THE BYAPINI
Browsing Category

ଦେଶ

ଆଜି ଭାରତ- ଅଷ୍ଟ୍ରେଲିଆ ୪ର୍ଥ ଟି-୨୦

ରାୟପୁର : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ୪ର୍ଥ ମ୍ୟାଚ ଶୁକ୍ରବାର ରାୟପୁରରେ ଖେଳାଯିବ। ଭାରତ ନିକଟରେ ଶୃଙ୍ଖଳା ବିଜୟ ନେଇ ସୁଯୋଗ ରହିଥିବାବେଳେ ଅଷ୍ଟ୍ରେଲିଆ ବରାବର ସ୍ଥିିତିକୁ

ଏନକାଉଣ୍ଟର, ଜଣେ ଆତଙ୍କୀ ନିପାତ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀର ସୀମାରେ ଆଉ ଜଣେ ଆତଙ୍କବାଦୀ ନିପାତ। ପୁଲୱାମା ଜିଲ୍ଲାରେ ସୁରକ୍ଷା ବାହିନୀ ଓ ଆତଙ୍କୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିପାତ ହୋଇଛି। ଏନେଇ ସେନା ଅଧିକାରୀଙ୍କ ପକ୍ଷରୁ

ସାର, ଏଲ୍‌ପିଜି ଓ ଖାଦ୍ୟଶସ୍ୟରେ ବଢ଼ିବ ସବ୍‌ସିଡି

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ହେବାକୁ ଥିବାରୁ କେନ୍ଦ୍ର ସରକାର ସାର, ଏଲ୍‌ପିଜି ଓ ଖାଦ୍ୟଶସ୍ୟ ଉପରେ ଅଧିକ ସବ୍‌ସିଡି ଦେବା ଉପରେ ବିଚାର କରୁଛନ୍ତି। ଏହାର ପ୍ରଭାବରେ ୨୦୨୩-୨୪ ଆର୍ଥିକ ବର୍ଷର ସବ୍‌ସିଡି ବିଲ୍‌ରେ

ଆଜିଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ନଭେମ୍ବର ୨୦, ୨୧ ଓ ୨୨ ତାରିଖର ଏହି ତିନିଦିନିଆ ଗସ୍ତ କାଳରେ ରାଷ୍ଟ୍ରପତି ବାରିପଦା, ରାଇରଂଗପୁର, ପାହାଡ଼ପୁର, ବାଦାମପାହାଡ଼,

ବିଶ୍ୱକପ୍‌ :ଅହମଦାବାଦରେ ରାତିକ ପାଇଁ ହୋଟେଲ ଭଡା ୨ ଲକ୍ଷ!

ଅହମଦାବାଦ: ଗୁଜରାଟର ଅହମଦାବାଦରେ ଆସନ୍ତା ରବିବାର ଦିନ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା କ୍ରିକେଟ୍‌ ବିଶ୍ୱକପ୍‌ ଫାଇନାଲ୍‌ ମ୍ୟାଚ୍‌ ଦେଖିବାକୁ ଚାହୁଁଥିବା ଲୋକଙ୍କ ଚାହିଦା

ବିରାଟଙ୍କବିଶ୍ବ ରେକର୍ଡ, ସାମିଙ୍କ ଘାତକ ବୋଲିଂ ବିଶ୍ବକପ ଫାଇନାଲରେ ଅପରାଜେୟ ଭାରତ

ମୁମ୍ବଇ : ନ୍ୟୁଜିଲାଣ୍ଡ ବିପକ୍ଷରେ ୨୦୧୯ ବିଶ୍ବକପ ସେମିଫାଇନାଲ ପରାଜୟର ପ୍ରତିଶୋଧ ନେଇଛି ଭାରତ। ମାଞ୍ଚେଷ୍ଟର ପ୍ରତିଶୋଧ ୱାଙ୍ଖଡେରେ ପୁରା କରିଛି ଭାରତୀୟ ଟିମ୍। ବୁଧବାର ଚଳିତ ବିଶ୍ବକପର ପ୍ରଥମ ସେମିଫାଇନାଲରେ ଭାରତ ୭୦

ନିଲାମ ହେବ ଓଡ଼ିଶାର ୧୯ଟି କୋଇଲା ଖଣି

ନୂଆଦିଲ୍ଲୀ: କୋଇଲା କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭରଶୀଳ କରିବା ନିମନ୍ତେ ଚଳିତମାସ ୧୫ତାରିଖରେ ଓଡ଼ିଶା ସମେତ ୫ଟି ରାଜ୍ୟର ମୋଟ୍ ୩୯ଟି କୋଇଲା ଖଣିର ବ୍ୟବସାୟିକ ନିଲାମ କରାଯିବ କରାଯିବ ବୋଲି କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ପକ୍ଷରୁ

ଚାରି ଧାମ ଟନେଲ ଟ୍ରାଜେଡିରେ ଫସିଥିବା ୫ ଓଡିଆ ଶ୍ରମିକ ସୁରକ୍ଷିତ

ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ଉତ୍ତରକାଶୀ ଜିଲ୍ଲାର ଯମୁନୋତ୍ରୀ ଜାତୀୟ ରାଜପଥରେ ଭୁଶୁଡ଼ି ପଡ଼ିଥିବା ଟନେଲର ଫସିଥିବା ୪୦ ଶ୍ରମିକଙ୍କ ମଧ୍ୟରେ ୫ ଓଡିଆ ଶ୍ରମିକ ଓଡିଶାର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଗତକାଲି ଠାରୁ ଫସି

ଡାଲ୍‌ ହ୍ରଦରେ ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୫ ହାଉସ୍‌ବୋଟ୍‌

ଶ୍ରୀନଗର: ଜମ୍ମୁ-କଶ୍ମୀରର ଶ୍ରୀନଗରରେ ଥିବା ଡାଲ ହ୍ରଦରେ ଆଜି ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟି ଅନେକ ହାଉସ୍‌ବୋଟ୍ ପୋଡ଼ି ପାଉଁଶ ହୋଇଯାଇଛି। ପୋଡ଼ିଯାଇଥିବା ହାଉସ୍‌ବୋଟ୍‌ଗୁଡ଼ିକରୁ ୩ ଜଣ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର

ପୋଲାଭରମ ବିବାଦ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଉପରେ ଛାଡ଼ିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ :  ବିବାଦୀୟ ପୋଲାଭରମ ପ୍ରକଳ୍ପ ନିର୍ମାଣ ପ୍ରସଙ୍ଗରେ ସର୍ବୋଚ୍ଚ ନ୍ୟାୟାଳୟ ୬ ସେପ୍ଟେମ୍ବର ୨୦୨୨ରେ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ଛତିଶଗଡ଼ ଏବଂ ତେଲେଙ୍ଗାନା ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ବୈଠକ କରି ସମାଧାନ ପାଇଁ