THE BYAPINI
Browsing Category

ଦେଶ

ଏସିଆନ ଗେମ୍ସ: ପାକିସ୍ତାନକୁ ୨-୧ରେ ହରାଇ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ

ନୂଆଦିଲ୍ଲୀ: ଏସିଆନ୍‌ ଗେମ୍ସ ୨୦୨୩ର ସ୍କାସ୍‌ ଖେଳର ଫାଇନାଲ ମ୍ୟାଚ୍‌ରେ ବାଜି ମାରିଲାନେଲା ଭାରତ । ଭାରତୀୟ ସ୍କ୍ୱାସ୍‌ ଦଳ ଫାଇନାଲରେ ପାକିସ୍ତାନକୁ ୨-୧ରେ ପରାସ୍ତ କରି ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଆଣିଛି । ବେଷ୍ଟ-ଅଫ୍‌-ଥ୍ରୀ

୨ ହଜାର ଟଙ୍କିଆ ନୋଟ୍‌ ବଦଳାଇବା ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ଭାରତର ରିଜର୍ଭ ବ୍ୟାଙ୍କ ଅକ୍ଟୋବର ଶେଷ ପର୍ୟ୍ୟନ୍ତ ୨୦୦୦ ଟଙ୍କିଆ ନୋଟ୍ ଫେରସ୍ତ କରିବାର ସମୟସୀମା ବୃଦ୍ଧି କରିପାରେ ବୋଲି ମନି କଣ୍ଟ୍ରୋଲର ପୂର୍ବରୁ ରିପୋର୍ଟ ଦେବା ପରେ ଆଜି ଆରବିଆଇ ଅକ୍ଟୋବର ୭ ଯାଏଁ ଏହି ସମୟସୀମା

ବଢିଲା କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦର

ନୂଆଦିଲ୍ଲୀ: ପୁଣି ଖାଉଟିଙ୍କୁ ବଡ଼ ଝଟ୍‌କା ଲାଗିଛି। ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ବାଣିଜ୍ୟିକ ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର ମୂଲ୍ୟ ବୃଦ୍ଧି ଘୋଷଣା କରିଛନ୍ତି। ୧୯ କେଜିର ବାଣିଜ୍ୟିକ ସିଲିଣ୍ଡର ମୂଲ୍ୟ ୨୦୯ ଟଙ୍କା

୯ ମାସରେ ୧୪୬ ବାଘ ମୃତ , ଭାଙ୍ଗିଲା ୧୧ ବର୍ଷର ରେକର୍ଡ : ‘ଏନ୍‌ଟିସିଏ

ପୁଣେ: ; ପୂରିନି ବର୍ଷ କିନ୍ତୁ ବାଘ ମୃତ୍ୟୁ ସଂଖ୍ୟାଗଣନା ଅନୁସାରେ ଏହି ବର୍ଷ ମୃ୍‌ତ୍ୟୁବରଣ କରିଥିବା ବାଘମାନଙ୍କର ସଂଖ୍ୟା ଗତ ୧୧ ବର୍ଷର ରେକର୍ଡ ଭାଙ୍ଗିଲାଣି । ୯ ମାସରେ ୧୪୬ ବାଘ ମୃତ୍ୟୁମୁଖରେ ପଡିଲେଣି । ଚଳିତ ବର୍ଷ

୬.୭%କୁ ବୃଦ୍ଧି ହେଲା ୫ ବର୍ଷିଆ ଆର୍‌ଡି ସୁଧ

ନୂଆଦିଲ୍ଲୀ: ଅକ୍ଟୋବର ୧ରୁ ଆରମ୍ଭ ହେଉଥିବା ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ଲାଗି ବିଭିନ୍ନ ସ୍ୱଳ୍ପ ସଞ୍ଚୟ ସ୍କିମ୍‌ର ସୁଧ ଘୋଷଣା କରାଯାଇଛି । ପାଞ୍ଚ ବର୍ଷିଆ ଆର୍‌ଡିକୁ ବାଦ ଦେଲେ ଅନ୍ୟ ସବୁ ସ୍କିମ୍‌ର ସୁଧ

ରାଷ୍ଟ୍ରପତିଙ୍କ ଦ୍ୱାରା ଅନୁମୋଦନ ପାଇଲା ମହିଳା ସଂରକ୍ଷଣ ବିଲ୍

ନୂଆଦିଲ୍ଲୀ: ମହିଳା ସଂରକ୍ଷଣ ବିଲକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ କରିଛନ୍ତି । ଏହି ବିଲ୍‌ ୨୦ ସେପ୍ଟେମ୍ବରରେ ଲୋକସଭାରେ ଏବଂ ୨୧ ସେପ୍ଟେମ୍ବରରେ ରାଜ୍ୟସଭାରେ ପାରିତ ହୋଇଥିଲା । ସଂସଦର ଉଭୟ ଗୃହ ଦ୍ୱାରା ବିଲ୍‌

ଗୁଗୁଲ୍‌କୁ ୨୫ ବର୍ଷ

ନୂଆଦିଲ୍ଲୀ: ଇଣ୍ଟରନେଟ୍‌ ଦୁନିଆର ଚର୍ଚ୍ଚିତ କଂପାନି ଗୁଗୁଲ୍‌କୁ ୨୫ ବର୍ଷ ହୋଇଛି। ୧୯୯୮ ସେପ୍ଟେମ୍ବର ୪ରେ ଯଦିଓ କଂପାନିକୁ ସ୍ଥାପନ କରାଯାଇଥିଲା, କିନ୍ତୁ ୨୦୦୫ ସେପ୍ଟେମ୍ବର ୨୭ରୁ ଏହା ବାର୍ଷିକୀ ପାଳନ ଆରମ୍ଭ କରିଥିଲା।

ବ୍ରିଜ୍‌ଭୂଷଣ ବିରୋଧରେ ଯଥେଷ୍ଟ ପ୍ରମାଣ ମିଳିଛି: କୋର୍ଟରେ ମନ୍ତବ୍ୟ ଦେଲା ଦିଲ୍ଲୀ ପୁଲିସ୍‌

ଦିଲ୍ଲୀ: ପୂର୍ବତନ ରେସଲିଂ ଫେଡେରେସନ୍‌ ଅଫ୍‌ ଇଣ୍ଡିଆ (ଡବ୍ଲୁଏଫ୍‌ଆଇ) ମୁଖ୍ୟ ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୁଦ୍ଧରେ ଦିଲ୍ଲୀ ପୁଲିସ ନିକଟରେ ଯଥେଷ୍ଟ ପ୍ରମାଣ ଅଛି ବୋଲି ରାଉସ୍‌ ଆଭେନ୍ୟୁ କୋର୍ଟରେ ଦିଲ୍ଲୀ

ରାଜସ୍ଥାନରେ ମେଧାବୀ ଛାତ୍ରୀଙ୍କୁ ସ୍କୁଟି ବାଣ୍ଟିଲେ ରାହୁଲ, ସ୍କୁଟି ପଛରେ ବସିଥିବା ଫଟୋ ଭାଇରାଲ

ଜୟପୁର: ରାଜସ୍ଥାନ ଗସ୍ତରେ ଯାଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମହରାଣୀ କଲେଜରେ ଛାତ୍ରୀମାନଙ୍କ ସହିତ ଆଲୋଚନା କରିବା ସହିତ ମେଧାବୀ ଛାତ୍ରୀମାନଙ୍କୁ ସ୍କୁଟି ବାଣ୍ଟି ପୁଣିଥରେ ଚର୍ଚ୍ଚାରେ ଅଛନ୍ତି । ସେ ଛାତ୍ରୀଙ୍କ ପଛରେ

କୋରାପୁଟରେ ରେଳ ଧାରଣା ଉପରେ ପାହାଡ଼ରୁ ଧସିଲା ମାଟି ଓ ପଥର ଖଣ୍ଡ

କୋରାପୁଟ: କୋରାପୁଟ ଜିଲ୍ଲାର ଜରଟି ଷ୍ଟେସନ ନିକଟରେ ପାହାଡ଼ରୁ ମାଟି ଧସିବା ସହିତ ବଡ଼ ବଡ ପଥର ଖଣ୍ଡ ସବୁ ପାହାଡ ଉପରୁ ଖସି ରେଳ ଧାରଣା ଉପରେ ପଡି ରହିଛି । ଫଳରେ କୋରାପୁଟ-ଜୟପୁର ରେଳ ଯୋଗଯୋଗ ବିଛିନ୍ନ ହୋଇଯାଇଛି । ଜରଟି