THE BYAPINI
Browsing Category

ଦେଶ

ରୌପ୍ୟ ପଦକରୁ ଏସୀୟ କ୍ରୀଡାରେ ବିଜୟ ଅଭିଯାନ ଆରମ୍ଭ କଲା ଭାରତ

ହାଙ୍ଗଝୌ: ଚୀନର ହାଙ୍ଗଝୌରେ ଆରମ୍ଭ ହୋଇଥିବା ଏସୀୟ କ୍ରୀଡାରେ ରୌପ୍ୟ ପଦକରୁ ଅଭିଯାନ ଆରମ୍ଭ କରିଛି ଭାରତ । ଶୁଟିଂରେ ମହିଳା ଟିମ୍‌କୁ ମିଳିଛି ରୌପ୍ୟ ପଦକ । ୧୦ ମିଟର ଏୟାର ରାଇଫଲ ଟିମ୍‌ ଇଭେଣ୍ଟରେ ମିଳିଛି ଭାରତୀୟ ମହିଳା ଦଳ

ଟିମ୍‌ ଇଣ୍ଡିଆ:କ୍ରିକେଟର ତିନୋଟି ଯାକ ଫର୍ମାଟରେ ନମ୍ବର-୧

ନୂଆଦିଲ୍ଲୀ: ଇତିହାସ ରଚିଲା ଟିମ୍ ଇଣ୍ଡିଆ । କ୍ରିକେଟର ତିନୋଟି ଯାକ ଫର୍ମାଟରେ ନମ୍ବର-୧ ସ୍ଥାନରେ ପହଞ୍ଚିଛି ଟିମ୍‌ ଇଣ୍ଡିଆ। ଗତକାଲି ମୋହାଲିରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ଦିନିକିଆରେ ବିଜୟ ପରେ ଭାରତ ପାକିସ୍ତାନକୁ

ବିକ୍ରମ ଏବଂ ପ୍ରଜ୍ଞାନଠାରୁ ମିଳୁନି କୌଣସି ସିଗନାଲ

ବେଙ୍ଗାଲୁରୁ: ଦୀର୍ଘ ୧୪ ଦିନର ରାତି ପରେ ଚନ୍ଦ୍ରପୃଷ୍ଠରେ ସୂର୍ୟ୍ୟ ଉଦୟ ହୋଇଛି। ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ଏବଂ ରୋଭର ଉପରେ ସୂର୍ୟ୍ୟକିରଣ ପଡ଼ିବାରେ ଲାଗିଛି। ନୂଆ କିରଣ ସହିତ ନିଦରୁ ଉଠାଇବା ପାଇଁ ଭାରତୀୟ ମହାକାଶ ଗବେଷଣା

ଆଜି ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ଲକ୍ଷ୍ନୌ: ଆଜି ଉତ୍ତରପ୍ରଦେଶର ବାରଣାସୀ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାରଣାସୀରେ ପହଞ୍ଚିବା ପରେ ମଧ୍ୟାହ୍ନ ସମୟରେ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ଏହି ଷ୍ଟାଡିୟମ

ବିଶ୍ୱକପ: ଚାମ୍ପିୟନ ଟିମକୁ ମିଳିବ ୩୩.୧୭ କୋଟି ଟଙ୍କା

ନୂଆଦିଲ୍ଲୀ: ଆଇସିସି ପକ୍ଷରୁ ଭାରତରେ ଆୟୋଜିତ ହେବାକୁ ଥିବା ଆଗାମୀ ଏକଦିବସୀୟ କ୍ରିକେଟ ବିଶ୍ୱକପ ପାଇଁ ପୁରସ୍କାର ରାଶି ଘୋଷଣା କରିଛି । ବିଶ୍ୱକପର ୧୩ତମ ସଂସ୍କରଣ ଅକ୍ଟୋବର ୫ ତାରିଖରୁ ଭାରତରେ ହେବାକୁ ଯାଉଛି । ଏଥିରେ

ଅର୍ଥନୈତିକ ସ୍ବାଧୀନତା ସୂଚୀରେ ଭାରତ ଗୋଟିଏ ପାହାଚ ତଳକୁ ଖସିଛି

ନୂଆଦିଲ୍ଲୀ: ଅର୍ଥନୈତିକ ସ୍ବାଧୀନତା ସୂଚୀରେ ବିଶ୍ବର ୧୬୫ଟି ଦେଶ ମଧ୍ୟରେ ଭାରତ ୮୭ତମ ସ୍ଥାନରେ ରହିଛି। ଗତବର୍ଷ ଭାରତ ୮୬ତମ ସ୍ଥାନରେ ଥିଲା। ୧୯୮୦ ପରଠାରୁ ନିରନ୍ତର ଭାବେ ଭାରତର ରେଟିଂରେ ଉନ୍ନତି ଘଟିବା ସହ ତାହା ୪.୯୦ରୁ

ରାଜ୍ୟସଭାରେ ପାରିତ ହେଲା ମହିଳା ସଂରକ୍ଷଣ ବିଲ୍‌

ନୂଆଦିଲ୍ଲୀ: ଲୋକସଭା ଭଳି ରାଜ୍ୟସଭାରେ ମଧ୍ୟ ମହିଳା ସଂରକ୍ଷଣ ବିଲ୍‌ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ସର୍ବସମ୍ମତିକ୍ରମେ ପାରିତ ହୋଇଛି । ଏହି ବିଲ୍‌ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିବା ବେଳେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ

ଥମୁନି ମଣିପୁର ହିଂସା ପୁଣି ବଢ଼ିଲା କର୍ଫ୍ୟୁ କଟକଣା

ଇମ୍ଫାଲ : ମଣିପୁରରେ ଜାତିଗତ ହିଂସା ବର୍ତ୍ତମାନ ପର୍ଯ୍ୟନ୍ତ ଥମିବାର ନାଁ ନେଉନାହିଁ । ଗତକାଲି ପୁଲିସ ୫ ଜଣ ଯୁବକଙ୍କୁ ଗିରଫ କରିବା ଘଟଣାକୁ ନେଇ ଉତ୍ତ୍ୟକ୍ତ ଜନତା ହିଂସାତ୍ମକ ବକ୍ଷୋଭ ପ୍ରଦର୍ଶନ କରିଥିଲେ । ଯୁବକମାନଙ୍କୁ

୧୦ ଗୁଣା ବଢ଼ିଲା ରେଳ ଦୁର୍ଘଟଣାର ଅନୁକମ୍ପାମୂଳକ ସହାୟତା ରାଶି

ନୂଆଦିଲ୍ଲୀ: ଦିନକୁ ଦିନ ବଢୁଥିବା ରେଳ ଦୁର୍ଘଟଣା ଯୋଗୁଁ ଯାତ୍ରୀଙ୍କ ମନରେ ରେଳ ଯାତ୍ରା ପ୍ରତି ସୃଷ୍ଟି ହେଉଥିବା ଭୟର ଦୂର କରିବା ଓ ରେଳ ବ୍ୟବସ୍ଥା ପ୍ରତି ପୁଣି ବିଶ୍ୱାସ ଫେରାଇ ଆଣିବା ପାଇଁ ଭାରତୀୟ ରେଳ ବିଭାଗ ପକ୍ଷରୁ ରେଳ

ମା’ସମଲେଶ୍ୱରୀଙ୍କ ଠାରେ ଲାଗିହେଲା ନବାନ୍ନ, ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

ସମ୍ବଲପୁର: ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବମୁଖର ହୋଇ ଉଠିଛି ପୁରପଲ୍ଲୀ । ଆଜି ସମ୍ବଲପୁରରେ ଅଧିଷ୍ଠାତ୍ରର ଦେବୀ ମା’ ସମଲେଇଙ୍କଠାରେ ପୂର୍ବ ନିର୍ଦ୍ଧାରିତ ଶୁଭ ଲଗ୍ନ ଅନୁସାରେ ସକାଳ ୧୦ଟା ୨୭ରୁ ୧୦ଟା ୪୨ ମଧ୍ୟରେ