Browsing Category
ଛୁଙ୍କ
ସୁନ୍ଦରଗଡ଼କୁ ୯୭୦ କୋଟିର ଭେଟି
ରାଇରକେଲା: ସୁନ୍ଦରଗଡ଼କୁ ରାଜ୍ୟ ସରକାରଙ୍କ ୯୭୦ କୋଟିର ପ୍ୟାକେଜ । ଜିଲ୍ଲାର ବିଭିନ୍ନ ଉନ୍ନତିମୂଳକ କାର୍ୟ୍ୟ ଲାଗି ରାଜ୍ୟ ସରକାର ଦେଇଛନ୍ତି ୯୭୦ କୋଟି ଟଙ୍କାର ଅନୁଦାନ । ବର୍ତ୍ତମାନ ନୂଆ ଭାବରେ ସୁନ୍ଦରଗଡ଼ ଜିଲ୍ଲାର ଉନ୍ନତି!-->…
ଉଠିବ ନିଲମ୍ବନ: ଘର ବାହୁଡ଼ିବେ ପୁରୁଣା ନେତା
ଭୁବନେଶ୍ୱର: ଗୋଟିଏ ପଟେ ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ଓଡ଼ିଶା ଆସିବେ ରାହୁଲ । ସେଥିପାଇଁ ଜୋରଦାର ପ୍ରସ୍ତୁତିରେ ଲାଗିପଡିଛି ରାଜ୍ୟ କଂଗ୍ରେସ । ଅନ୍ୟପଟେ ନୂଆ ପ୍ରଭାରୀ ଆସୁଥିବାରୁ ତାଙ୍କର ସ୍ୱାଗତ ପାଇଁ କଂଗ୍ରେସ ଭବନକୁ!-->…
ବିଜେଡିରୁ ବହିଷ୍କୃତ ହେଲେ ଏହି ଉପଦେଷ୍ଟା
ସମ୍ବଲପୁର: ସମ୍ବଲପୁର ଜିଲ୍ଲା ବିଜେଡିର ଉପଦେଷ୍ଟା ପ୍ରମୋଦ ରଥ ବିଜେଡିରୁ ବହିଷ୍କୃତ । ଦଳ ବିରୋଧି କାର୍ୟ୍ୟ ପାଇଁ ବହିଷ୍କୃତ । ଏନେଇ ସୂଚନା ଦେଇଛନ୍ତି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ।
ପ୍ରମୋଦ ରଥ ପୂର୍ବରୁ!-->!-->!-->…
ଟିଏମସିର ସମର୍ଥନ ଦରକାର ନାହିଁ:ଅଧୀର ରଞ୍ଜନ ଚୌଧୁରୀ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ଆସନ ଭାଗବଂଟାକୁ ନେଇ ଇଣ୍ଡିଆ ମେଂଟରେ ଫାଟ ଦେଖାଦେଇଛି । ଯାହାକୁ ନେଇ କଂଗ୍ରେସ-ଟିଏମସି ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସକୁ ୪୨ ଟି ଆସନରୁ!-->…
ନବୀନଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର, କାହିଁକି ଜାଣନ୍ତୁ
ଭୁବନେଶ୍ୱର: ଓଡ଼ିଶାରେ ଉଚ୍ଚ ଶିକ୍ଷାନୁଷ୍ଠାନର ସାମଗ୍ରିକ ବିକାଶ ପାଇଁ ପିଏମ୍-ଉଷା ଯୋଜନାକୁ କାର୍ୟ୍ୟକାରୀ କରିବା ତଥା ଏହି ଯୋଜନାର ଲାଭ ନେବା ପାଇଁ ନିରନ୍ତର ସମର୍ଥନ ଓ ସହଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ!-->…
ଯିଏ ବରଯାତ୍ରୀ ଯାଇନି, ସିଏ ବାହାଘର ମଜା କୁଆଡୁ ଜାଣିବ:ସୌମ୍ୟ
ଭୁବନେଶ୍ୱର: ଦୁଇ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଚୁପ୍ ରହିବା ପରେ ପୁଣି ମୁହଁ ଖୋଲିଛନ୍ତି ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ଏଥର ଉଠାଇଛନ୍ତି ଛାତ୍ର ସଂସଦ ନିର୍ବାଚନ ବନ୍ଦ ପ୍ରସଙ୍ଗରେ। ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍!-->…
ନେହରୁ ପିଓକେ ପାଇଁ ଦାୟୀ: ଅମିତ ଶାହ
ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କଶ୍ମୀର ପ୍ରସଙ୍ଗରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କୁ ଦାୟୀ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ଲୋକସଭାରେ ଜମ୍ମୁ-କଶ୍ମୀର ସଂଶୋଧନ ବିଲ୍ ଓ!-->…
ବିଧାନସଭା ନିର୍ବାଚନ ପାଇଁ ବିଜେପି ପାଖେ ନେତୃତ୍ବ ନାହିଁ:ଖାରବେଳ
ଭୁବନେଶ୍ବର: ବିଜେପିର ବରିଷ୍ଠ ନେତା ଖାରବେଳ ସ୍ବାଇଁଙ୍କ ବିସ୍ପୋରକ ବୟାନ। ୨୪ ନିର୍ବାଚନ ଜିତିବା ନେଇ ଛାତିରେ ହାତ ରଖି କହିପାରିବେନି ରାଜ୍ୟ ବିଜେପିର କୌଣସି ବରିଷ୍ଠ ନେତା। କାରଣ ବିଧାନସଭା ନିର୍ବାଚନ ପାଇଁ ବିଜେପି ପାଖେ!-->…
ପରାଜୟ ପାଇଁ ଇଭିଏମ ଦାୟୀ: କଂଗ୍ରେସ
ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନରେ କଂଗ୍ରେସ ପରାଜିତ ହୋଇଛି । ବିଧାନସଭା ନିର୍ବାଚନରେ ହାରିବା ପରେ ଇଭିଏମ୍ ମେସିନକୁ ଦାୟୀ କରିଛି କଂଗ୍ରେସ । ପ୍ରଥମେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ଓ ପରେ କମଲନାଥ!-->…
ଦିଲ୍ଳୀରେ ମନମୋହନ, କହିଲେ ଆମେ ସରକାର ଗଢିବୁ
ଭୁବନେଶ୍ୱର: ଏଥର ଓଡ଼ିଶାରେ ସାଲିସବିହୀନ ଲଢେଇ ହେବ । ଆଉ ଆମେ ସରକାର ଗଢିବୁ । ଏଭଳି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । କେନ୍ଦ୍ର ନେତୃବୃନ୍ଦଙ୍କ ସହ ଆଲୋଚନା ପାଇଁ ଦିଲ୍ଲୀ ଗସ୍ତରେ ଥିବା ଶ୍ରୀ ସାମଲ ଏଭଳି!-->…