Browsing Category
ଛୁଙ୍କ
ଷ୍ଟାଣ୍ଡ୍ଅପ୍ କମେଡିରେ ବୀର ଦାସ ଓ ସ୍ବତନ୍ତ୍ର ନିର୍ଦେଶନା ପାଇଁ ଏମି ପୁରସ୍କାର ଜିତିଲେ ଏକତା କପୁର
ନ୍ୟୁୟର୍କ: ନ୍ୟୁୟର୍କରେ ଆୟୋଜିତ ଏ ବର୍ଷର ୫୧ତମ ଆନ୍ତର୍ଜାତିକ ଏମି ପୁରସ୍କାର ଉତ୍ସବରେ ଭାରତର ଷ୍ଟାଣ୍ଡ୍ଅପ୍ କମେଡିଆନ୍ ତଥା ବଲିଉଡ୍ ଅଭିନେତା ବୀର ଦାସ ‘ଶ୍ରେଷ୍ଠ ବ୍ୟଙ୍ଗ’ ବିଭାଗ ପୁରସ୍କାର ଜିଣି ଇତିହାସ ରଚିଛନ୍ତି।!-->…
୭୭ ହଜାର ଟଙ୍କାର ଟାୱେଲ୍-ସ୍କର୍ଟ
ମୁମ୍ବାଇ: ବିଳାସମୟ ପୋଷାକପତ୍ର ନିର୍ମାଣ କରୁଥିବା ‘ବାଲେନ୍ସିଆଗା’ କମ୍ପାନି ନିକଟରେ ଏକ ବିଚିତ୍ର ପରିଚ୍ଛଦ ପାଇଁ ଚର୍ଚ୍ଚାରେ ରହିଛି। କମ୍ପାନି ପକ୍ଷରୁ ସଦ୍ୟ ବଜାରକୁ ଛଡ଼ାଯାଇଥିବା ଏକ ‘ଟାୱେଲ୍-ସ୍କର୍ଟ’ର ମୂଲ୍ୟ ୯୨୫ ଡଲାର!-->…
ଦୁଇ ଦିନରେ ୧୦୨କୋଟି ଟଙ୍କା ଆୟ କଲାଣି ଟାଇଗର ୩
ମୁମ୍ବାଇ: ପାର୍ବଣ ଋତୁରେ ସିନେପ୍ରେମୀଙ୍କୁ ‘ଟାଇଗର ୩’ ଉପହାର ଦେଇଛନ୍ତି ବଲିଉଡ଼ ଭାଇଜାନ୍ ସଲମାନ ଖାନ। ରବିବାର ଦୀପାବଳି ଅବସରରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିଛି। ତେବେ ସଲମାନଙ୍କ ଫିଲ୍ମର ପ୍ରଥମ ଦିନ ଆୟ ‘ଯୱାନ’ ଓ!-->…
ରବିବାରରେ ରିଲିଜ୍ ହେବ ସଲ୍ମାନଙ୍କ ‘ଟାଇଗର୍-୩’
ଭୁବନେଶ୍ବର: ଦୀପାବଳି ଅବସରରେ ଏଇ ରବିବାର ଦିନ ରିଲିଜ୍ ହେବାକୁ ଯାଉଛି ସଲ୍ମାନ ଖାଁଙ୍କ ପ୍ରଶଂସକଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ ‘ଟାଇଗର୍-୩’। ୟଶ୍ ରାଜ୍ ଫିଲ୍ମସ ଦ୍ବାରା ନିର୍ମିତ, ଆଦିତ୍ୟ ଚୋପ୍ରାଙ୍କ ପ୍ରଯୋଜିତ!-->…
‘ପ୍ରଥା’ ପୋଷ୍ଟର ଚିରା ବିରୋଧରେ ବିଧାନସଭା ଆଗରେ ଧାରଣା ଦେବେ ଚଳଚ୍ଚିତ୍ରର ପ୍ରଯୋଜିକା
ଭୁବନେଶ୍ୱର: ‘ପ୍ରଥା’ ଚଳଚ୍ଚିତ୍ରର ପୋଷ୍ଟର ଚିରିବା ପ୍ରତିବାଦରେ ବିଧାନସଭା ସମ୍ମୁଖରେ ଧାରଣା ଦେବେ ଏହାର ପ୍ରଯୋଜିକା ସନଲିସା। ପୋଷ୍ଟର ଚିରିବା ବିବାଦକୁ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗରେ ବିଧାନସଭା ଆଗରେ!-->…
ଜେଲ୍ରୁ ମୁକୁଳିଲେ ପ୍ରଯୋଜକ ଟୁଟୁ ନାୟକ
ଭୁବନେଶ୍ୱର: ମହିଳା ସାମ୍ବାଦିକ ଦେବସ୍ମିତା ରାଉତଙ୍କୁ ଚାପୁଡ଼ା ମାରିବା ଅଭିଯୋଗରେ ଗିରଫ ପ୍ରଯୋଜକ ଟୁଟୁ ଓରଫ୍ ସଞ୍ଜୟ ନାୟକ ଆଜି କୋର୍ଟରୁ ଜାମିନ ପାଇବା ପରେ ଝାରପଡ଼ା ଜେଲରୁ ମୁକୁଳିଛନ୍ତି। ଭୁବନେଶ୍ବର ଏସ୍ଡିଜେଏମ୍ କୋର୍ଟ!-->…
୩୨ ବର୍ଷ ପରେ‘ଥଲାଇଭର୍ ୧୭୦’ ଫିଲ୍ମରେ ଏକାଠି ଆସିବେ ଅମିତାଭ-ରଜନୀକାନ୍ତ
ମୁମ୍ବାଇ: ବଲିଉଡ୍ ସେହନସାହ ଅମିତାଭ ବଚ୍ଚନ ଓ ଦକ୍ଷିଣର ଲୋକପ୍ରିୟ ଅଭିନେତା ରଜନୀକାନ୍ତଙ୍କର ଏଯାଏଁ ବଲିଉଡ ହେଉ ଅବା ସାଉଥ୍ ଇଣ୍ଡଷ୍ଟ୍ରୀରେ ଦବ୍ଦବା ରହିଛି। ଏହି ଦୁଇ ଭେଟୋରାନ୍ ଅଭିନେତାଙ୍କର ଦେଶ ଓ ବିଦେଶରେ ଲକ୍ଷ ଲକ୍ଷ!-->…
ଲୋକଙ୍କୁ ଭୋଟ୍ ଦେବାକୁ ନିବେଦନ କରିବେ ରାଜକୁମାର ରାଓ
ମୁମ୍ବଇ: ରାଜକୁମାର ରାଓ ଜଣେ ଏପରି ଅଭିନେତା, ତାଙ୍କୁ ଯେକୌଣସି ଚରିତ୍ର ଦେଲେ ସେ ତାକୁ ଜୀବନ୍ତ କରିଦିଅନ୍ତି। ତେବେ ରାଜକୁମାରଙ୍କୁ ଏଣିକି ଲୋକଙ୍କୁ ଭୋଟ୍ ଦେବାକୁ ନିବେଦନ କରୁଥିବା ଦେଖିବାକୁ ମିଳିବ। ଲୋକପ୍ରିୟ ଅଭିନେତା!-->…
ଓଡ଼ିଆ ଚଳଚ୍ଚିତ୍ର ‘ରାମ୍’ କୁ ନେଇ ଅଭିନେତା ମନୋଜ ମିଶ୍ର ଓ ଅନୁଭବ ବିବାଦ
ଭୁବନେଶ୍ବର : ଓଡ଼ିଆ ଚଳଚ୍ଚିତ୍ର ‘ରାମ୍’କୁ ସମ୍ବଲପୁରରେ ଚଲାଇ ଦେଇନଥିବା ଅଭିଯୋଗ ଆଣି ପ୍ରଯୋଜକ ସଂଘ ଅଭିନେତା ମନୋଜ ମିଶ୍ରଙ୍କୁ ୨ ବର୍ଷ ପାଇଁ ବାସନ୍ଦ କରିଛି। ଏହି ଘଟଣାକୁ ନେଇ ଅଭିନେତା ଅନୁଭବ ମହାନ୍ତି ସାମାଜିକ!-->…
ରୋହିତ ଶର୍ମାଙ୍କ ନାଁରେ କଟିଲା ଚାଲାଣ
ମୁମ୍ବଇ: ଦ୍ରୁତ ଗତିରେ ଗାଡ଼ି ଚଳାଉଥିବାରୁ ଭାରତୀୟ କ୍ରିକେଟ୍ ଅଧିନାୟକ ରୋହିତ ଶର୍ମାଙ୍କ ଚାଲାଣ କଟିଛି। ଘଣ୍ଟା ପ୍ରତି ୨୦୦କିଲୋମିଟର ବେଗରେ ଗାଡ଼ି ଚଳାଉଥିବାରୁ ୩ଥର ରୋହିତଙ୍କ ନାଁରେ ଚାଲାଣ କଟିଛି। ପୁଣେ-ମୁମ୍ବଇ!-->…