Browsing Category
ଛୁଙ୍କ
ଆଜି ଠାରୁ ମନ୍ମଥ ଜଟଣୀ ଦାୟିତ୍ୱ ନେଲେ:ସୁର
ଭୁବନେଶ୍ୱର: ଆଗକୁ ସାଧାରଣ ନିର୍ବାଚନ । ଏନେଇ ରାଜନୀତି ପାଣିପାଗ ଏବେ ସରଗରମ । ଏହାରି ଭିତରେ କଂଗ୍ରେସ ବିଧାୟକ ସୁର ରାଉତରାୟ ଏକ ବଡ଼ ଘୋଷଣା କରିଛନ୍ତି । ନିଜ ପୁଅ ମନ୍ମଥ ରାଉତରାୟଙ୍କୁ ନିଜ ଉତ୍ତରାଧିକାରୀଭାବେ ସେ ଘୋଷଣା!-->…
ଓଡିଶାରେ ୪ ଦିନ ରହିବେ ରାହୁଲ ଗାନ୍ଧୀ
ଭୁବନେଶ୍ୱର:ଭାରତ ଯୋଡା ନ୍ୟାୟ ଯାତ୍ରା ବେଳେ ଓଡିଶାରେ ରାହୁଲ ଗାନ୍ଧୀ ୪ ଦିନ ରହିବେ । ରାଜ୍ୟର ୪ଟି ଜିଲ୍ଲା ଦେଇ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ଯିବାର କାର୍ୟ୍ୟକ୍ରମ ରହିଛି । ମୟୂରଭଞ୍ଜ, କେନ୍ଦୁଝର,!-->…
ବିଜେପି ଖଣି ଦୁର୍ନୀତିର ସିବିଆଇ ତଦନ୍ତ ଦାବି କରିବା ବୃଥା:ପ୍ରସାଦ ହରିଚନ୍ଦନ
ଭୁବନେଶ୍ୱର : ରାଜ୍ୟ ସରକାର ବ୍ୟାପକ ଭାବେ ଖଣି ଦୁର୍ନୀତି କରିଛନ୍ତି । ଖଣି ଦୁର୍ନୀତିର ସିବିଆଇ ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଓଡ଼ିଶାରେ ୯ଲକ୍ଷ କୋଟି ଟଙ୍କାର ଖଣି ଦୁର୍ନୀତି!-->…
ସିନ୍ଦେଙ୍କ ନେତୃତ୍ବାଧୀନ ଦଳ ପ୍ରକୃତ ଶିବସେନା-ବାଚସ୍ପତି
ମୁମ୍ବଇ: ମହାରାଷ୍ଟ୍ରର ବିଧାନସଭା ବାଚସ୍ପତି ରାହୁଲ ନାରୱେକର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ତାଙ୍କ ସହ ଥିବା ବିଧାୟକଙ୍କ ପଦ କାଏମ ରଖିଛନ୍ତି। ସିନ୍ଦେ ଗୋଷ୍ଠୀ ହିଁ ପ୍ରକୃତ ଶିବସେନା ବୋଲି ସେ କହିଛନ୍ତି।
ମୁଖ୍ୟମନ୍ତ୍ରୀ!-->!-->!-->…
ଧର୍ମେନ୍ଦ୍ରଙ୍କ ଏହି ବକ୍ତବ୍ୟକୁ ପାଣ୍ଡିଆନଙ୍କ ଚାଲେଞ୍ଜ
ଭୁବନେଶ୍ୱର : ରାଜ୍ୟର ସବୁଠୁ ବଡ଼ ଯୋଜନା ବିଏସ୍କେୱାଇକୁ ନେଇ ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଉଠାଇଥିବା ପ୍ରଶ୍ନର ଜବାବ ଦେଇଛନ୍ତି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ନୟାଗଡ଼ ଜିଲାର ରଣପୁରଠାରେ ବୁଧବାର!-->…
ଫାରୁକ ଅବଦୁଲ୍ଲାଙ୍କୁ ଇଡିର ସମନ୍
ନୂଆଦିଲ୍ଲୀ: ନ୍ୟାଶନାଲ କନଫରେନ୍ସର ମୁଖ୍ୟ ତଥା ଜମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କୁ ସମନ୍ କରିଛି ଇଡି । ଜମ୍ମୁ ଓ କଶ୍ମୀର କ୍ରିକେଟ ଆସୋସିଏସନର ଟଙ୍କା ହେରଫେର ମାମଲାରେ ତାଙ୍କୁ ଆଜି ହାଜର!-->…
ଜଗତସିଂହପୁର ଜିଲ୍ଲା ପାଇଁ ପର୍ୟ୍ୟବେକ୍ଷକଙ୍କୁ ନିଯୁକ୍ତ କଲା ବିଜେଡି
ଭୁବନେଶ୍ବର: ବିଜୁ ଜନତା ଦଳ ଜଗତସିଂହପୁର ଜିଲ୍ଲା ପାଇଁ ସହ ପର୍ୟ୍ୟବେକ୍ଷକ ଓ ନିର୍ବାଚନ ମଣ୍ଡଳୀ ପାଇଁ ପର୍ୟ୍ୟବେକ୍ଷକଙ୍କୁ ନିଯୁକ୍ତ କରିଛି। ଗିରୀଶ ଚନ୍ଦ୍ର ଦାସଙ୍କୁ ଜିଲ୍ଲା ସହ-ପର୍ୟ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଥିବା ବେଳ!-->…
୯ ବିଧାୟକଙ୍କୁ ଟିକେଟ ମିଳିବା ନିଶ୍ଚିତ:ତାରା ବାହିନୀପତି
ଭୁବନେଶ୍ୱର: ୨୦୨୪ ନିର୍ବାଚନ ପୂର୍ବରୁ କଂଗ୍ରେସ ବିଧାୟକ ତାରା ବାହିନୀପତି ବଡ ବୟାନ ଦେଇଛନ୍ତି । ତାରା କହିଛନ୍ତି, ୨୦୨୪ ନିର୍ବାଚନ ପାଇଁ କଂଗ୍ରେସର ୬୦ରୁ ୭୦ ଟିକେଟ ଫାଇନାଲ ହୋଇସାରିଛି । ୯ ଜଣ ବିଧାୟକଙ୍କୁ ଟିକେଟ ମିଳିବା!-->…
ନବରଙ୍ଗପୁର ରାଇଘର ଗସ୍ତରେ ପାଣ୍ଡିଆନ୍
ଉମରକୋଟ: 5T ତଥା ଆମ ଓଡ଼ିଶା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍ ନବରଙ୍ଗପୁର ଜିଲ୍ଲାର ରାଇଘର ଗସ୍ତରେ ଯିବେ। ପାଣ୍ଡିଆନ୍ ଦିନ ପ୍ରାୟ ୧୨ଟା ୪୫ ମିନିଟରେ ହେଲିକେପ୍ଟର୍ ଯୋଗେ ରାଇଘର ମିନି ଷ୍ଟାଡିଅମ ଠାରେ!-->…
ବିଜେଡି ଛାଡ଼ିଲେ ବଳଭଦ୍ର ମାଝୀ
ଭୁବନେଶ୍ୱର: ବିଜେଡିକୁ ବାଏ ବାଏ । ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ । ସେ ହେଉଛନ୍ତି ବଳଭଦ୍ର ମାଝୀ । ଶ୍ରୀ ମାଝୀ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।
ଏନେଇ ସେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ!-->!-->!-->…