THE BYAPINI
Browsing Category

ଛୁଙ୍କ

ନବୀନଙ୍କ କଥାକୁ ନବଙ୍କ ଖାତିର୍ ନାହିଁ ?

ପଂଚମ ଥର ପାଇଁ କ୍ଷମସତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ନେତା ମନ୍ତ୍ରୀଙ୍କୁ ଦେଇଥିଲେ ପରାମର୍ଶ । ସରଳ ଜୀବନ ଯାପନ କର, ଲୋକଙ୍କ ସମସ୍ୟା କଥା ବୁଝ, ଦାମୀ ଗାଡି ଚଢନାହିଁ ଭଳି ଅନେକ କଥା ମନ୍ତ୍ର ଭାବେ ସେ

ଅପରାଜିତାଙ୍କ କ୍ୟାମ୍ପ ମୁହାଁ ଦୁଇ ଏଡିଟର୍ ?

ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ‘ଅନ୍ନପୁର୍ଣ୍ଣା’ ନାମକ ଏକ ନୁଆ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହାରି ଜରିଆରେ ଭୋକିଲା ଲୋକଙ୍କୁ ଖାଦ୍ୟ ଯୋଗାଇଦେବାକୁ ଉଦ୍ୟମ ହୋଇଛି । ଅପରାଜିତାଙ୍କ ଏହି ଉଦ୍ୟମକୁ ସମସ୍ତେ ପ୍ରଶଂସା

‘ଓଟିଭି’ରେ ହୋଇପାରେ ବ୍ୟାପକ ପରିବର୍ତ୍ତନ !

ରାଜ୍ୟର ୧ ନମ୍ବର ଚ୍ୟାନେଲ ତଥା ଲୋକଙ୍କ ଭରସାର ପ୍ରତୀକ ଓଟିଭିର ନ୍ୟୁଜ ମ୍ୟାନେଜମେଂଟରେ ବ୍ୟାପକ ପରିବର୍ତ୍ତନ ହୋଇପାରେ ସବୋଲି ସୁଚନା ମିଳୁଛି । ମିଡିଆ ସର୍କଲରେ ଚର୍ଚ୍ଚା ଅନୁସାରେ ଶୀର୍ଷ ସ୍ତରରେ କାର୍ଯ୍ୟ କରୁଥିବା କିଛି

ଅନୁଭବଙ୍କ ଦୁର୍ଯୋଗ, ବୈଜୟନ୍ତଙ୍କୁ ସୁଯୋଗ!

ବିଲେଇ କପାଳକୁ ଶିକା ଛିଣ୍ଡିବା । ଏହି ଉକ୍ତି ଏବେ କେନ୍ଦ୍ରାପଡ଼ା ରାଜନୀତି ପାଇଁ ଉଦ୍ଦିଷ୍ଟ । ଖାସକରି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପାଇଁ । ୨୦୧୯ ନିର୍ବାଚନରେ ପରାଜିତ ହେବା ପରେ କେନ୍ଦ୍ରାପଡା ରାଜନୀତିରୁ

ବିଜେଡିକୁ ଅଡୁଆ, ସୋସିଆଲ ମିଡିଆ ! ନେତା ସବଳ, ଦଳ ଦୁର୍ବଳ

ସୋସିଆଲ ମିଡିଆକୁ ଜାଣିଶୁଣି ବିଜୁ ଜନତା ଦଳ ନିଜକୁ ଦୁର୍ବଳ କରି ରଖୁଛି ନା ଏହା ପଛରେ ଏକ ବଡ ଷଡଯନ୍ତ୍ର ରହିଛି, ତାକୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା । ଦଳରେ ଏକାଧିକ ଯୁବନେତା ରହିଛନ୍ତି ଯେଉଁମାନେ ନିଜ ନିଜ

ମୋ ସରକାର ପାରୁନି, ମୋ ପରିବାର ପାରୁଛି?

ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ବିଜେଡି ନେତା ତଥା ୨୦୧୯ ନିର୍ବାଚନରେ ଭୁବନେଶ୍ୱର ଲୋକସଭା ଆସନରେ ପରାଜିତ ପ୍ରାର୍ଥୀ ଅରୁପ ପଟ୍ଟନାୟକ ରଖିଥିବା ବୟାନ ବେଶ ବିବାଦୀୟ ଏବଂ ବିତର୍କିତ ମଧ୍ୟ ହୋଇଛି । ପ୍ରଶାସନକୁ

ଫଟେଇଥିଲେ ଏବେ ଫଳ ଭୋଗୁଛନ୍ତି !

ପ୍ରଶାସିକାରୁ ସିଧା ରାଜନେତା ଆସନ ମଣ୍ଡନ କରିଥିବା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ନିଜ ନିର୍ବାଚନ ମଣ୍ଡଳୀରେ ବିରୋଧର ଶୀକାର ହେଇଛନ୍ତି । ତାହା ପୁଣି ନିଜ ଦଳର କର୍ମୀଙ୍କ ଦ୍ୱାରା  । ରାଜଧାନୀର ଭରତପୁର ଅଞ୍ଚଳରେ

ଚତୁର ଧର୍ମେନ୍ଦ୍ର!

ସମ୍ଭବତଃ ଏହା ସଂଯୋଗ ହୋଇପାରେ ହେଲେ ଏହା ଯେ ଏକ ସୁଚିନ୍ତିତ ରଣନୀତିର ଅଂଶବିଶେଷ, ଏହାକୁ ସଂପୁର୍ଣ୍ଣ ଭାବେ ଅସ୍ୱୀକାର କରାଯାଇ ପାରିବ ନାହିଁ । ପରୀ ପାଇଁ ପଦଯାତ୍ରା ସରିବା ଦିନ ରାତିରେ ହିଁ ଓଡିଶା ଆସିଛନ୍ତି କେନ୍ଦ୍ରମନ୍ତ୍ରୀ

ମିଡିଆକୁ ନୁହେଁ, ଦେବାଶିଷ ବାବୁଙ୍କୁ ପ୍ରଶ୍ନ କରିପାରିବେ କି ଅନୁଭବ?

କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ କିମ୍ବା ରାଜ୍ୟ ପରିଷଦ ବୈଠକକୁ ଆସିନଥିଲେ । ମିଡିଆ ପ୍ରଶ୍ନ କଲା, କାହିଁକି ଅନୁଭବ ବୈଠକରୁ ନିଜକୁ ଦୁରେଇ ରଖିଲେ? ବୈଠକକୁ ଆସିବାକୁ ଦଳ ତରଫରୁ

ଅଲୋଡା ହୋଇଗଲେ ସଂଜୟ, ଅରୁଣ !

ବିଜୁ ଜନତା ଦଳର ସାଂଗଠନିକ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିବାର ସଂକେତ ମିଳୁଛି, ଯେତେବେଳେ ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରିଣୀ ବୈଠକରେ ଦଳର ଦୁଇ ତୁଙ୍ଗ ନେତାଙ୍କୁ ସଂପୂର୍ଣ୍ଣ ଅଣଦେଖା କରାଯାଇଥିବା ଚର୍ଚ୍ଚା ଆରମ୍ଭ