THE BYAPINI
Browsing Category

ଛୁଙ୍କ

ଇସ୍ତଫା ଦେଲେ ୧୦ ବିଜେପି ସାଂସଦ

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନରେ ​​ଜିତିବା ପରେ ଭାରତୀୟ ଜନତା ପାର୍ଟିର ୧୦ ଜଣ ସାଂସଦ ବୁଧବାର ଇସ୍ତଫା ଦେଇଛନ୍ତି । ଏହି ସମସ୍ତ ସାଂସଦ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନିକଟକୁ ସେମାନଙ୍କର ଇସ୍ତଫାପତ୍ର ପଠାଇଛନ୍ତି

ବିଜେପିକୁ ହରାଇବାକୁ ଲାଗିଥିଲା ବିଜେଡି ଟଙ୍କା:ପ୍ରଦୀପ ପୁରୋହିତ

ଭୁବନେଶ୍ୱର: ଛତିଶଗଡ଼ରେ ବିଜେପିକୁ ହରାଇବାକୁ ବିଜେଡି ଟଙ୍କା ଲଗାଇଥିଲା। ଏଭଳି କିଛି ବିସ୍ଫୋରକ ବୟାନ ଦେଇଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ।ସେ କହିଛନ୍ତି, ଗତ ନିର୍ବାଚନରେ ମଧ୍ୟ ବିଜେପିକୁ ହରାଇବାକୁ ଛତିଶଗଡ଼ରେ ବିଜେଡ଼ି

ଓଡ଼ିଶାରେ କେବଳ ନବୀନ ମଡେଲ:ଅତନୁ

ଭୁବନେଶ୍ୱର: ୩ ରାଜ୍ୟରେ ବିଜୟୀ ବାନା ଉଡାଇବା ପରେ ଓଡ଼ିଶା ବିଜେପି ସଭାପତି ମନମୋହନ ସାମଲ ବଡ ବୟାନ ଦେଇଛନ୍ତି । ୩ ରାଜ୍ୟରେ ଫଳାଫଳ ଯେମିତି ହେଲା ତାହାର ପୁନରାବୃତ୍ତି ଓଡ଼ିଶାରେ ଦେଖିବାକୁ ମିଳିବ ବୋଲି ମନମୋହନ କହିଛନ୍ତି ।

ଓଡ଼ିଶା ରାଜନୀତି ୨୦୨୪ରେ ୟୁ ଟର୍ଣ୍ଣ ନେବ: ମନମୋହନ

ଭୁବନେଶ୍ବର: ଓଡ଼ିଶା ରାଜନୀତି ୨୦୨୪ରେ ୟୁ ଟର୍ଣ୍ଣ ନେବ। ଆଗାମୀ ସାଧାରଣ ନିର୍ବାଚନରେ ବିଜେପି ଆଗ୍ରେସିଭ ମୁଡରେ ଲଢ଼ିବ। ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ରାଜ୍ୟ ସଭାପତି

ବିରୋଧୀଙ୍କୁ ମୋଦୀଙ୍କ କଟାକ୍ଷ: ସଂସଦରେ ନିର୍ବାଚନ ପରାଜୟ ରାଗ ଉଦ୍‌ଗାରନ୍ତୁ ନାହିଁ

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନରେ ପରାସ୍ତଜନିତ ରାଗ ଉଦ୍‌ଗାରିବା ପରିବର୍ତ୍ତେ ସଂସଦରେ ବିଭିନ୍ନ ଆଲୋଚନାରେ ଭାଗ ନେବା ଉଚିତ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀ ଦଳ ନେତାଙ୍କୁ କଟାକ୍ଷ କରି ପରାମର୍ଶ

ରାଜସ୍ଥାନରେ ବି ଚାଲିବ ବୁଲଡୋଜର: ବାଲକନାଥ

ନୂଆଦିଲ୍ଲୀ : ରାଜସ୍ଥାନରେ ଭାଜପାର ବିଜୟ ପରେ ଏବେ ମୁଖ୍ୟମନ୍ତ୍ରୀଙ୍କ ଚେହେରାକୁ ନେଇ କଳ୍ପନାଜଳ୍ପନା ଚାଲିଛି। ଏହି ତାଲିକାରେ ଅନେକ ଚେହେରା ଅଛନ୍ତି। ବାବା ବାଲକନାଥଙ୍କ ନାମ ମଧ୍ୟ ସେମାନଙ୍କ ମଧ୍ୟରୁ ଗୋଟିଏ ଭାବରେ ବିବେଚନା

୬ରେ ଇଣ୍ଡିଆ ମେଣ୍ଟ ବୈଠକ କରିବ କଂଗ୍ରେସ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ବିଧାନସଭା ନିର୍ବାଚନରେ ‘ବିଜେପି’ ଅଗ୍ରଣୀ ରହି ବିଜୟୀ ହେବାକୁ ଯାଉଥିବା ବେଳେ କଂଗ୍ରେସ ‘ଇଣ୍ଡିଆନ୍‌ ନ୍ୟାସ୍‌ନାଲ୍‌ ଡେଭ୍‌ଲପ୍‌ମେଣ୍ଟାଲ୍‌ ଇନ୍‌କ୍ଲୁସିଭ୍‌ ଆଲିଏନ୍‌ସ୍‌’ର

ଶ୍ରୀମନ୍ଦିରର ଚାରିଦ୍ବାର ତୁରନ୍ତ ଖୋଲାଯାଉ : ଶରତ ପଟ୍ଟନାୟକ

ପୁରୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥ ସଦ୍‌ବୁଦ୍ଧି ଦିଅନ୍ତୁ। ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରର ଚାରିଦ୍ୱାର ତୁରନ୍ତ ଖୋଲାଯାଉ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରେ ଅଳିଆ ପାହାଡ ଛିଡା କରାଇଛନ୍ତି: ମନମୋହନ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଭାରତ ଯୋଜନାରେ କୋଟି କୋଟି ଟଙ୍କା ଦେଉଛନ୍ତି, କିନ୍ତୁ ଓଡ଼ିଶାରେ ତାହାର କୌଣସି ସୁଫଳ ମିଳୁନାହିଁ । ମୁଖ୍ୟମନ୍ତ୍ରୀ ନବୀନ ବାବୁ ଭୁବନେଶ୍ୱରେ ଅଳିଆ ପାହାଡ ଛିଡା କରାଇଛନ୍ତି । ନବୀନ ଶାସନ

‘ଆନିମଲ’ ଟ୍ରେଲର ରିଲିଜ୍ ପରେ ନିଜକୁ ରଣବୀର କପୁରଙ୍କ ବଡ ପ୍ରଶଂସକ କହିଲେ ମହେଶ ବାବୁ

ମୁମ୍ବାଇ: ଟ୍ରେଲର ରିଲିଜ୍ ପରେ ଚଳଚ୍ଚିତ୍ର ‘ଆନିମଲ’କୁ ନେଇ ଜବରଦସ୍ତ ଆଲୋଚନା ହେଉଛି। ନିକଟରେ ବଲିଉଡ ଅଭିନେତା ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ’ର ଟ୍ରେଲର ସାମ୍ନାକୁ ଆସିଥିଲା। ଏହି ଟ୍ରେଲରରେ ରଣବୀର କପୁରଙ୍କ ଭିନ୍ନ ଲୁକ୍ ନଜର