THE BYAPINI
Browsing Category

ଦେଶ

ଭାରତ ଆସିଲା ପ୍ରଥମ ସି-୨୯୫ ଏମଡବ୍ଲ୍ୟୁ ପରିବହନ ବିମାନ

ନୂଆଦିଲ୍ଲୀ : ଭାରତ ଆଜି ପ୍ରଥମ ସି-୨୯୫ ଏମଡବ୍ଲ୍ୟୁ ପରିବହନ ବିମାନ ଗ୍ରହଣ କରିଛି । ବୁଧବାର ଦିନ ସ୍ପେନ୍‌ର ସେବିଲ୍‌ ଠାରେସି-୨୯୫ ଏମଡବ୍ଲ୍ୟୁ ପରିବହନ ବିମାନ ହସ୍ତାନ୍ତର କାର୍ଯ୍ୟକ୍ରମରେ ଭାରତୀୟ ବିମାନ ବାହିନୀ ମୁଖ୍ୟ

ରାମ ଜନ୍ମଭୂମି ଖନନରୁ ମିଳିଲା ପ୍ରାଚୀନ ମୂର୍ତ୍ତି, ସ୍ତମ୍ଭ

ଅଯୋଧ୍ୟା: ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଖନନ ଚାଲିଥିବା ବେଳେ ସେଠାରୁ କିଛି ପ୍ରାଚୀନ ମନ୍ଦିରର ଅବଶେଷ ମଳିଥିବା ଜଣାପଡିଛି । ଏହି ଅବଶେଷଗୁଡିକ ମଧ୍ୟରେ ରହିଛି ଅନେକ ମୂର୍ତ୍ତି ଓ ସ୍ତମ୍ଭ । ଶ୍ରୀରାମ ଜନ୍ମଭୂମି

କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ କର୍ଣ୍ଣେଲ,ମେଜର ଓ ପୁଲିସ ଡିଏସ୍‌ପି ଶହୀଦ

ଶ୍ରୀନଗର: ବୁଧବାର ଆତଙ୍କବାଦୀ ଆକ୍ରମଣରେ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ସେନାର ଜଣେ କର୍ଣ୍ଣେଲ୍‌ଙ୍କ ସହ ଜଣେ ଅଧିକାରୀ ଏବଂ ଜାମ୍ମୁ କାଶ୍ମୀର ପୁଲିସର ଜଣେ ଡିଏସ୍‌ପି ସହିଦ ହୋଇଛନ୍ତି । ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀମାନେ

ବନ୍ଦ ହେବ ମିଡିଆ ଟ୍ରାଏଲ ୩ ମାସରେ ଗାଇଡଲାଇନ୍‌ ପାଇଁ ଗୃହ ବିଭାଗକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିନକୁ ଦିନ ଗଣମାଧ୍ୟମ ନ୍ୟାୟଳାୟ ଭଳି ବିଭିନ୍ନ ଅପରାଧିକ ମାମଲାର ବିଚାର କରିବା ଅଭ୍ୟାସ ବଢ଼ିବାରେ ଲାଗିଛି । ଯଥେଷ୍ଟ ତଥ୍ୟ ପ୍ରମାଣ ସମ୍ପର୍କରେ ବିଶ୍ଲେଷଣ ପାଇଁ ଆବଶ୍ୟକୀୟ ଜ୍ଞାନର ଅଭାବ ଓ ସୁହାଇଲା ଭଳି ଢ଼ଙ୍ଗରେ

‘ଆୟୁଷ୍ମାନ ଭବ’ ଅଭିଯାନର ଶୁଭାରମ୍ଭ କଲେ ରାଷ୍ଟ୍ରପତି

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଭର୍‌ଚୁଆଲ୍‌ ମୋଡ୍‌ରେ ସାରା ଦେଶରେ ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ‘ଆୟୁଷ୍ମାନ ଭବ’ ଅଭିଯାନର ଶୁଭାରମ୍ଭ କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ

ଶ୍ରୀଲଙ୍କାକୁ ୪୧ ରନ ହରାଇ ଏସିଆ କପ ଫାଇନାଲରେ ଭାରତ

କଲମ୍ବୋ: ଦମଦାର ପ୍ରଦର୍ଶନ ଫଳରେ ଶ୍ରୀଲଙ୍କାକୁ ହରାଇ ପ୍ରଥମ ଦଳ ଭାବରେ ଏସିଆ କପ ଫାଇନାଲରେ ପ୍ରବେଶ କରିଛି ଟିମ୍‌ ଇଣ୍ଡିଆ । ଭାରତୀୟ କ୍ରିକେଟ୍‌ରେ କେବଳ ବ୍ୟାଟ୍ସମ୍ୟାନ ନୁହଁନ୍ତି ବୋଲର ବି ହିରୋ ବୋଲି ପୁଣି ଥରେ ପ୍ରମାଣିତ

ମଣିପୁରରେ ବନ୍ଦ ହେଉନାହିଁ ହିଂସା ୩ ଜଣଙ୍କୁ ଗୁଳିକରି ହତ୍ୟା

ଇମ୍ଫାଲ : ମଣିପୁରରେ ଚାଲିଥିବା ହିଂସା ଥମିବାର ନାମ ନେଉନାହିଁ । ଗତ ଚାରିମାସ ଧରି ମଣିପୁରରେ ଜାତିଗତ ହିଂସା ଯୋଗୁଁ ପ୍ରାୟ ୨୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା ବେଳେ ମଙ୍ଗଳବାର ଦିନ କୁକି-ଜୋ ସମ୍ପ୍ରଦାୟର ତିନି ଜଣ ଲୋକଙ୍କୁ ଗୁଳି

କେରଳରେ ପୁଣି ନିପାହ ଭୟ, ଗଲା ୨ ଜୀବନ

ନୂଆଦିଲ୍ଲୀ: କେରଳରେ ନିପାହ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ ଦୁଇ ଜଣ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି । ସୋମବାର କେରଳର କୋଜିକୋଡେ ଜିଲ୍ଲାର ୨ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁହେଁ ନିପାହ ଭୂତାଣୁ ଦ୍ୱାରା ଦୁହେଁ

ସମ୍ବିଧାନିକ ଖଣ୍ଡପୀଠକୁ ଗଲା ଦେଶଦ୍ରୋହ ଆଇନର ବୈଧତା ମାମଲା

ନୂଆଦିଲ୍ଲୀ : ମଙ୍ଗଳବାର ଦିନ ଭାରତୀୟ ପିଙ୍ଗଳ କୋଡ୍‌ (ଆଇପିସି) ଅଧୀନରେ ଉପନିବେଶ ସମୟରେ ରାଜଦ୍ରୋହ ପାଇଁ ଧାର୍ଯ୍ୟ ହୋଇଥିବା ଆଇନ ସମ୍ବନ୍ଧୀୟ ବ୍ୟବସ୍ଥାର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନଗୁଡ଼ିକୁ ସୁପ୍ରିମ୍‌

ସମୁଦ୍ରଯାନ ପ୍ରକଳ୍ପ ‘ମତ୍ସ୍ୟ ’ର ପ୍ରଥମ ସାମୁଦ୍ରିକ ବ୍ୟବହାରିକ ପରୀକ୍ଷଣ ହେବ

ନୂଆଦିଲ୍ଲୀ: ମାନବ ଯାତ୍ରା କରିପାରୁଥିବା କ୍ଷୁଦ୍ର ବୁଡାଜାହାଜ ନିର୍ମାଣ କରିବା ଭାରତର ବୈଜ୍ଞାନିକମାନେ ସଫଳ ହୋଇଛନ୍ତି । ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ‘ମତ୍ସ୍ୟ’ର ବ୍ୟବହାରିକ ପରୀକ୍ଷଣ ଖୁବ୍‌ଶୀଘ୍ର ଚେନ୍ନାଇ