସାରେ ଚ୍ୟାନେଲ ଆସିବା ପାଇଁ ସମସ୍ତ ପ୍ରସ୍ତୁତି ସରିଯାଇଛି । ଲାଇସେନସ ମଧ୍ୟ ସଂସ୍ଥା ପକ୍ଷରୁ ହାସଲ

କାହିଁକି ଚୁପ୍ ଅଛନ୍ତି ଅରୁପ୍ ପଟ୍ଟନାୟକ?

ଏକାମ୍ରକ୍ଷେତ୍ର ବାଇ-ଲକୁ ନେଇ ରାଜନୀତି ତେଜିଛି । କେନ୍ଦ୍ରମନ୍ତ୍ରୀ, ବିଜେପି ସାଂସଦଙ୍କ ମତରେ ଫରକ ଥିବା ଦେଖିବାକୁ ମିଳୁଛି, ବିଜେଡି ପଛରେ ରହି ସେବାୟତଙ୍କୁ ଆଗରେ ରଖି ଗୋଟି ଚଳାଉଛି । ବିଜେଡିର ସ୍ଥାନୀୟ ବିଧାୟକ ଟ୍ୱିଟ କରି

ଧରାପଡିଗଲା ଧର୍ମେନ୍ଦ୍ରଙ୍କ ଡବଲ୍ ରୋଲ୍ !

ଡାହାଣୀ ହୋଇ ଲାଗିବା, ଗୁଣିଆ ହୋଇ ଛଡାଇବା । ଏହି ଉକ୍ତିର ଯଥାର୍ଥତା ଓଡିଶାବାସୀଙ୍କୁ ବୁଝାଇବାର ଆବଶ୍ୟକତା ନାହିଁ । ଉଣା ଅଧିକେ ଏନେଇ ସମସ୍ତେ ଅବଗତ ଥିବେ । ଠିକ ସମାନ ଧାରା ଏବେ ଓଡିଶା ରାଜନୀତିରେ ଦେଖିବାକୁ ମିଳିଛି ।

କଭି ନରମ୍ ନରମ୍ କଭି ଗରମ୍ ଗରମ୍…

୧୯୫୧ରେ ଆସିଥିବା ଚଳଚିତ୍ର ଅଲବେଲାରର ଏକ ଗୀତ ୨୦୨୦ରେ ଫିଲ୍ମ ଲୁଡୋ ମାଧ୍ୟମରେ ଆହୁରି ଅଧିକ ବ୍ୟାପକ ଆଉ ଲୋକପ୍ରିୟ ହେଲା, ଯେଉଁଥିରେ ଲୋକପ୍ରିୟ ଅଭିନେତା ପଙ୍କଜ ତ୍ରିପାଠୀ ଅଭିନୟ କରିଥିଲେ । ସେହି ଗୀତର ଶଦ୍ଦ କିଛି ଏଭଳି ଥିଲା

ବିଜେଡିରେ ଚର୍ଚ୍ଚା – ଖବରକାଗଜ ଆଉ ଟିଭିକୁ ଜଗୁନାହାନ୍ତି କି ସୈାମ୍ୟ?

ନିଜ ରାଜନୈତିକ ପ୍ରତିଷ୍ଠା ଏବଂ ଭାବମୁର୍ତ୍ତି ତଥା ଦୀର୍ଘ ଦିନର ସାମ୍ବାଦିକତା ଜୀବନର ପୁଂଜିକୁ ଯେତେବେଳେ ପଛକୁ ଠେଲି ବିଜୁ ଜନତା ଦଳରେ ସାମିଲ ହୋଇଥିଲେ ରାଜ୍ୟ ରାଜନୀତିର ଜଣାଶୁଣା ଚେହେରା ସୈାମ୍ୟରଂଜନ ପଟ୍ଟନାୟକ ସେତେବେଳେ ସେ

ବୈଜୟନ୍ତଙ୍କ ଇଲାକାରେ ଧର୍ମେନ୍ଦ୍ର ପଶିଲେ !

ବାହାନା ଇକୋ ରିଟ୍ରିଟରେ ରହିବା, ହେଲେ ଲକ୍ଷ୍ୟ ବୈଜୟନ୍ତଙ୍କୁ ପାନେ ଚଖାଇବା । କିଛି ଏଭଳି ରଣନୀତି ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତଙ୍କ ନିର୍ବାଚନ ମଣ୍ଡଳୀରେ ଧଶେଇ ପଶିଛନ୍ତି । ସ୍ଥାନେ ସ୍ଥାନେ ସ୍ୱାଗତ

ଅନୁଭବଙ୍କ ଗୀତା ଜ୍ଞାନ… ବାଳୁଙ୍ଗା ଟୋକାଙ୍କ ‘ଜୟ ଜଗନ୍ନାଥ’ ଟ୍ୱିଟ୍ !

କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଏବେ ଶୀମଦ ଭାଗବତ ଗୀତାକୁ ଅନୁସରଣ କରୁଥିବା ଚର୍ଚ୍ଚା । ଟ୍ୱିଟରରେ ଗୀତା ଜ୍ଞାନ ବାଂଟୁଛନ୍ତି ଶାସକ ଦଳର ଏହି ସାଂସଦ । ବର୍ଷା ପ୍ରିୟଦର୍ଶିନିଙ୍କ ସହ ବିବାଦ ପରେ ଭଗବାନଙ୍କ ଶରଣରେ ଅନୁଭବ

ବୈଜୟନ୍ତଙ୍କ ନିଶାନାରେ ଧର୍ମେନ୍ଦ୍ର? ମାଧ୍ୟମ ଅପରାଜିତା!

ବଡ ରାଜନୈତିକ ଖେଳ ଖେଳିବାରେ ମାହିର ରାଜ୍ୟର ୧ ନମ୍ବର ଗଣମାଧ୍ୟମ ବିଜେପି ଦଳ ଭିତରେ ଥିବା ଅନ୍ତଦ୍ୱର୍ନ୍ଦ୍ୱରୁ ଫାଇଦା ଉଠାଇବାକୁ ବଡ ଗୋଟିଚାଳନା କରିଛି । ସଂସ୍ଥା ପକ୍ଷରୁ ନୁଆବର୍ଷ ଅବସରରେ ଏକ ସର୍ଭେ କରାଯାଇଥିଲା ।